ଆଜି ଓଡିଶାରେ କମିଗଲା ସୁନା ରେଟ । ଦେଖନ୍ତୁ ଆଜିର ରେଟ

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ପାର୍ବଣ ଋତୁ ଲାଗି ରହିଥିବା ବେଳେ ଆଗକୁ ଆସୁଛି କାଳୀପୂଜା ଏବଂ ଦୀପାବଳୀ ଏହି ମଧ୍ୟରେ ବିଶେଷଜ୍ଞ୍ୟ ମାନେ କିଛି ନୂଆ ମତ ଜାରି କରିଛନ୍ତି । ଆଗକୁ କମବାକୁ ଯାଉଛି ସୁନାଦର ଏହା ସହିତ ରାଜ୍ୟରେ କେତେ ଟଙ୍କା ରହିଛି ଜାହା ଆପଣ ମାନେ ଗଲେ ସେତିକି ଟଙ୍କା ଦେଇ କିଣିପାରିବେ ।

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଖବର ନଜର ପକେଇବା ଏହା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢିବା ପାଇଁ ଅନୁରୋଧ । ଦେଶରେ ଜାରି ରହିଛି କୋରନା ମହାମାରୀ ର ପ୍ରୋକୋପ ତେବେ କୋରନା ପରି ସୂନା ଦର ବି ବଢି ବଢି ଚାଲିଥିଲା । ହେଲେ କିଛି ଦିନ ହେଲା ସୁନା ଦର ହ୍ରାସ ପାଇବାରେ ଲାଗିଛି । ତେବେ ଭାରତୀୟ ବଜାର ରେ ଆଜି ପୁଣି ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି ।

gold

MCX ର ସୂନା ଫିଚର 0.9 ପ୍ରତିଶତ ହ୍ରାସ ପାଇ 47.306 ଟଙ୍କା ପ୍ରତି 10 ଗ୍ରାମ ରେ ପହଁଚିଛି । ସେହି ପରି ରୂପା ଫିଚର ର ମୂଲ୍ୟ 1.5 ପ୍ରତିଶତ ହ୍ରାସ ପାଇ 65970 ଟଙ୍କାରେ ପହଁଚିଛି । ଏହା ସହିତ ଆମ ରାଜଧାନୀ ଭୁବନେଶ୍ୱର ରେ ସୁନା ଦରରେ ବହୁତ ପରିମାଣ ରେ ହ୍ରାସ ହୋଇଛି । ଜାହାକି ସୁଧ ସୁନା 24 କେରେଟର ଦାମ୍ ରେ 10 ଗ୍ରାମ୍ ପିଛା 46360 ଟଙ୍କା ରହିଥିବା ବେଳେ 22 କେରେଟ ର ଦାମ୍ ରେ 10 ଗ୍ରାମ୍ ପିଛା 45260 ଟଙ୍କା ରହିଛି ।

ଏହା ସହିତ ରୂପା ଏକ କିଲୋଗ୍ରାମ୍ ପିଛା 65270 ଟଙ୍କା ଜାହାକି ଆଜିର ଦରରେ ରହିଛି । ଏହା ସହିତ ମୁମ୍ବାଇ ର ମୋଲ୍ଟିକମ୍ୟୁନିଟି ଏକ୍ସଚେଞ୍ ରେ ଆଜିବି ସୁନାଦରରେ 10 ଗ୍ରାମ ପିଛା 2000 ଟଙ୍କା ହ୍ରାସ ଦେଖିବା ପାଇଁ ମିଳିଛି । ଆଉ ନୂଆ ରେଟ୍ ରେ 99.9 ପ୍ରତିଶତ ସୁନା ଦରରେ ସୁଦ୍ଧ ସୁନା 10 ଗ୍ରାମ ପିଛା 47350 ଟଙ୍କା ରହିଛି । 22 କେରେଟ ରେ 46320 ଟଙ୍କା ଦେଖିବା ପାଇଁ ମିଳିଛି ।

gold

ଏହା ସହିତ ବିଶେଷଜ୍ଞ୍ୟ ମାନେ ସୂଚନା ଦେଉଛନ୍ତି କି ଆନ୍ତର୍ଜାତୀୟ ବଜାର ରେ ଆଉନ୍ସ ପିଛା 1876 ଡଲାର କୁ ଖସିଆସିଛି । ଜାହା ଗତ 6 ମାସ ମଧ୍ୟରେ ସର୍ବନିମ୍ନ ଦର ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *