Bike ଚଳାଉଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର, ମୁକେଶ ଅମ୍ବାନୀ ନେଲେ ଏହି ବଡ ନିଷ୍ପତି, ଶୁଣିଲେ ଖୁସିରେ ନାଚି ଉଠିବେ ଆପଣ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ରେ ପେଟ୍ରୋଲ ଶସ୍ତା ହେଉ କି ମହଙ୍ଗା ଲୋକ ମାନେ ଗାଡି ଚଳେଇବା କଥା ଚଲେଇବେ । କିନ୍ତୁ ଆଜର ଯୁବପିଢି ମାନେ ବାଇକ ଚଳେଇବା ପାଇଁ ଆଗ୍ରହୀ ଅଟନ୍ତି। ତେବେ ସାଇକେଲ ନଚଢି ଲୋକ ମାନଙ୍କ ବାଇକ ଜାତାୟତ ର ଏକ ଉତ୍ତମ ମାଧ୍ୟମ ହୋଇଗଲାଣି । ଏବଂ ଅଧ୍ୟୟନ ଅନୁସାରେ ଭାରତ ରେ ପ୍ରତ୍ୟୋକ ଦିନ 400 ଲୋକ ସଡକ ଦୂର୍ଘଟଣା ରେ ମରିଥାନ୍ତି । ଏବଂ ଦୂର୍ଘଟଣାରେ ଆଘାତ ପାଇ ଥିବା ଲୋକଙ୍କର ସଂଖ୍ୟା । ଅଗଣିତ ଅଟେ ।

Road accident

ପ୍ରୋତ୍ୟକ ଗାଡି ଚାଳକ ସୁରକ୍ଷିତ ଭାବନ୍ତି । ତେବେ ଭାରତ କୁ ଡିଜିଟାଲ ଇଣ୍ଡିଆ କରିବା ଦିଗରେ ରିଲାଏନ୍ସ ଜିଓ ର ବହୁତ ବଡ ଭୂମିକା ରହିଛି । ଏହିଥିରେ ମୁକେଶ ଅମ୍ବାନୀ ଙ୍କ କଠିନ ପରିଶ୍ରମ ଏବଂ ପୁଞିି ନିବେଶ ଗୁରୁତ୍ୱ ପୂ୍ର୍ଣ୍ଣ ଅଟେ । ତେବେ ବର୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ରେ ଏକ ନୂଆ କିଛି ଲଞ୍ଚ ହେବାକୁ ଯାଉଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରି ଏକ ସୁରକ୍ଷିତ କିଟ୍ ଲଞ୍ଚ କରିଛି । ଯାହା ଦ୍ୱାରା ଗାଡି ଚଳାଇବା ସମୟ ରେ ଆପଣ ନିଜ କୁ ସୁରକ୍ଷିତ ଅନୁଭବ କରିବେ । ଏହି ସୁରକ୍ଷା କୀଟ ମଧ୍ୟ ରେ ହେଲେମେଣ୍ଟ । କାନ୍ଧ ଓ କହୁଣୀ ଆଦି କୁ ସୁରକ୍ଷା ଦେବା ପରି ଜ୍ୟାକେଟ ବ୍ୟବହାର କରାଯାଇ ଥାଏ । ହାତ ପାଇଁ ଗ୍ଲୋବ୍ସ ର ବ୍ୟବହସ୍ତ । ତେବେ ଏହି ପ୍ରଡୋକ୍ଟ ଅଂତରାଷ୍ଟ୍ରୀୟ ସ୍ଥର ରେ ବୀକ୍ରୟ ହେଉଛି ।

Mukesh Ambani

ତେବେ ଏହି କୀଟ ବାବଦ ରେ 50000 ଟଙ୍କା ଖର୍ଚ୍ଚ ହେଉଛି । ଏହା ବଜାର ରେ ମାତ୍ର 12000 ଟଙ୍କା ରେ ବିକ୍ରୟ ହେଉଛି । ଯେଉଁ ମାନେ କିଣିବା ପାଇଁ ଇଚ୍ଛୁକ ସେମାନେ ଏକ କାଳିନ ପେମେଣ୍ଟ କରିବାକୁ ଅକ୍ଷମ ସେମାନେ ଏହାକୁ କିସ୍ତି ରେ ପମେଣ୍ଟ କରି କିଣଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *