କାଳିଆ ଯୋଜନା ପଇସା ଆସୁନଥିଲେ କରି ଦିଅନ୍ତୁ ଏହି କାମ । ପଇସା ନିଶ୍ଚୟ ଆସିବ

kalia y.

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କାଳିଆ ଯୋଜନା ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ ହେଲେ ଏହି ଯୋଜନା ରେ ପଇସା ଆସିବାକୁ ହେଲେ କିଛି ରହିଛି ଜାହାକୁ ଆପଣ ମାନଙ୍କୁ ଡିସେମ୍ବର 4 ତାରିଖ ପୂର୍ବରୁ କରେଇ ନେବାକୁ ପଡିବ । ଯଦି କରେଇ ନେଉଛନ୍ତି ତେବେ ଆପଣ ମାନଙ୍କର ଅଟକି ରହିଥିବା ପଇସା ଏବଂ ପୂର୍ବରୁ ଯଦି ପଇସା ମିଳିନାହିଁ ତେବେ ନିଶ୍ଚିତ ଭାବେ ମିଳିବ ।

ତେବେ ଏହିଥି ପାଇଁ ଆପଣ ମାନେ ଦେଖନ୍ତୁ କାଳିଆ ଯୋଜନା ର ଯେଉଁ ୱେବସାଇଟ ଟି ରହିଛି । kalia.odisha.gov.in ରେ ଯିବାକୁ ପଡିବ ପରେ ଆପଣ ମାନେ OnlineGrievance ଦେଖିବା ପାଇଁ ପାଇବେ ଯେଉଁଠାରେ ଆପଣ ମାନଙ୍କୁ ଲେଖା ସୋ କରିବ କି ଏହା 4.12.2021 ରେ ବନ୍ଧ ହୋଇଯିବ । ଏହା ପରେ ଚାହିଁଲେ ବି ମଧ୍ୟ ଆପଣ ମାନେ କରିପାରିବେ ନାହିଁ । ଏହା ପୂର୍ବରୁ ଆପଣ ମାନଙ୍କର କୈଣସି ଅସୁବିଧା ରହିଥିଲେ ଆପଣ ମାନେ ନିଶ୍ଚିତ ଭାବେ କରିପାରିବେ ।

kalia yojana

ତେବେ ଆପଣ ମାନଙ୍କର କିଛି ବି ସେମିତି ଅସୁବିଧା ରହିଥିଲେ ଆପଣ ମାନେ 1. Filing a grievance 2. New Application ଫର୍ମ ଫିଲପ୍ କରିପାରିବେ । ଏହିଥିରେ କରିବା ପାଇଁ ଆପଣ ମାନଙ୍କୁ Photocopy of Passbook ଦରକାର ପଡିବ । ତେବେ ଏହା ସହିତ ଆପଣ ମାନଙ୍କର ଏଡିସନାଲ ଡକ୍ୟୁମେଣ୍ଟ କଣ ଯଦି ଆପଣ ମାନେ ସ୍ମଲ ଏବଂ ମାର୍ଜନାଲ ଫାର୍ମାର ଅଟନ୍ତି Photocopy of Land Record

3. For a Landless Laborer ଏହା ସହିତ ଲେବର ମାନଙ୍କ ପାଇଁ ବି ଏଠାରେ ଜରୁରୀ ପଡିବ । ହେଲେ ଆପଣ ମାନେ ଏଠାରେ ଭୂମିହୀନ ହୋଇଥିଲେ ଆପଣ ମାନଙ୍କୁ MGNREGA Card ଜରୁରୀ ପଡିବ । ତେବେ ଏହି ସବୁ ମଧ୍ୟରୁ ଆପଣ ମାନଙ୍କର କୈଣସି ପ୍ରକାରର ଅସୁବିଧା ରହିଥିଲେ ଆପଣ ମାନେ ନିଶ୍ଚିତ ଭାବେ ସଂଶୋଧନ କରେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *