ଲକଡାଉନ୍ ପୂର୍ବରୁ – ଖାତା କୁ ଆସିଲା ଇ-ଶ୍ରମ କାର୍ଡର ଦ୍ୱିତୀୟ ଟଙ୍କା ଆସି ନଥିଲେ ଏପରି ଜଲଦି କରନ୍ତୁ | ଯଦି ଆପଣ ପ୍ରଥମ କିସ୍ତି ପାଇ ନାହାଁନ୍ତି ତେବେ ଏହି ଫର୍ମ ଭରାନ୍ତୁ

first installment

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାର ଙ୍କ ତରଫ ରୁ ଶ୍ରମକାର୍ଡ ହିତାଧିକାରୀ ମାନଙ୍କ ପାଇଁ ଆସିଲା ଖୁସୀ ଖବର ସରକାର ଙ୍କ ତରଫ ରୁ ସବୁ ଇଶ୍ରମ ହିତାଧିକୀରୀ ମାନଙ୍କୁ ମିଳିବ 1000 ଟଙ୍କା । ସମସ୍ତ ଙ୍କ ଏକାଉଣ୍ଟ କୁ ବହୁତ ଜଲ୍ଦୁ ଆସିବ ବୋଲି ସରକାର ଙ୍କ ତରଫ ରୁ ଘୋଷଣା ହୋଇଛି । ତେବେ ଇଶ୍ରମ ହିତାଧିକୀରୀ ଙ୍କୁ ଏହି ଟଙ୍କା କେବେ ମିଳିବ ଏବଂ କେଉଁ ରାଜ୍ୟ କୁ ମିଳିବ । ତଥା ଆମ ରାଜ୍ୟ ଓଡିଶା କୁ ମିଳିବ କି ନାହିଁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣି ଜାଣିନେବା ।

ଆଜିର ସମୟ ରେ ଲୋକ ମାନେ ବହୁତ ଶିକ୍ଷିତ ଏବଂ ଜ୍ଞ୍ୟାନୀ ଅଟନ୍ତି । ସେମାନେ ନିଜ ସହିତ ପରିବାର ର ପ୍ରତିପୋଷଣ ପାଇଁ ନିଜକୁ ସକ୍ଷମ କରିପାରୁଛନ୍ତି । ସେମାନେ ଏକ ସୁନ୍ଦର ଚାକଚକ ପୂର୍ଣ୍ଣ ଜିବନ ଅତିବାହିତ କରୁଛନ୍ତି । ଏହି ପରି ସ୍ଥଳେ ଏମିତି ବି କିଛି ଲୋକ ମାନେ ରହିଛନ୍ତି ଯେଉଁ ମାନେ ବିଲ ରେ ଜାଇ ମୂଲ ଖାଟୁଛନ୍ତି ଏବଂ ନିଜର ପରିବାର ର ପ୍ରତିପୋଷଣ କରିବା ପାଇଁ ବହୁତ କଷ୍ଟ କରୁଛନ୍ତି । ତେବେ ସେହି ପରି ଲୋକ ମାନଙ୍କୁ ଆମ ଦେଶ ରେ BPL ଲିଷ୍ଟ ରେ ଅନ୍ତର୍ଭୁକ୍ତ କରାଜାଇଛି ।

money

ତେବେ ଆମ ଦେଶ ରେ ସେମାନଙ୍କୁ ରାସନ ହିତାଧିକାରୀ ଲିଷ୍ଟରେ ବି ନାମ ରହିଛି । ଯେଉଁଥି ପାଇଁ ସବୁ ସମୟ ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରିବେ । ଏଥି ମଧ୍ୟ ରେ 2021 ମସିହା ରେ କାର୍ଯ୍ୟ କାରୀ ହୋଇଥିବା ଇ-ଶ୍ରମ କାର୍ଡ ଅନ୍ୟତମ ଅଟେ । ଏହି ଯୋଜନା ଅନୁସାରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ, ଶ୍ରମିକ, ଇଟା ଭାଟି, ରେଶମ କାମ ଓ ପଥର କାମ କରୁଥିବା ଶ୍ରମିକ ସହିତ ଅନ୍ୟାନ୍ୟ ଅସଙ୍ଗଠିତ ଶ୍ରମିକ ମାନେ ଏହି ଯୋଜନା ର ଲାଭ ଉଠାଇ ପାରିବେ ।

ଏହି ଯୋଜନା ର ଲାଭ ଉଠାଇବା ପାଇଁ ଅସଂଙ୍ଗଠିତ ଶ୍ରମିକ ମାନଙ୍କୁ ରେଜିଷ୍ଟର କରିବା ପାଇଁ ପଡିବ । ଏବଂ ଆପଣ ମାନଙ୍କୁ ଇ- ଶ୍ରମ କାର୍ଡ ପାଇଁ ଆପ୍ଲାୟ କରିବାକୁ ହେବ । ତେବେ ଏହି ଇ-ଶ୍ରମ କାର୍ଡ ରହିଥିବା ଏକାଉଣ୍ଟ ଧାରୀ ମାନଙ୍କୁ ଏକାଉଣ୍ଟ କୁ ସରକାର ପଇସା ପଠେଇବେ । କିପରି ଏହି ଟଙ୍କା ପାଇବେ ଆସନ୍ତୁ ଜାଣିବା ।

ତେବେ ନିକଟ ରେ ପ୍ରେମୟ ରେ ଏକ ଆର୍ଟିକାଲ ପ୍ରକାଶ ପାଇଛି କି ଇ-ଶ୍ରମ ହିତାଧିକାରୀ ଙ୍କୁ ମିଳିବ 1000 ଟଙ୍କା ଉତ୍ତର ପ୍ରଦେଶ ର ମୂଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଅର୍ଥାତ 3 ଜାନୁଆରୀ 2022 ରେ ପ୍ରଥମ ପର୍ଯ୍ୟାୟ ରେ ଦେଢ କୋଟି ଲୋକ ମାନଙ୍କ ଏକାଉଣ୍ଟ କୁ 1000 ଲେଖାଏଁ ଟଙ୍କା ପଠେଇ ଏହାର ଶୁଭାରମ୍ଭ କରିଛନ୍ତି ।

Yogi Adityanath

ଏହି ନିୟମ ଅନୁସାରେ ଶ୍ରମ କାର୍ଡ ଧାରୀ ଙ୍କୁ ମାସିକ 500 ଟଙ୍କା ଲେଖାଏଁ ପ୍ରତି ଦୁଇ ମାସରେ 1000 ଟଙ୍କା ଲେଖାଏଁ ଭତ୍ତା ଦିଆଯିବ । ଓଡ଼ିଶାରେ ମଧ୍ୟ ଏହି ନିୟମ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେଣୁ ଯେଉଁମାନେ ଏହି କାର୍ଡ ପାଇଁ ପଞ୍ଜିକରଣ କରି ନାହାଁନ୍ତି ସେମାନେ ଜଲଦି ହିଁ ଏଥିରେ ନିଜ ନାମ ପଞ୍ଜିକରଣ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *