କୋବି ତୋଳିବାକୁ ବର୍ଷ କୁ ମିଳିବ ୬୩ ଲକ୍ଷ ଟଙ୍କା , ସମ୍ପଣ୍ଣ ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

kabi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ପ୍ରତିଦିନ କିଛି ନା କିଛି ଅଜବ କଥା ସବୁ ଶୁଣିବାକୁ ମିଳିଥାଏ , ତାହା ବିଶ୍ଵାସ ନ ଲାଗିଲେ ମଧ୍ୟ ସତ ଘଟଣା ହୋଇଥାଏ । ଆପଣମାନେ ତ ସମସ୍ତେ ଚାଷ ବିଷୟରେ ଜାଣିଥିବେ , କାରଣ ପନିପରିବା ଚାଷ ହେଲା ପରେ ଲୋକମାନେ ବିକ୍ରି କରିଥାନ୍ତି ଓ ଲୋକମାନେ କିଣିବା ପରେ ଖାଇଥାନ୍ତି । ପନିପରିବା ଚାଷ ଭିତରେ ଆପଣମାନେ କୋବି ଚାଷ ବିଷୟରେ ଜାଣିଥିବେ ।

ଚାଷୀଟିଏ କଠିନ ପରିଶ୍ରମ କରି ଫସଲ ଅମଳ କରି ତାକୁ ବଜାରରେ ବିକ୍ରି କରିଥାଏ । କିନ୍ତୁ ଏହିଠାରେ ଭାବି ଦେଖନ୍ତୁ ଏହି ସଂପୂର୍ଣ୍ଣ ପ୍ରକ୍ରିୟା ମଧ୍ୟରେ ଚାଷୀଟିର କେତେ ଟଙ୍କା ଖର୍ଚ୍ଚ ହେଉଥିବ ଓ କେତେ ଲାଭ ମିଳେ ? ଆଉ ଚାଷୀଟିଏ ହୁଏତ ପୁରା ଫସଲରୁ ୧୦-୧୫ ହଜାର ଟଙ୍କା ଲାଭ କରିଥାଏ । କୋବି କଥା କହିବାର କାରଣ ହେଉଛି, କୋବିକୁ ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି ।

kabi

ୟୁନାଇଟେଡ କିଙ୍ଗଡମର ଏକ ଫାର୍ମିଙ୍ଗ କମ୍ପାନୀ ପକ୍ଷରୁ ବର୍ଷ ତମାମ କ୍ଷେତରୁ କୋବି ଏବଂ ବ୍ରୋକୋଲି ତୋଳିବା ପାଇଁ ଏକ ଚାକିରି ପଦବୀ ସୃଷ୍ଟି କରାଯାଇଛି ବୋଲି ବିଜ୍ଞାପନ ବାହାରିଛି । ଆଉ ଏହି ଚାକିରି ପାଇଁ ଦରମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୋବି ତୋଳିବା ପାଇଁ ଜଣଙ୍କୁ ଘଣ୍ଟାକୁ ୩୦ ପାଉଣ୍ଡ ଦରମା ଦିଆଯିବ , ଯାହା ଭାରତୀୟ ମୁଦ୍ରାରେ ୩୦୦୦ ଟଙ୍କା । ବର୍ଷକୁ ଏହି କାମ ପାଇଁ ୬୨,୪୦୦ ପାଉଣ୍ଡ ଦରମା ଦିଆଯିବ ଯାହାଭାରତୀୟ ମୁଦ୍ରାରେ ୬୩,୧୧,୬୪୧/- ଟଙ୍କା ।

ଏବେ ଆପଣ ଭାବୁଥିବେ ଏଭଳି ଏକ କାମ ପାଇଁ କାହିଁକି ଏତେ ଟଙ୍କାର ଦରମା ମିଳିବ ? ଏହି ଚାକିରି ପାଇଁ ମିଳୁଥିବା ଦରମା ପଛର କାରଣ ହେଉଛି, ୟୁନାଇଟେଡ କିଙ୍ଗଡମରେ ବର୍ତ୍ତମାନ କାମ କରିବା ପାଇଁ ୱାର୍କର ମାନଙ୍କ ସଂଖ୍ୟା କମ୍ ରହିଛି । ସେଥିପାଇଁ ୱର୍କରଙ୍କୁ କାମ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ୱାର୍କରଙ୍କ ଆଗରେ କିଛି ଏଭଳି ଆକର୍ଷଣୀୟ ଦରମା ଅଫର୍ ରଖୁଛନ୍ତି କମ୍ପାନୀ ।

kavi

ସବୁଠାରୁ ଆଶ୍ଚର୍ଯ୍ୟ ହେଲାଭଳି କଥା ହେଉଛି ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀଙ୍କ ପର୍ଯ୍ୟନ୍ତ ସବୁଥିରେ କାର୍ଯ୍ୟ କରିବା ପାଇଁ ୱାର୍କରଙ୍କ ଅଭାବ ରହିଥଛି । ସେଥିପାଇଁ ଏହି ସମସ୍ତ କାର୍ଯ୍ୟ ପାଇଁ କମଚାରୀଙ୍କୁ ଆକୃଷ୍ଟ କରିବା ପାଇଁ, କର୍ମଚାରୀ ମାନଙ୍କୁ ତାଙ୍କ ଦରମାର ପାଖାପାଖି ୭୫ ପ୍ରସ୍ତିସତ ବଢାଇ ଦିଆଯାଇଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *