ଭଲ ପାଏ ବୋଲି କହି ଯୁବତୀଙ୍କଠୁ 20 ଲକ୍ଷ ଟଙ୍କା ଲୁଟିନେଲେ ଯୁବକ । ପୁରା ଘଟଣା ନିଶ୍ଟତ ଜାଣନ୍ତୁ।

love

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଟଙ୍କା ପାଇଁ ପ୍ରଥମେ ପ୍ରେମ ଆଉ ତା ପରେ ପ୍ରତାରଣା । ଏହି ଭଳି ଅନେକ ଘଟଣା ମାନ ଆମ ଦେଶରେ ଦେଖିବା ପାଇଁ ମିଳୁଛି । କିନ୍ତୁ ଡେଟିଂ ସାଇଟ ରେ ଚିହ୍ନା ହୋଇଥିବା ଯୁବକ ଙ୍କ ପାଇଁ ଜଣେ ମହିଳା ଆମେରିକା ପଳେଇ ଆସିବା ଏବଂ ସେଠାରେ ପ୍ରତାରଣା ର ଶୀକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣା ରେ ଯୁବକ ଜଣଙ୍କ ମହିଳା ଙ୍କ ଠାରୁ ପ୍ରାୟ 20 ଲକ୍ଷ ଟଙ୍କା ଠକେଇ ନେଇଥିବାର ଦେଖିବା ପାଇଁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଇଂଲଣ୍ଡର ରୁଥ ଟନିକଲିଫ୍ ଅନଲାଇନ ଡେଟିଂ ଆପ୍ ମାଧ୍ୟମ ରେ ପିଟର ନାମର ଜଣେ ଆମେରେକିୟ ଯୁବକ ଙ୍କ ସହିତ ବନ୍ଧୁତା ସ୍ଥାପନା କରିଥିଲେ । ଧିରେ ଧିରେ ଏମାନଙ୍କ ସଂମ୍ପର୍କ ବଢି ନିବିଡ ପ୍ରେମ ସଂମ୍ପର୍ଣ୍ଣ ଆଡକୁ ଗତି କରିଥିଲା ।

love

ପିଟର ଙ୍କ ପ୍ରେମ ରେ ଉବୁଡବୁ ହୋଇ ମହିଳା ଜଣଙ୍କ ଆମେରିକା ପଳେଇ ଆସିଥିଲେ । ସେଠାରେ ପିଟର ତାଙ୍କୁ ଭାବ ସ୍ୱାଗତ ଜଣେଇବା ସହିତ ଘର ଲୋକଙ୍କ ସହିତ ମହିଳା ଙ୍କୁ ଦେଖାକରେଇ ଥିଲେ । ଏହି ପରି ଭାବେ ମହିଳା ଙ୍କ ମନରେ ବିଶ୍ୱାସ ଜନ୍ମେଇବା ସହିତ ଧିରେ ଧିରେ ଯୁବକ ଜଣଙ୍କ ବିଭିନ୍ନ ପ୍ରକାରର ବାହାନା କରି ତାଙ୍କ ଠାରୁ ଟଙ୍କା ଲୁଟିବା ଆରମ୍ଭ କରିଥିଲେ ।

ଏମିତି କରି ପିଟର ତାଙ୍କ ଠାରୁ ପ୍ରାୟ 20 ଲକ୍ଷ ଟଙ୍କା ଲୁଟେଇ ନେଇ ଥିଲେ । ଏବଂ ପରେ ପିଟର ତାଙ୍କୁ ଏକା ଛାଡି ପଳେଇ ଥିଲେ । ଏପରି କି ହୋଟେଲ ଚଙ୍କା ବି ପୈଠ କରିବା ପାଇଁ ରୁଥ ଙ୍କ ପାଖରେ ଟଙ୍କା ନଥିଲା ହେଲେ ଏହି ମଧ୍ୟରେ ସେ ହାରି ଜାଇ ନଥିଲା ବରଂ ରୁଥ ପୋଲିସ ର ସାହାଯ୍ୟ ନେଇ ଥିଲେ । ସେଠାକାର ପ୍ରଶାସନ ରୁଥଙ୍କୁ ସୁରକ୍ଷିତ ଇଂଲଣ୍ଡରେ ପହଞ୍ଚାଇବା ସହ ଅଭିଯୁକ୍ତ ପିଟରକୁ ଗିରଫ କରିଥିଲା।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *