ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ – ହେଲେ କରିବାକୁ ପଡିବ ଏହି କାମ

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ କେନ୍ଦ୍ର ଭୁବନେଶ୍ୱର କିଛି ନୂଆ ଆପଡେଟ ଜଣେଇଛନ୍ତି ଜାହାକି ବାତ୍ୟା ଜୱାଦ ର ବିପଦ ଟଳିଥିଲେ ମଧ୍ୟ ଆଜିବି ରାଜ୍ୟର କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହିତ ଦୁଇ ଦିନ ବର୍ଷା ମଧ୍ୟରେ ଚାଷୀ ମାନଙ୍କୁ ବହୁତ କିଛି କ୍ଷେତି ହୋଇଥିବାରୁ । ଜାହା ସୂଚନା ମୁତାବକ ବହୁତ ଜଲ୍ଦି ଏହି କ୍ଷେୟ କ୍ଷେତି ର ହିସାବ ହେବ ଏବଂ ସେମାନଙ୍କୁ ମଧ୍ୟ କ୍ଷେତି ପୂରଣ ମିଳିବା ପାଇଁ ଯାଉଛି ।

ଆସନ୍ତୁ ସଂମ୍ପର୍ଣ୍ଣ ଖବର ଉପରେ ନଜର ପକେଇବା । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲା ମାନଙ୍କୁ ବର୍ଷାର ସୂଚନା ଦିଆଜାଇଛି । ଜାହାକି ସେହି ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ , ଖୋର୍ଦ୍ଧା , କଟକ, ଜଗତସିହଂପୁର , କେନ୍ଦ୍ରାପଡା , ଜାଜପୁର , ଭଦ୍ରକ , ବାଲେଶ୍ୱର , ଏବଂ ମୟୁଭଞୀ ଜିଲ୍ଲା ରେ ହାଲ୍କା କୁ ମଧ୍ୟମ ଧରଣ ର ବର୍ଷା ନେଇ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

rains

ସେହିପରି ଗଞାମ , ନୟାଗଡ , କେଉଁଝର , ଅନୁଗୁଳ , ଏବଂ ଢେଙ୍କାନାଳ ପାଇଁ କିଛି ସ୍ଥାନରେ ବର୍ଷାର ସୂଚନା ରହିଛି । ଏହା ସହିତ ଗତକାଲି ପାରାଦ୍ୱୀପ ରେ 3 ଘଣ୍ଟା ମଧ୍ୟରେ 56 ମିମି ବର୍ଷା ରେକର୍ଡ ହୋଇଛି । ତେବେ ଏହି ବାତ୍ୟା ର ପ୍ରଭାବ ଆହୁରୀ 12 ଘଣ୍ଟା ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଏହି ବର୍ଷା ଦକ୍ଷିଣ ରୁ ଜାଇ ଉତ୍ତର ଓଡିଶା ରେ କମିବ । ତେବେ ଦକ୍ଷିଣ ଓଡିଶା ର ଉପକୂଳ ଜିଲ୍ଲା ରେ 6 ଘଣ୍ଟା ଯାଏ ବର୍ଷା ହେବ ଏହା ସହିତ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ କହିଛନ୍ତି । ଘୂର୍ଣ୍ଣିଂବଳୟ ଶେଷ ହେବା ପରେ ଏକ ମାସ ମଧ୍ୟରେ ଜୱାଦ ଦ୍ୱାରା ହୋଇଥିବା ଫସଳ କ୍ଷେୟ କ୍ଷେତିର ଆକଳନ ହେବ ଏବଂ ଏହାର କ୍ଷେତି ପୂରଣ ମଧ୍ୟ ଭରଣ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *