ଅଜବ ପ୍ରେମ କାହାଣୀ ଦୁଇ ଛୁଆର ମାଆ କୁ ଭଲ ପାଇ ବସିଲା ନାବାଳକ । ଘର ଲୋକଙ୍କ ବିରୋଧ ରେ ଥାନା ରେ ପହଁଚିଗଲେ ।

love

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ କେବେ କେତେ ବେଳେ କାହାକୁ ପ୍ରେମ ହୋଇଯିବ ତାହା ଜାଣିବା ବହୁତ କଷ୍ଟ କର ଅଟେ । ପ୍ରେମ କେତେ ବେଳେ କାହାର ଜିବନ ମଧ୍ୟ ନେଇଜାଉଛି । ପ୍ରେମ ପାଗଳାମୀ ରେ ଆଜିର ଯୁବପୀଢି ମାନେ ନିଜର ହିତାହିତ ଜ୍ଞ୍ୟନ କୁ ଭୁଲିଜାଇଛନ୍ତି । ତେବେ ଏଠାରେ ଆମେ ଯେଉଁ ପ୍ରେମ କାହାଣୀ ବିଷୟ ରେ ଏଠାରେ କହୁଛୁ ସେଥିରେ ଦୁଇ ଛୁଆର ମାଆ ହୋଇଥିବା ମହିଳାଙ୍କୁ ଭଲ ପାଇ ବସିଲା ନାବାଳକ।

ଉତ୍ତର ପ୍ରଦେଶର ଭଦୋହି ଜିଲ୍ଲାର ସୁରିୟାଁ ଥାନା ଅନ୍ତର୍ଗତ ଏକ ଗାଁରେ ଲଜ୍ୟାଜନକ ଏହି ଘଟଣା ଘଟିଛି । ପ୍ରେମ ରେ ପାଗଳ ହୋଇ ଜଣେ ନାବାଳକ ସଂମ୍ପର୍ଣ୍ଣ ହିତାହିତ ଜ୍ଞ୍ୟନ ଭୁଲିଜାଇଛନ୍ତି । ସୂଚନା ଅନୁସାରେ ନାବାଳକ ଦୁଇ ପିଲା ର ମାଆ ଙ୍କୁ ଭଲ ପାଇ ବସିଥିଲେ ମହିଳା ଜଣଙ୍କ ନିଜର ପତି ଙ୍କୁ ଛାଡି ଏହି ନାବାଳକ ପ୍ରେମ ରେ ପଡିଥିଲେ ।

lo

ଏହି କଥା ନାବାଳକ ଜଣଙ୍କ ଘରେ କହିବା ପରେ ଘର ଲୋକ ମାନେ ପ୍ରତିବାଦ କରିବା ପରେ ନାବାଳକ ଜଣଙ୍କ ମାନି ନଥିଲେ ପରେ ଘର ଲୋକ ଙ୍କ ଠୁ ମାଡ ଖାଇବା ପରେ ନାବାଳକ ଜଣଙ୍କ ରାଗ ତମ ତମ ହୋଇ ସିଧା ଥାନା ରେ ପହଁଚିଥିଲେ । ଯେତେ ବେଳେ ପୋଲିସ ଅଧିକାରୀ ମାନେ ସେହି ନାବାଳକ ର କଥା ସୁଣିଲେ ତେବେ ମୁଣ୍ଡ ରେ ହାତ ଦେଲେ ।

ପୋଲିସ ପୁଅ ର ବୟସ ପଚାରିବା ପରେ ନାବାଳକ ବୋଲି ଜଣା ପଡିଥିଲା । ଶେଷରେ ପୋଲିସ ସେମାନଙ୍କୁ କୌଣସି ସହଯୋଗ କରି ପାରିବ ନାହିଁ ଏବଂ ନାବାଳକ କୁ ବିବାହ କଲେ ମହିଳାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ ବୋଲି ମହିଳାଙ୍କୁ ସତର୍କ କରାଇ ଦେଇଥିଲା।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *