ଏମିତି ବନାନ୍ତୁ ବିଜୁ ସ୍ୱସ୍ତ୍ୟ କାର୍ଡ – ମିଳିବ 7 ଲକ୍ଷ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟ ରେ ଜାଣିଥିବେ ଏମିତି କି ଆପଣ ମାନଙ୍କ ପାଖରେ ଏମିତି କାର୍ଡ ମଧ୍ୟ ଥାଇ ପାରେ କିନ୍ତୁ ଆପଣ ମାନେ ଜାଣନ୍ତି କି ଏହି କାର୍ଡ ବର୍ତମାନ ସମୟ ରେ ସବୁ ଜିଲ୍ଲା ମାନଙ୍କରେ ମିଳିବା ଆରମ୍ଭ ହୋଇଗଲାଣୀ । ଏବଂ ଏହି କାର୍ଡ ରେ କଣ ମାଗଣା ରେ ଆପଣ ମାନଙ୍କ ଚିକିତ୍ସା ମିଳେ ।

ହେଲେ ଆଜି ଆମେ ଜାଣିବା ଏହି କାର୍ଡ ରେ ଆପଣ ମାନେ ଅଲଗା ମେମ୍ବର କେମିତି ଏଡ୍ କରିପାରିବେ । ଧରାଯାଉ ଆପଣ ମାନଙ୍କ ରାସନ କାର୍ଡ ରେ ଦୁଇଜଣ ମେମ୍ବର ରହିଛନ୍ତି । ହେଲେ ଆପଣ ମାନଙ୍କ ପିଲା ପିଲି ବା ବୁଢା ବୁଢି ମାନେ ରହିଜାଇଛନ୍ତି ସେମାନଙ୍କ ନାମ ପଡିନି ତେବେ କେମିତି ଏଡ କରିବେ ।

Biju health card

ତେବେ ଏହା ପାଇଁ ଆପଣ ମାନଙ୍କୁ ନିଜର ବ୍ରାଉଜର ରେ ODISHA ONE ଲେଖି ସର୍ଚ୍ଚ କରିବାକୁ ହେବ ଏହା ପରେ odishaone.gov.in ଆସିବ ତେବେ ଏବେ ଆପଣ ମାନେ ସେହି ୱେବସାଇଟ ରେ ମୋ ସେବା କେନ୍ଦ୍ର ତାଲିକା ଦେଖି ପାରିବେ ।

ଏହାରି ଉପରେ କ୍ଲିକ୍ କରିବା ପରେ ପ୍ରଥମେ ଡିଷ୍ଟିକ୍ , ପରେ ନିଜର ବ୍ଲକ୍ , ଏହା ପରେ ନିଜର ଗ୍ରାମ ପଞ୍ଚାୟତ ଦେବେ । ଏବଂ ପରେ ସର୍ଚ୍ଚ ରେ କ୍ଲିକ୍ କରିବେ ଏହା ପରେ ଆପଣ ମାନେ ସେଠାରେ ନିଜର ଗ୍ରାମପଞ୍ଚାୟତ ର PDF ଡାଉନଲୋର୍ଡ କରିପାରିବେ ।

ଏହା ସହିତ ଆପଣ ମାନଙ୍କୁ ସେଠାରେ ନିଜର ପାଖା ପାଖି ଏରିଆରେ ମୋ ସେବା କେନ୍ଦ୍ର କେଉଁଠାରେ ରହିଛି ସଂମ୍ପର୍ଣ୍ଣ ବିବରଣି ପାଇପାରିବେ । ଜାହା ପରେ ସେଠାରେ ଆପଣ ମାନଙ୍କର ଏହି କାର୍ଡ ରେ ଅନ୍ୟ ଜଣଙ୍କ ନାମ ବି ଏଡ୍ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *