ଶାରୁ ଖାଁ ରକ୍ତମୁଖା ! NCB ର ଦବଙ୍ଗ ଅଫିସର ଙ୍କୁ ଏମିତି କଲେ ଟାର୍ଗେଟ…

Sharu Khan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆପଣମାନେ ସମସ୍ତେ ବଲିଉଡ ର କିଙ୍ଗ ଖାନ ଶାହାରୁଖ ଖାନ୍‌ଙ୍କୁ ଜାଣିଥିବେ , ଯିଏକି ନିଜର ଷ୍ଟାଇଲ ଓ ଅଭିନୟ ବଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ଏବେ ଶାହାରୁଖ ଖାନ ତାଙ୍କ ପୁଅ ଆର୍ୟନ୍ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। କାରଣ ଶାହାରୁଖଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଏବେ ଏନ୍‌ସିବି ଗିରଫ କରିଛି ।

ସୂଚନା ଅନୁସାରେ ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ରେ ପାର୍ଟି ଚାଲିଥିଲା , ଯେଉଁଠାରେ ଏନସିବି ଯାଇ ଚଢାଉ କରିଥିଲା। ଏହି କ୍ରୁଜ୍ ଡ୍ରଗ୍ସ କାରବାର ମାମଲାରେ ଏନସିବି ପ୍ରାୟ ୮ଜଣଙ୍କୁ ଗିରଫ କରିଛି ଓ ତାଙ୍କ ମଧ୍ୟରେ ଆର୍ୟନ୍ ଖାନଙ୍କ ନାମ ସାମ୍ନାକୁ ଆସିଥିଲା ଓ ଆର୍ୟନ୍ ଖାନଙ୍କୁ ଏନ୍ସିବି ଗିରଫ କରିଛି । ଆର୍ୟନ୍ ଖାନ୍ ଙ୍କୁ ଏନସିବି ଅଫିସର ସମୀର ଗି-ର-ଫ କରିଥିଲେ , ସେଥିପାଇଁ ତାଙ୍କ ଜୀବନକୁ ଏବେ ବି-ପ-ଦ ଅଛି ବୋଲି ସୂଚନା ।

Aryan Khan

ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିରେ ଆର୍ୟନ ମଧ୍ୟ ଥିଲେ , ସେଥିପାଇଁ ଆର୍ୟନ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାତରେ ଧରାପଡ଼ିଛନ୍ତି । କ୍ରୁଜରେ ଚାଲିଥିବା ଏହି ରେଭ ପାର୍ଟି ଉପରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଟିମ୍ ସହ ଚଢଉ କରିଥିଲେ , ଯେଉଁ ଠାରେ ସେ ଶାହାରୁଖଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଗିରଫ କରିଛନ୍ତି ।

ସମୀର ୱାଙ୍ଖଡେ ସେହି ଅଧିକାରୀ ଯିଏ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତଦନ୍ତ କରିଥିଲେ ଓ ତଦନ୍ତରୁ ସୁଶାନ୍ତ ସିଂହ ରାଜପୁତ ଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ର-ଗ-ସ୍ ଷ-ଡ଼-ଯ-ନ୍ତ୍ର-ରେ ସାମିଲ ଅଛନ୍ତି ବୋଲି ଜଣାପଡିଥିଲା । ୨୦୦୮ ବ୍ୟାଚ୍‌ର ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେଙ୍କ ପ୍ରଥମ ନିଯୁକ୍ତି ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ଅଧିକାରୀ ଥିଲେ ଓ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ସେ ଏୟାର ଇଣ୍ଟେଲିଜେନ୍ସୀ ୟୁନିଟ୍‌ରେ ରହିଥିଲେ ,

ତାପରେ ଜାତୀୟ ତ-ଦ-ନ୍ତ-କା-ରୀ ସଂସ୍ଥାନ (ଏନଆଇଏ), ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଓ ଏବେ ଏନସିବିରେ ଜୋନାଲ ଡାଇରେକ୍ଟର ଅଛନ୍ତି । ଗତ ୨ ବର୍ଷରେ ୱାଙ୍ଖଡେ ଓ ତାଙ୍କ ଟିମ୍‌ ୧୭ ହଜାର କୋଟି ଟଙ୍କାର ଡ୍ର-ଗ୍ସ ଜବତ କରିଛନ୍ତି । ଜଣେ ସଚ୍ଚୋଟ ଓ କଡା ଅଫିସର ଭାବେ ୱାଙ୍ଖଡେ ବେଶ ଜଣାଶୁଣା । ସେ ସେଲିବ୍ରିଟିଠାରୁ ଆରମ୍ଭ କରି ବଡ଼ ବଡ଼ ବିଜନେସ ମ୍ୟାନ କାହାରିକୁ ବି ଛାଡ଼ି ନାହାଁନ୍ତି ।

ncb

୨୦୧୩ ମସିହାରେ ୱାଙ୍ଖଡେ ମୁମ୍ବାଇ ବିମାନ ବନ୍ଦରରେ ଗାୟକ ମିକା ସିଂହଙ୍କୁ ବିଦେଶୀ ମୁଦ୍ରା ସହ ଧରିଥିଲେ । ଏହା ଛଡ଼ା ସମୀର ଅନୁରାଗ କାଶ୍ୟପ, ବିବେକ ଓବ୍ରୟ ଓ ରାମଗୋପାଲ ବର୍ମାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ମାଲିକାନାଧୀନ କମ୍ପାନୀଙ୍କ ଉପରେ ମଧ୍ୟ ଚଢଉ କରିଛନ୍ତି । ଏଣୁ ମାମଲାରେ ଏବେ ଆର୍ୟନଙ୍କ ଲାଗି ଶାହରୁଖ ଏବେ ଫସି ଯାଇଛନ୍ତି , ଯେଉଁଥିପାଇଁ ଶାହାରୁଖଙ୍କ ଆୟ ବହୁତ କମି ଯାଇଛି ।

ସୂଚନା ଅନୁସାରେ ବର୍ତ୍ତମାନ ଆର୍ୟନଙ୍କୁ ଗି-ର-ଫ କରିବା ପରେ କେହି ଜଣେ ସମୀର ଙ୍କ ଉପରେ ନଜର ରଖୁଛି ବୋଲି ସେ କହିଛନ୍ତି । ତାଙ୍କ ଜୀବନକୁ ବିପଦ ଅଛି ବୋଲି ସେ କହିଛନ୍ତି ଓ ତାଙ୍କର ଯଦି କିଛି ହୁଏ ସେଥିପାଇଁ ଦାୟୀ କିଏ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *