ସରିଲା ଲିପ୍ସା ମିଶ୍ର ଙ୍କ ବାହାଘର । ଦେଖନ୍ତୁ ସମ୍ପୂର୍ଣ୍ଣ ବାହାଘର ଭିଡ଼ିଓ

Lipsa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଆପଣ ମାନେ ଆପଣ ମାନଙ୍କର ଅତି ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ତାଙ୍କର ବିବାହ କୁ ନେଇ ସୋସିଆଲ ମିଡିଆ ରେ ବେସ୍ ଚର୍ଚ୍ଚା ର ବିଷୟ ପାଲଟିଛି । ଲିପ୍ସା ମିଶ୍ର ନିଜର କିଛି ଫୋଟ ଏବେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଛନ୍ତି । ଜାହାକି ସାଧାରଣ ରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ବିବାହ କୁ ନେଇ ଏବେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

Lipsa

ତେବେ ପ୍ରକୃତ ରେ ଲିପ୍ସା ମିଶ୍ର ବିବାହ କରିଛନ୍ତି କି । ତେବେ ହଠାତ୍ କଣ ପାଇଁ ସେ ବିବାହ କରିଲେ ଏହା ପଛରେ ରହିଥିବା କାରଣ ଟି କଣ ଅଟେ । କାରଣ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଯେଉଁ ଫୋଟ ଗୁଡିକ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ତାହା ପଛରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିନେବା ଏହି ପୋଷ୍ଟ ରେ ।

ତେବେ ବନ୍ଧୁଗଣ ଲିପ୍ସା ମିଶ୍ର ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ କିଛି ବଧୁି ବେଶର ଫୋଟ ସେୟାର କରିଛନ୍ତି । ଏବଂ ଆପଣ ମାନଙ୍କର ଓଲଉଡ ର ପ୍ରିୟ ଅଭିନେତା ବୁଲୁ ଦାସ ସେ ମଧ୍ୟ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେମିତି ଭାବେ କିଛି ସମାନ ପରିମାଣ ର ଭିଡ଼ିଓ ଏବଂ ଫୋଟ ସେୟାର କରିଥିବାର ଦେଖିବା ପାଇଁ ମିଳିଛି । ଯେଉଁଥିରେ କି ବୁଲୁଦାସ ଏବଂ ଲିପ୍ସା ମିଶ୍ର ବିବାହ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଏହି ଫୋଟ କୁ ଲିପ୍ସା ଙ୍କୁ ଟେଗ୍ କରିଥିବାର ମଧ୍ୟ ନଜର ଆସିଛନ୍ତି ।

Lipsa Mishra

ଏହା ସହିତ ଏହି ପୋଷ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଉଲ୍ଲେଖ କରିଛନ୍ତି । ଆଜି ହେଉଛି ମୋ ଦିଦି ର ବାହାଘର ଆପଣ ମାନେ ତାଙ୍କୁ ଆଶ୍ରୀବାଦ ଦେବେ ନା । ଏମିତି କିଛି ପୋଷ୍ଟ ସେୟାର କରିବା ପରେ ଫେନ୍ସ ମାନେ ଏବେ ସନ୍ଧେହ ଘେର ରେ ରହିଛନ୍ତି । ତେବେ ଏହି ବିଷୟ ରେ ସେମିତି କିଛି ବବରଣି ମିଳି ନଥିବା ବେଳେ ଆପଣ ମାନେ କେତେ ମାତ୍ରା ଲିପ୍ସା ମିଶ୍ର ଙ୍କ ବିବାହ କରୁ ନେଇ ଏକ୍ସାଇଟେଡ୍ ରହିଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *