ଏହି (୫ଟି ନାମର ଝିଅ ) ଗଙ୍ଗା ଭଳି ପବିତ୍ର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦୁନିଆଁ ରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ । କାହିଁକି ନା ଗୋଟିଏ ଝିଅ ମନରେ କେତେ ବେଳେ କଣ ଚାଲିଥାଏ ତାହା କହିବା ସମ୍ଭବ ପର ହୋଇନଥାଏ । ସେମିତି ରେ ଆପଣ ମାନେ ଗୋଟିଏ କଥା ସୁଣିଥିବେ କି ଯେତେ ବେଳେ ଭଗବାନ ନାରୀ ଙ୍କୁ ବୁଝି ପାରିଲେ ନାହିଁ ତାହାଲେ ସାମାନ୍ୟ ମଣିଷ କେମିତି ବୁଝି ପାରିବ । ପ୍ରକୃତ ରେ କଥା ହେଲା କି ଝିଅ ମାନଙ୍କର ବ୍ୟବହାର କିଛି ଅଲଗା ହୋଇ ଥାଏ ସେମାନଙ୍କୁ ବୁଝିବା ହିଁ ଅସମ୍ଭବ ହୋଇ ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆମେ ସେହି ନାରୀ ମାନଙ୍କ ବିଷୟ ରେ କହିବୁ ଏମିତି କିଛି ନାମର ନାରୀ ମାନଙ୍କ ବିଷୟ ରେ ଯେଉଁ ମାନେ ଗଙ୍ଗା ଭଳି ପବିତ୍ର ହୋଇ ଥାନ୍ତି ।

ପ୍ରଥମେ ରହିଛନ୍ତି B ନାମ ଥିବା ଝିଅ ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ସଂମ୍ପର୍କ କୁ ବାନ୍ଧି ରଖିବା ରେ ସମର୍ଥନ ହୋଇ ଥାନ୍ତି । ଏହି ଝିଅ ମାନେ ପ୍ରତ୍ଯେକ ମଣିଷ ର ଭାବନା କୁ ବହୁତ ଭଲ ଭାବେ ବୁଝି ପାରନ୍ତି । ଏମାନେ କେବେ କାହାକୁ ଦୁଖଃ ଦିଅନ୍ତି ନାହିଁ । ହୋଇ ପାରେ ସେମାନେ ଛୋଟ ହୁଅନ୍ତୁୁ ବା ବଡ ହୁଅନ୍ତୁ ।

girls

ଏହା ପରେ ରହିଛି N ନାମ ଥିବା ଝିଅ ମାନେ ଯେଉଁ ଝିଅ ମାନଙ୍କର ନାମ N ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ହୋଇ ଥାଏ । ଏମାନେ ବହୁତ ଲାଜକୂଳା ବି ହୋଇ ଥାନ୍ତି ହେଲେ ସେମାନେ ନିଜର ପରିବାର ମାନ ସମ୍ମାନ କୁ ବହୁତ ଜଗି ଥାନ୍ତି ।

ଏହା ପରେ P ନାମ ଥିବା ଝିଅ ମାନେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇ ଥାଏ । ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇ ଥାଏ । ଏହି ନାମ ଥିବା ଝିଅ ମାନେ ବହୁତ ଜୋର ରେ କଥା କହିବା ପାଇଁ ପସନ୍ଦ କରନ୍ତି ।

girls

ଏହା ପରେ ରହିଛି S ନାମ ଥିବା ଝିଅ ଏହି ନାମର ଝିଅ ମାନେ ବି ବହୁତ ଶାନ୍ତସ୍ୱଭାବ ର ହୋଇଥାନ୍ତି । ଏମାନେ ନିଜର ଜିବନ ସାଥି ଙ୍କ ବହୁତ ବିଶ୍ୱସ୍ଥ ହୋଇ ଥାନ୍ତି । ଏମାନେ କୈଣସି ବି ପରିସ୍ଥିତି ରେ ନିଜର ଜିବନ ସାଥି ଙ୍କ ସାଥି ଛାଡନ୍ତି ନାହିଁ । ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇ ଥାଏ ।

ଏବଂ ଶେଷ ରେ ରହିଛି M ନାମରୁ ଆରମ୍ଭ ହୋଇ ଥିବା ଝିଅ ମାନେ ଏମାନେ ବହୁତ ତେଜ୍ୱ ସ୍ୱଭାବ ର ହୋଇ ଥାନ୍ତି । ଏମାନେ ନିଜ ପରିବାର ଏବଂ ଜିବନ ସାଥି ଙ୍କ ଧ୍ୟନ ବହୁତ ଭଲ ଭାବେ ରଖି ଥାନ୍ତି । ଏମାନେ କେବେ ଭୁଲ କାମ କରି ନ ଥାନ୍ତି ଯେଉଁଥି ପାଇଁ ପସ୍ତେଇବା ପାଇଁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *