ବାରମ୍ବାର ପରିସ୍ରା ଲାଗୁଛି କି ? ହୋଇପାରେ ଏହି ଭୟଙ୍କର ରୋଗ ନିଶ୍ଚିତ ଜାଣି ରଖନ୍ତୁ ।

Urine

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ଯୁବକ ବା ଯୁବତୀ ଯେଉଁ ମାନଙ୍କର ବୟସ 12 ରୁ 14 ବର୍ଷ ହୋଇଥାନ୍ତି ସେମାନଙ୍କର ପରିସ୍ରା ଥଳିର କ୍ଷେମତା 400 ML ରହିଥାଏ । ଏହା ସହିତ ପରିସ୍ରା ଆପଣ ମାନଙ୍କର ପାଣି ପିଇବା ଏବଂ ପରିସ୍ରା ଯିବା ଉପରେ ହିଁ ନିର୍ଭର କରିଥାଏ । ଯଦି ଆମେ ମାନେ ଖରା ଦିନ ର କଥା କହିବା ତେବେ ଖରା ଦିନେ ଅଧିକ ଝାଳ ବାହାରିଥାଏ । ଜାହା ପାଇଁ ଆମ ଶରୀର ରେ ପାଣି ଅଂଶ କମ୍ ହୋଇଥାଏ ।

ବର୍ଷା ସମୟ ରେ ଅଧିକ ଆଦ୍ରତା ରହିଥାଏ । ସେହି ସମୟ ରେ ଆପଣ ମାନଙ୍କ ଶରୀର ରୁ ଯେମିତି ପରିମାଣ ରେ ପରିସ୍ରା କ୍ଷେୟ ହୁଏ ତାହା ଖରା ଦିନରେ ବି ହୁଏ ନାହିଁ । ଆମେ ମାନେ ଯେତିକି ପାଣି ପିଅନ୍ତୁ ସେହିଥିରୁ 500 ML ଆମ ଶରୀର ର ପରିଚାଳନା ପାଇଁ ବ୍ୟବହାର ହୋଇଥାଏ । ଯଦି ଆପଣ ମାନେ ପ୍ରତି ଦିନ 2.5 ଲିଟର ପାଣି ପିଉଛନ୍ତି ତେବେ ଆପଣ ମାନଙ୍କର ଶରୀର ରେ 500 ML ଜଳ ପ୍ରତି ଦିନ ଶରୀର ପରିଚାଳନା ପାଇଁ ବ୍ୟବହାର ହୋଇଥାଏ । ଏବଂ ଗୋଟିଏ ଦିନରେ ଆପଣ ମାନେ 2 ଲିଟର ପାଣି ପରିସ୍ରା କରି ବାହାର କରିବେ ।

urination

ହେଲେ ଯଦି ଆପଣ ମାନେ ପ୍ରର୍ତ୍ୟୋକ ଥର 300 ରୁ 350 ML ଜଳ ପରିସ୍ରା କରୁଛନ୍ତି ତେବେ 6 ରୁ 7 ଥର ନିଶ୍ଚିତ ଭାବେ ପରିସ୍ରା ଯିବେ । ଏଭଂ ରାତି ରେ 2 ରୁ 3 ଥର ସାଧାରଣ ଭାବେ ଗୋଟିଏ ବ୍ୟକ୍ତି ଙ୍କ ମଧ୍ୟ ରେ ନଜର ଆସେ । ହେଲେ କେତେକ କ୍ଷେତ୍ର ରେ ଏମିତି ନହୋଇ ବ୍ୟକ୍ତି କେବଳ 100 ML ପରିସ୍ରା କରିଲେ ସେମାନଙ୍କର ଡାଏବେଟିସ ଥାଇ ପାରେ ।

ପ୍ରତ୍ୟୋକ ଦିନ ଅଧିକ ରୁ ଅଧିକ ପାଣି ସେବନ କରିବା ପାଇଁ ଚେଷ୍ଟା କରନ୍ତୁ । ଏବଂ 2.5 ଲିଟର ପାଣି ପିଇଲେ ଆପଣ ମାନେ 5 ରୁ 6 ଥର ନିଶ୍ଚିତ ପରିସ୍ରା କରିବେ ହେଲେ ଏମିତି ନହେଲେ ଆପଣ ମାନେ ଡାକ୍ତର ଙ୍କର ପରାମର୍ଶ ନିଅନ୍ତୁ । ନହେଲେ ଆପଣ ମାନଙ୍କ ଦୈନିକ ଜିବନ ଶୈଳି ଉପରେ ଏହା ବହୁତ ପ୍ରଭାବ ପକେଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *