ପୁଣି ପକୃତିଙ୍କ ଅଉ ଏକ ହଟ ଡ୍ୟାନ୍ସ ଭାଇରାଲ – ଟପ୍ସ ଖୋଲି ଷ୍ଟେଜରେ ନାଚିଲେ । ଦେଖନ୍ତୁ ଭିଡିଓ

pakr2

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତ ଜାଣିଥିବେ ଯିଏକି ନିଜର ଦମଦାର ଅଭିନୟ ବଳରେ ଲୋକମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରକୃତି ମିଶ୍ର ବହୁତ ଗୁଡ଼ିଏ ଚଳଚିତ୍ର କରିଛନ୍ତି ଓ ତାଙ୍କର ସମସ୍ତ ଚଳଚିତ୍ର ହିଟ୍ ମଧ୍ୟ ହୋଇଛି ।

ପ୍ରକୃତି ମିଶ୍ର ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ପ୍ରକୃତି ମିଶ୍ର ନିଜର ଷ୍ଟାଇଲ ଓ ଲୋକ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ପ୍ରକୃତି ମିଶ୍ର ଏବେ ଓଲିଉଡ ରୁ ବଲିଉଡ କୁ ମଧ୍ୟ ଯାତ୍ରା କରିଛନ୍ତି । ସେ ନିଜର ଫୋଟ ଓ ସଟ୍ ଭିଡିଓ ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ସେୟାର କରନ୍ତି ଓ ଲୋକମାନେ ମଧ୍ୟ ତାଙ୍କର ଫୋଟ , ଭିଡିଓ କୁ ବହୁତ ପସନ୍ଦ କରନ୍ତି ।

ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଜୋର୍ ସୋର୍ ଭାଇରାଲ ହେବାରେ ଲାଗିଛି ଓ ଏହା ଇଣ୍ଟରନେଟରେ ନିଆଁ ଲଗାଇଛି। ଆଜି ଆମେ ସେହି ଭିଡିଓ ବିଷୟରେ ଜଣେଇବୁ , ପ୍ରକୃତି ମିଶ୍ର ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲୋକପ୍ରିୟ ପଞାବି ଗୀତ ରେ ହଟ୍ ଆଣ୍ଡ ସିଜ୍ଲିଙ୍ଗ୍ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ସେହି ଭିଡିଓରେ ତାଙ୍କ ସହ କୋରିଓଗ୍ରାଫର୍ ଅରୁନ୍ଧତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଲେଖିଛନ୍ତି ଯେ , “ଏହି ଶୀତକୁ ଅଧିକ ଉପଯୋଗ କରିବା। ମୋର ଏବଂ ଆମର ନିଜସ୍ୱ ଏକ ଚମତ୍କାର ପ୍ରଦର୍ଶନ।” । ଏହି ଭିଡିଓରେ ପ୍ରକୃତି ମିଶ୍ର ଓ କୋରିଓଗ୍ରାଫର୍ ଅରୁନ୍ଧତି ଙ୍କୁ ବହୁତ ହଟ୍ ଆଣ୍ଡ ଗ୍ଲାମରସ୍ ଦେଖାଯାଉଛନ୍ତି ।

ଦେଖନ୍ତୁ ଭିଡିଓ

 

View this post on Instagram

 

A post shared by prakrutimishra (@prakrutimishra)

ଏହି ହିଟ୍ ସଙ୍ଗରେ ଅଭିନେତ୍ରୀ ଟପ ଲେସ ହୋଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ପ୍ରକୃତି ମିଶ୍ର ଡ୍ରେସ ଫ୍ୟାଣ୍ଟାସୀ ଫ୍ୟାଶନ୍ ଦ୍ୱାରା ଡିଜାଇନ୍ ହୋଇଛି । ପ୍ରକୃତି ମିଶ୍ର ଡାନ୍ସ କରିଥିବା ସେହି ଭିଡିଓ କୁ ଅରୁନ୍ଧତୀ ଗଡନାୟକ କୋରିଓଗ୍ରାଫ୍ କରିଛନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ ସେୟାର ହେବାର କିଛି ସମୟ ପରେ ଜୋର ସୋର ଭାଇରାଲ ହୋଇଥିଲା । ପ୍ରକୃତି ମିଶ୍ର ଙ୍କ ଏହି ଭିଡିଓକୁ ୬୦,୦୦୦ ରୁ ଅଧିକ ନେଟିଜେନ ଖୁବ୍ ପସନ୍ଦ କରୁଛନ୍ତି।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।-

Leave a Reply

Your email address will not be published. Required fields are marked *