୭ ବର୍ଷ ରେ ୭ ଥର ଗଭବତି ହେଲେ ଶିକ୍ଷୟିତ୍ରୀ , ସମ୍ପଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

pregnant women

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆମ ସମାଜରେ ଏବେ ଏପରି ଘଟଣା ସବୁ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଜଣେ ସ୍କୁଲ ଶିକ୍ଷୟତ୍ରୀ ଏପରି କାମ କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ । ଆଜି ଆମେ ସେହି ଶିକ୍ଷୟିତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୭ ବର୍ଷରେ ୭ ଥର ଗର୍ଭବତୀ ହୋଇଥିଲେ ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଏବଂ ଘଟଣା ଜାଣିବା ପରେ ସ୍କୁଲ୍ ପ୍ରଶାସନ ଦେଲା ଏମିତିକା ଦଣ୍ଡ।

ସାଧାରଣତଃ ଡାକ୍ତର ମହିଳାମାନଙ୍କୁ ୨ଟି ସନ୍ତାନ ମଧ୍ୟରେ ୨ ରୁ ୩ ବର୍ଷ ଅନ୍ତର ରଖିବା ଉଚିତ , ହେଲେ ଶିକ୍ଷୟିତ୍ରୀ ଙ୍କ ଏମିତି ଘଟଣା ସାମ୍ନାକୁ ଆସିବା ପରେ ଏହା ସତ ବୋଲି ଜଣେ ମହିଳା ଦାବି କରିଛନ୍ତି। ବିବାଦରେ ଥିବା ଏହି ସ୍କୁଲ୍ ଶିକ୍ଷୟତ୍ରୀ ବିବାହର ନିବାସୀ । ଗତ ୭ ବର୍ଷରେ ୭ ଥର ଗର୍ଭବତୀ ହୋଇସାରିଛନ୍ତି ବୋଲି ନିଜେ ସ୍ବିକାର କରିଥିଲେ।

teacher

ସେ ଗର୍ଭବତୀ ହେଉଥିବାରୁ ସ୍କୁଲ୍ ରୁ ପ୍ରତିବର୍ଷ ଛୁଟି ନେଉଥିଲେ । ଏହି ଘଟଣା ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ମାତ୍ର ଘଟଣା ପଛର ରହସ୍ୟ କିଛି ଅଲଗା ଥିଲା ବୋଲି ଜଣାପଡିଛି । ସମ୍ପଣ୍ଣ ଘଟଣାର ଗୋଳମାଳ କରିବା ପରେ ଜଣାପଡ଼ିଲା ଯେ ମହିଳା ଜଣଙ୍କ ଗର୍ଭବତୀ ହେଉ ନଥିଲେ ସେ କେବଳ ଗର୍ଭବତୀ ହେବାର ନାଟକ କରୁଥିଲେ।

ସେ ପେଟରେ ତକିଆ ରଖି ଗର୍ଭବତୀ ହେବାର ହେବାର ନାଟକ କରୁଥିଲେ ଓ ସେହି ସମୟରେ ଗର୍ଭବତୀ କହି ସ୍କୁଲରୁ ଛୁଟି ନେଉଥିଲେ ଓ ତାଙ୍କ ଘରେ ରହୁଥିଲେ ।  ଛୁଟି ନେବା ପରେ ମଧ୍ୟ ସେ ଘରେ ରହି ତାଙ୍କୁ ଦରମା ମିଳୁଥିଲା , ସେଥିପାଇଁ ସେ ଗର୍ଭବତୀ ହେବାର ଅଭିନୟ କରି ଚାଲିଥିଲେ । ଏମିତି ୭ ବର୍ଷ ଚାଲିବା ପରେ ସେହି ସ୍କୁଲର ଶିକ୍ଷକ ମାନଙ୍କର ସନ୍ଦେହ ଆସିଥିଲା , ସେଥିପାଇଁ ସେ ସ୍କୁଲ୍ ପ୍ରଶାସନକୁ ଏହି ମାମଲାର ବିଷୟରେ ଜଣାଇଥିଲେ ।

pregnant women

ସ୍କୁଲ ପ୍ରଶାସନ ଏହି ଘଟଣା ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲେ ଓ ସତ ସମ୍ନାକୁ ଆସିଥିଲା । ଶିକ୍ଷୟିତ୍ରୀ ଙ୍କ ଏହି କଳାକାରନାମା ଜାଣିବା ପରେ ସ୍କୁଲ୍ ପ୍ରଶାସନ ଏହା ବିରୁଦ୍ଧରେ କଡ଼ା ପଦକ୍ଷେପ ନେଇଛନ୍ତି । ଶିକ୍ଷୟିତ୍ରୀ ଙ୍କ ନାଁରେ ଠକେଇ ଅଭିଯୋଗରେ ଗିରଫ କରାଯାଇଛି ଏବଂ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍କୁଲ୍ ପ୍ରଶାସନ ବାଦି କରିଛନ୍ତି ଓ ଶିକ୍ଷୟିତ୍ରୀ ଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *