ବହୁତ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ସୋମାଲିନ ପରିଡା । ଏହି ତାରିଖରେ ହେବ ବାହାଘର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 21 ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଓଲିଉଡ ର ଏକ୍ଟର ସୋମାଲିନ ପରିଡା । ତେବେ ବନ୍ଧୁଗଣ ଏହି ବଷୟରେ ସମ୍ପୂର୍ଣ୍ଣ ଭାବେ ଜାଣିବା ପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ଭାବେ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗୋଟିଏ ରିୟାଲିଟି ଶୋ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରି କରିଥିଲେ ସୋମାଲିନ ପରିଡା ।

Somalin Parida

ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସେ ବହୁତ ସାରା ଆଲବମ ରେ ଅଭିନୟ କରି ସାରିଛନ୍ତି ଆଉ ସେ କିଛି ରେ ସେ ଅଭିନୟ କରିଛନ୍ତି, ତାହାଲେ ଆଗାମୀ ଦିନ ମାନଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ସୋମାଲିନ । ତେବେ ବିଷିଦ୍ଧ୍ ନାୟକ ଙ୍କୁ ଭଲ ପାଇ ବିବାହ କରିବା ପାଇଁ ଯାଉଛନ୍ତି ସୋମାଲିନ ପରିଡା ତେବେ ଆସନ୍ତା ଡିସେମ୍ବର 21 ତାରିଖରେ ତାଙ୍କର ବାହାଘର ହେବା ପାଇଁ ଯାଉଛି ।

ବିଷିଦ୍ଧ୍ ନାୟକ ହେଉଛନ୍ତି ଜଣେ ଇଞ୍ଜିନୟର ଆଉ ସେ ଜାଜପୁର ଜିଲ୍ଲାରେ ରୁହନ୍ତି ହେଲେ ସେ ଏବେ ଭୁବେନଶ୍ୱର ରେ ରହୁଛନ୍ତି ଆଉ ଭୁବେନଶ୍ୱର ରେ ହିଁ ଚାକିରୀ କରିଛନ୍ତି କିନ୍ତୁ ତାଙ୍କ ପରିବାର ରହିଛନ୍ତି ଜାଜପୁର ରେ । ତାହାଲେ ତାଙ୍କ ପରିବାରରେ ତାଙ୍କ ବାପା ଓ ମା ରୁହନ୍ତି ଆଉ ଏହା ଛଡ଼ା ତାଙ୍କର ଗୋଟିଏ ଭଉଣୀ ଅଚନ୍ତି ଯିଏକି ଗତ ଦିନ ମାନଙ୍କର ବିବାହ କରି ସାରିଛନ୍ତି ।

Somalin

ତେବେ ଆସନ୍ତା ଡିସେମ୍ବର 21 ତାରିଖ ଦିନ ସୋମାଲିନ ପରିଡା ଙ୍କ ବାହାଘର ହେବା ପାଇଁ ଯାଉଛି ତାହାଲେ ଆପମ ମାନେ ଜାଣିଥିବେ କି ଗତ କିଛି ଦନ ପୂର୍ବେ ସୋମାଲିନ ଙ୍କର ବଡ଼ ଭଉଣୀ ଜାକ୍‌ଲିନ ଙ୍କର ବାହାଘର ହୋଇଥିଲା ଆଉ ଏଥିରେ ସୋମାଲିନ ଙ୍କୁ ଆପଣ ମାନେ ଦେଖିବାକୁ ପାଇଥିବେ ତ ବର୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଆକଟିଭ ସୋମାଲିନ ପରିଡା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *