କାଳିଆ ଯୋଜନା ନୂଆ ସ୍କିମ୍ ରେ ମିଳିବ ଏହି ନୂଆ ଲାଭ – କେଉଁ ମାନେ ପାଇବେ କେମିତି ଆବେଦନ କରି ପାରିବେ ସେହି ବିଷୟ ରେ ଜାଣି ରଖନ୍ତୁ ।

kalip

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି କାଳିଆ ଯୋଜନାର ନୂଆ ସ୍କିମଗୁଡ଼ିକ ବିଷୟରେ । ତେବେ ଏହିଥିରେ କୁହାଜାଇଛି କି ପୁଣି ଥରେ ଚାଷୀ ମାନଙ୍କୁ 6000 ଟଙ୍କା ମିଳିବା ପାଇଁ ଯାଉଛି । ଏହି ସବୁ ସୂଚନା ର ସତ୍ୟତା ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁଁବୁ । ତେବେ ଜାହା ନୂଆ ରିପୋର୍ଟ ରହିଛି ଓମ୍ଫେଡ ଦୁଧ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତାରେ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଏହି ସହାୟତାରେ ସବୁ ଦୁଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ 6000 ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ।

ଏହି ଯୋଜନା ରେ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରାଯିବ । ତେବେ ଏହି ସ୍କିମ୍ ଦ୍ୱାରା ରାଜ୍ୟ ର ଏକ ଲକ୍ଷ୍ୟ 20 ହାର ଲୋକ ମାନେ ଉପକୃତ ହେବେ । କୋଭିଡ୍ ସମୟ ରେ ବହୁତ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଏହି ସ୍କିମ୍ ମାଧ୍ୟମରେ ବହୁତ ଲୋକ ମାନଙ୍କୁ ସୁବିଧା ମିଳି ପାରିବ ବୋଲି ଆଶା କରାଜାଉଛି ।

ଏହି ମହାମାରୀ କେବଳ ଓଡିଶା ନୁହେଁ ବରଂ ସାରା ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପକେଇଛି । ତେବେ ଏହି ସମୟ ରେ ଏତେ ପଇସା ଖର୍ଚ୍ଚ କରିବା କେତେ ଜୋର ରେ ସଠିକ୍ ଅଟେ ସେହି ବିଷୟ ରେ ଅର୍ଥନୀତି ବିଶେଷଜ୍ଞ୍ୟ ମାନେ ପ୍ରଶ୍ନ କରିଛନ୍ତି । ସରକାର ଏହାର ଉତ୍ତର ରେ କହିଛନ୍ତି କି ଯେଉଁ ସମୟରେ ଅନ୍ୟ ସବୁ ବିଭାଗରେ ଅର୍ଥନୀତିର ଅବସ୍ଥା ଅତ୍ୟନ୍ତ ସଂକୀର୍ଣ୍ଣ ହେଇଛି, ତେବେ କିନ୍ତୁ କେବଳ ଚାଷ କ୍ଷେତ୍ରରେ ହିଁ ଏହା ସମାନ ରହିଛି।ଯେଉଁ ସମୟରେ ସମସ୍ତେ ହାର ମାନି ଯାଇ ଘରେ ବସି ପଡ଼ିଥିଲେ, ଆମ ଚାଷୀ ଭାଇମାନେ ହିଁ ଆମର ଅର୍ଥନୀତିକୁ ଟେକି ଧରିଥିଲେ।

Kalia Yojana

ସେମାନେ ନିଜର ଉତ୍ପାଦନ କାମ ଏହି ସମୟରେ ରୋକି ଦେଇ ନଥିଲେ।ଏହା ସହ ଚାଷୀମାନେ ହେଉଛନ୍ତି ଆମର ଅନ୍ନ ଦାତା। ଆମ ମାନଙ୍କୁ ଏହି କଥା ମନେ ରଖିବାର ରହିଛି କି ଆମ ପାଖରେ କେତେ ବି ପଇସା ରହିଥିଲେ ହଁ ଆମେ ତାହାକୁ ଖାଇପାରିବା ନାହିଁ । ଚାଷୀଭାଈ ମାନଙ୍କ ଖୁସୀ ଏବଂ ସେମାନଙ୍କର ଏହି କଠିନ ସମୟ ରେ ସାହାଯ୍ୟ ପାଇଁ ଏହି ସହାୟତା ର ନିସ୍ପତି ନେଇଥିଲେ ।

ତେବେ ଚାଷୀ ମାନଙ୍କର ଏମିତି ଭାବେ ନିଷ୍ଟା ର ସହିତ ବଳୀଦାନ ପାଇଁ ମୂଖ୍ୟମନ୍ତ୍ରୀ ନିଜେ ପ୍ରଶଂସା କରିଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *