ଭୟଙ୍କର ରୂପ ନେଉଛି ବାତ୍ୟା, ଓଡିଶା ମୁହାଁ ହେଉଛି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାନା ବାନ୍ଧୁଛି ଲଘୁଚାପ ପୁଣି ଏକ ବାତ୍ୟା ର ଡର ବର୍ତମାନ ସମୟ ରେ ମୈଶୁମୀ ର ବାହୁଡା ପ୍ରକ୍ରିୟା ଆରମ୍ଭ । ଏପଟେ ପୁଣି ଏକ ବାତ୍ୟା ର ପଦ ଧ୍ୱନୀ । ତେବେ ଆସନ୍ତୁ ଦେଖିବା କଣ ରହିଛି ପାଣିପାଗ ବିଭାଗ ର ସଂମ୍ପର୍ଣ୍ଣ ସୂଚନା ଏବଂ କଣ କହୁଛି ପାଣିପାଗ ବିଭାଗ । ଆସନ୍ତା 10 ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଶଂକା କରାଜାଇଛି ।

rains

ଜାହା ପରବର୍ତି ସମୟ ରେ ଅଧିକ ଘନିଭୂତ ହୋଇ 4 ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଉପକୂଳ ଆନ୍ଧ୍ର ଉପକୂଳ ରେ ପହଁଛଚିବାର ସମ୍ଭାବନା ରହିଛି । ସପଟେ ଆଜିଠାରୁ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ପ୍ରତ୍ୟାବର୍ତନ ପକ୍ରିୟା ଆରମ୍ଭ ହୋଇଥିବାର ଦେଖିବା ପାଇଁ ମିଳିଛି । ଅପରପଟେ ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ଆଉ ଏକ ବାତ୍ୟା ସୃଷ୍ଟି ହେବାର ପାଣିପାଗ ବିଭାଗ ଆକଳନ କରିଛନ୍ତି ।

ଆସନ୍ତା 10 ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏବଂ ଏହା ଆସନ୍ତା 5 ଦିନ ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଁଚିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର । ସେପଟେ ଦକ୍ଷିଣ ପଶ୍ଚିମ ମୈଶୁମୀ ଏଥର ବିଳମ୍ବ ରେ ବିଦାୟ ନେବା ପକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମ ଗୁଜୁରାଟ ର ଆଖପାଖ ଅଞ୍ଚଳ ରୁ ବାହୁଡିଛି ।

rain

ତେବେ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ମୋଟ୍ 1046 ମିଲିମିଟର ବର୍ଷା ହୋଇଛି । ଜାହା ସ୍ୱଭାବିକ 1155 ମିଲିମିଟର ଠାରୁ 9 ପ୍ରତିଶତ ନିଅଁଟିଆ 2 ଜିଲ୍ଲା ରେ ସ୍ୱଭାବିକ ଠାରୁ ଅଧିକ , 22 ଜିଲ୍ଲା ରେ ସ୍ୱଭାବିକ ଏବଂ ବାକି 6 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ମୋଟ 9 ଟି ଲଘୁଚାପ ଏବଂ ବାତ୍ୟା ଗୁଲାବ୍ ସହିତ ଶେଷ ହୋଇଛି ମୈଶୁମୀ ଋତୁ ।

ଏହା ସହିତ ପଶ୍ଚିମ ବଙ୍ଗ ର ଆଖ ପାଖ ଅଞ୍ଚଳରେ ଘୂର୍ଣ୍ଣିଂ ବଳୟ ସକ୍ରିୟ ରହିଛି । ଜାହାର ପ୍ରଭାବରେ ଆସନ୍ତା କାଲି ମଧ୍ୟରେ ଉତ୍ତର ଉପକୂଳ ବର୍ତ୍ତି 12 ଜିଲ୍ଲା କୁ ଘଡଘଡି କହିତ ବର୍ଷା ସମ୍ଭାବନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *