ବଡ ଖବର – ଏତିକି ବେଗରେ ବହିବ ପବନ । ପାଣିପାଗ ବିଭାଗ ଦେଲା ସୁଚନା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଭୟଙ୍କର ବାତ୍ୟା ଚାଷୀ ମାନଙ୍କୁ ସତର୍କ ସୂଚନା 11 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ତେବେ 3 ତାରିଖ ଠାରୁ ପ୍ରବଳ ରୁ ପ୍ରବଳ ବର୍ଷା ସମ୍ଭାବନା । ତେବେ ଆସନ୍ତୁ ନଜର ପକେଇବା ଏବେ ଏବେ ପାଣିପାଗ ବିଭାଗ ସଂମ୍ପର୍ଣ୍ଣ ରିପୋର୍ଟ ଜାରି କରିଛନ୍ତି । ଜାହା ଏହି ବାତ୍ୟା ଜୱାଦ୍ ଓଡିଶାରୁ ଜାଇ ସାରିଥିବା ବାତ୍ୟା ଗୁଲାବ ଠାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ଆଣ୍ଡାମାନ ସଗର ରେ କେନ୍ଦ୍ରିଭୂତ ଲଘୁଚାପ ଆହୁରୀ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଡିଫରେସନ ର ରୂପ ନେବ । ତେବେ ଉତ୍ତର ଆନ୍ଧ୍ର ଉପକୂଳ ରେ ପହଁଚିବ । 3 ତାରିଖ ରେ ପ୍ରବଳ ବର୍ଷା ତେବେ ପୁରୀ , ଗଜପତି , ଜଗତସିହଂ ପୁର , ଓ ଗଞାମ ଏହି ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହିତ 11 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଚାଷୀ ମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।

storm

ତେବେ ଏହି ବାତ୍ୟା ଫଳରେ ପାହାଡିଆ ଆଞ୍ଚଳ ରେ ଭୂସ୍ମଳନ ସମ୍ଭାବନା ରହିଛି । 50 ରୁ 60 କିଲୋମିଟର ବେଗରେ ପବନ ବହିବ । 2 ତାରିଖ ରୁ ସମୁଦ୍ର କୁ ଯିବାକୁ ବାରଣ ରହିଛି । ତେବେ ପବନ ର ଝଟ୍କା 100 ରୁ 110 କିଲୋମିଟର ବହିବାର ସମ୍ଭାବନା ରହିଛି । ତେବେ ସମୁଦ୍ର ଅତ୍ୟାଧିକ ଅଶାନ୍ତ ରହିବା ସହିତ ସମୁଦ୍ର ଉପକୂଳ ଉପରେ 3 ଡିସେମ୍ବର ଠାରୁ ପ୍ରଭାବ ଦେଖାଦେବ ।

ତେବେ ଏହି ବାତ୍ୟା କୁ ଦୃଷ୍ଟି ରେ ରଖି ଉଚ୍ଛ ସ୍ଥରିୟ ବୈଠକ ବସିଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏହିଥିରେ ନିର୍ଦ୍ଧେଶ ଦିଆଜାଇଛି । ତେବେ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ସୁବିଧା ଦେଖି ସ୍ଥାନାନ୍ତରଣ କରାଯିବ । ଏହା ସହିତ ବାତ୍ୟା ପାଇଁ 11 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ପୁରୀ , ଗଜପତି , ଜଗତସିହଂ ପୁର , ଓ ଗଞାମ , ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା , ବାଲେଶ୍ୱର , ନୟାଗଡ , ଏବଂ ଜାଜପୁର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *