ପ୍ରେମି ଯୁଗଳ ମାନଙ୍କୁ ନେଇ କୋର୍ଟ ଙ୍କ ଐତିହାସିକ ନିସ୍ପତି । ନିର୍ବନ୍ଧ ପରେ ଯୁବତୀ ଙ୍କୁ ପଠେଇ ପାରିବେ ଅଶିଳ୍ଲ ମେସେଜ୍ ଜାଣନ୍ତୁ ସଂମ୍ପର୍ଣ୍ଣ ଖବର ।

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିର୍ବନ୍ଧ ପରେ ଯୁବତୀ ଙ୍କୁ ଅଶିଳ୍ପ ପଠେଇ ପାରିବେ ଯୁବକ । ଏହି ଭଳି ନିସ୍ପତି ସୁଣେଇବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ କରିବା ପାଇଁ କଥା ଦେଇ ରେପ୍ କରିଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଥିଲେ । ଏହାର ସୁଣାଣି କରିବାକୁ ଜାଇ ମାନ୍ୟବର କୋର୍ଟ ଯୁବକ ଙ୍କୁ ଖୋଲାସ କରିବା ସହିତ ନିର୍ବନ୍ଧ ପରେ ଏଭଳି ମେସେଜ୍ ଏବଂ ଭାବନାର ଆଦାନ ପ୍ରଦାନ ହେବା ଦ୍ୱାରା ଜଣେ ଅନ୍ୟଜଣଙ୍କୁ ବୁଝିବାରେ ସକ୍ଷମ ହେବେ ବୋଲି କୋର୍ଟ କହିଛି।

ମିଳିଥିବା ସୂଚନା ଅନୁସାରେ 2007 ମସିହା ରେ ଏହି ଯୁବକ ଏବଂ ଯୁବତୀ ଙ୍କର ମେଟ୍ରିମୋନିଆଲ ସାଇଟ ରେ ଦେଖା ହୋଇଥିଲା । ଏଭଂ ପରେ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା । ଯୁବକ ଜଣଙ୍କ ବିବାହର ପ୍ରତିଶୃତି ଦେଇଥିଲେ । ଏପରିକି ଯୁବକ ଜଣଙ୍କ ବିବାହ କରିବା ପାଇଁ ଏକ ଆର୍ଯ୍ୟ ସମାଜ ମନ୍ଦିର କୁ ମଙ୍ଗଳ ସୂତ୍ର ନେଇ ଜାଇଥିଲେ । କିନ୍ତୁ ତାଙ୍କ ମାଆ ଏହି ବିବାହ ରେ ରାଜି ନହେବାରୁ ବିବାହ ପୂର୍ବରୁ ଯୁବକ ସହିତ ଯୁବତୀ ଜଣଙ୍କ ସମସ୍ତ ସଂମ୍ପର୍କ ଛିହ୍ନ କରିଥିଲେ ।

loves

ଏହା ପରେ ଯୁବତୀ ଜଣଙ୍କ 2010 ମସିହା ରେ ଯୁବକ ନାମରେ ଥାନା ରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ର ସୁଣାଣି କରିବାକୁ ଜାଇ କୋର୍ଟ ନିଜର ରାୟରେ କହିଛନ୍ତି ଯେ ବିବାହ ପାଇଁ ନିସ୍ପତି ନେଇ ମନାକରିବା ବା ଧୋକା ଦେବାକୁ ଦୂଷ୍କର୍ମ କୁହାଜାଇ ପାରିବ ନାହିଁ ।

ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପତି ଙ୍କ ସହିତ ନିର୍ବନ୍ଧ ପରେ ନିଜର ଭାବି ସ୍ତ୍ରୀ ସହିତ ସେକ୍ସ ଉଦ୍ଧିପନା କରିପାରିବ । ଏହାକୁ ସେମାନଙ୍କୁ କେମିତି ନେବାକୁ ହେବ ତାହା ସଂମୃକ୍ତ ଯୋଡି ଉପରେ ହିଁ ନିର୍ଭର କରେ । ଏବେ ଏହି ଅଭିଯୋଗ ରେ ଯୁବତୀ ଜଣଙ୍କ ନିର୍ଦ୍ଧୋସ ରେ ଖୋଲାସ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *