ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଗୁରୁ ମଧ୍ୟ କହିଥିଲୁ କି ମାନ୍ୟବର ମୂଖ୍ୟ ମନ୍ତ୍ରୀ ଘୋଷଣା କରିଥିଲେ କି ଯେଉଁ ମାନେ ବିଜୁପକ୍କାଘର ପାଇଥିଲେ ସେମାନଙ୍କୁ ମରାମତି ପାଇଁ 3000 ହଜାର ଏବଂ ପ୍ରଧାନ ମନ୍ତ୍ରୀ ଆବାଶ ଯୋଜନା ପାଇଁ 5000 ହଜାର ଯାଏ ମରାମତି ପାଇଁ ଖର୍ଚ୍ଚ ମିଳିବ ।
ତେବେ ଆପଣ ମାନଙ୍କ ମନ ରେ ନିହାତି ଭାବେ ପ୍ରଶ୍ନ ଥିବ କି ଆପଣ ମାନଙ୍କୁ ଏହି ମରାମତି ଖର୍ଚ୍ଚ କେବେ ମିଳିବ ବୋଲି ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ତେବେ ଆପଣ ମାନଙ୍କୁ ବନ୍ଧୁଗଣ ଜଣେଇ ଦେବୁ କି ଆଜି ଠାରୁ ବିଜୁପକ୍କାଘର ପାଇଥିଲେ ସେମାନଙ୍କୁ ମରାମତି ପାଇଁ 3000 ହଜାର ଏବଂ ପ୍ରଧାନ ମନ୍ତ୍ରୀ ଆବାଶ ଯୋଜନା ପାଇଁ 5000 ହଜାର ଯାଏ ମରାମତି ପାଇଁ ଖର୍ଚ୍ଚ ଦେବା ଆରମ୍ଭ କରିଛନ୍ତି ।
ଯେମିତି କି ଆପଣ ମାନେ ଦେଖିବା ପାଇଁ ପାଉଥିବେ କି କେମିତି ଭାବେ ମୂଖ୍ୟ ମନ୍ତ୍ରରୀ ସୂଚନା ଦେଇଛନ୍ତି କି ଟଙ୍କା ଦେବେ ଆମ ମୂଖ୍ୟ ମନ୍ତ୍ରୀ ପକ୍କାଘର ପାଇଥିବା ପ୍ରତ୍ୟୋକ ପରିବାର ପାଇଁ 3 ହଜାର ଲେଖାଏଁ ମରାମତି ସହାୟତା ତେବେ ଏହି ଘୋଷଣା ରେ 7 ଜାନୁଆରୀ 2022 କୁ ଏହି ସୁବିଧା ମିଳିବା ପାଇଁ ଯାଉଥିବା ବେଳେ ଆଜି ହେଲା 7 ଜାନୁଆରୀ ତେବେ ଆଜି ମାନ୍ୟବର ମୂଖ୍ୟ ମନ୍ତ୍ରୀ ବିଜୁପକ୍କାଘର ପାଇଥିଲେ ସେମାନଙ୍କୁ ମରାମତି ପାଇଁ 3000 ହଜାର ଏବଂ ପ୍ରଧାନ ମନ୍ତ୍ରୀ ଆବାଶ ଯୋଜନା ପାଇଁ 5000 ହଜାର ଯାଏ ମରାମତି ପାଇଁ ଖର୍ଚ୍ଚ ପଠେଇଛନ୍ତି ।
ଏହା ସହିତ ଯେଉଁ ମାନେ ନିର୍ମାଣ ସମୟ ରେ ପକ୍କାଘର ପାଇଛନ୍ତି ସେମାନଙ୍କୁ ବି ଏହି ସୁବିଧା ପ୍ରଦାନ ହୋଇଛି । ଏହା ପାଇଁ ଆମ ରାଜ୍ୟ ର 30 ଲକ୍ଷ ରୁ ଅଧିକ ପରିବାର ଉପକୃତ ହୋଇ ପାରିବେ । ତେବେ ବନ୍ଧୁଗଣ ଯଦି ଆପଣ ମାନେ ବିଯୁ ପକ୍କାଘର ପାଇଛନ୍ତି ତେବେ ଆପଣ ମାନେ ନିଜର ଏକାଉଣ୍ଟ କୁ ଚକ୍ କରନ୍ତୁ ପଇସା ଆସିଛି କି ନାହିଁ । ଯଦି ଆପଣ ମାନଙ୍କର ପଇସା ଆସିଛି ତେବେ ଆପଣ ମାନେ ନିଶ୍ଚିତ କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।