ଆଗକୁ ଆଉ ମିଳିବ ନାହିଁ LPG ଗ୍ୟାସ ସିଲିଣ୍ଡର ଯଦି ଏହି କାମ କରିବେ ନାହିଁ ।

lpg

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ LPG ଗ୍ୟାସ ସିଲିଣ୍ଡର କୁ ନେଇ ଆସିଛି କିଛି ବଡ ଖବର । ଯଦି ଆପଣ ମାନଙ୍କର LPG ଗ୍ୟାସ ସିଲିଣ୍ଡର ରହିଛି ହେଲେ ସେହିଥିରେ ମୋବାଇଲ ନମ୍ବର ଆପଡେଟ ହୋଇନାହିଁ । ତେବେ ତୁରନ୍ତ ଗ୍ୟାସ ଅଫସ୍ ଜାଇ ନିଜର ମୋବାଇଲ ନମ୍ବର କୁ ଆପଡେଟ କରିନିଅନ୍ତୁ । ନଚେତ ଆପଣ ମାନଙ୍କୁ LPG ଗ୍ୟାସ ସିଲିଣ୍ଡର ମିଳି ନପାରେ । ଗ୍ୟାସ କଳାବଜାରୀ ବନ୍ଧ କରିବା ପାଇଁ ଏହି ପରି ନିସ୍ପତି ନିଆଜାଇଛି ।

ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡିଆନ ଗ୍ୟାସର ମ୍ୟାନେଜର ଗ୍ୟାସ ହୋମ ଡେଲିଭରି କରୁଥିବା କର୍ମଚାରୀମାନଙ୍କୁ ଏହା ସୂଚିତ କରି ଦେଇଛନ୍ତି ଯଦି କେହି ଗ୍ୟାସ ସିଲିଣ୍ଡର ବୁକିଂ କରୁନାହାଁନ୍ତି ତେବେ ସେମାନଙ୍କୁ LPG ଗ୍ୟାସ ସିଲିଣ୍ଡର ମିଳି ପାରିବ ନାହିଁ । ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡିଆନ ଗ୍ୟାସ ଗ୍ୟାସର ମ୍ୟାନେଜର ରବି ମେହେରା ଆଗକୁ କହିଲେ କି ହଲଦୱାନି ଓ କାଠଗୋଦାମ ଗ୍ୟାସ ଏଜେନ୍ସିରେ ପ୍ରାୟତଃ 55 ହଜାର ଗ୍ରାହକ ରହିଛନ୍ତି । ସେମାନଙ୍କ ମଧ୍ୟରୁ 50 ହଜାର ଗ୍ରାହକ ମାନେ ନିୟମିତ ଭାବେ LPG ଗ୍ୟାସ ସିଲିଣ୍ଡର ନେଉଥିବାର ଜଣା ପଡିଛି ।

lpg

ତେବେ ଗ୍ୟାସ ନେଉଥିବା ସମୟ ରେ ପ୍ରାୟ 5000 ଗ୍ରାହାକ ମାନେ ନିଜର ମୋବାଇଲ ନମ୍ବର କୁ ଆପଡେଟ କରୁନାହାଁନ୍ତି । ଯେଉଁଥି ପାଇଁ ଗ୍ୟାସ ବୁକିଂ ହେଉନାହିଁ । ଏମାନେ LPG ଗ୍ୟାସ ସିଲିଣ୍ଡର ବୁକିଂ ନକରି ଗ୍ୟାସ ନେଉଛନ୍ତି । ତେବେ ଆପଣ ମାନଙ୍କର ଯଦି ଏବେ ବି ନିଜର ମୋବାଇଲ ନମ୍ବର ଆପଡେଟ ହୋଇନାହିଁ ତେବେ ନିଶ୍ଚିତ ଭାବେ ଆପଡେଟ କରେଇ ନିଅନ୍ତୁ ।

ତେବେ କୁହାଜାଇଛି କି ଯେଉଁ ସମୟ ଠାରୁ ସବସିଡି ବନ୍ଧ ହୋଇଜାଇଥିଲା ସେହି ସମୟ ଠାରୁ ଲୋକ ମାନେ ବୁକିଂ କରିବା ଭୁଲିଜାଉଛନ୍ତି । ବର୍ତମାନ ସମୟ ରେ ସହର ରେ କଳାବଜାର ଖେଳ ଚାଲିଥିବା ବେଳେ ଲୋକ ମାନେ ବୁକିଂ ନକରି ରାସ୍ତା ରେ ଆସୁଥିବା ଗାଡି ଠାରୁ ହିଁ LPG ଗ୍ୟାସ ସିଲିଣ୍ଡର ନେଇ ଜାଉଛନ୍ତି । ତେବେ ନଭେମ୍ବର 1 ରୁ ବହୁତ ନିୟମ ବଦଳିଜାଇଛି । ଏଲପିଜି ସହ ଜଡିତ କିଛି ନିୟମରେ ବି ପରିବର୍ତ୍ତନ କରାଯାଇଛି ।

lpg

ନୂଆ ନିୟମ ଅନୁଯାୟୀ ଆପଣ ଗ୍ୟାସ ବୁକିଙ୍ଗ କରିଲେ ଆପଣଙ୍କ ମୋବାଇଲକୁ ଗୋଟିଏ ଓଟିପି ଆସିବ, ଗ୍ୟାସ ଦବାକୁ ଆସୁଥିବା ଡେଲିଭରି ବୟକୁ ଆପଣ ଏହି ଓଟିପି ଦେବେ । ଏହି ଓଟିପି କେବଳ ପଞୀକୃତ ମୋବାଇଲ ନମ୍ବର କୁ ଆସିବା ପାଇଁ ଥିବା ବେଳେ ଆପଣ ମାନେ ତାହା ପରେ ବୁକିଂ କରି ସିଲିଣ୍ଡର ଘରକୁ ନେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *