ସରକାରଙ୍କ ନୁଆ ଯୋଜନା – ସମସ୍ତଙ୍କୁ ମିଳିବ ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ପରି ଭାବେ ବିଭିନ୍ନ ଯୋଜନା ର ଶୁଭାରମ୍ଭ କରୁଛନ୍ତି । ଠିକ୍ ସେମିତି ଗତ କାଲି କିଶାନ ମାନଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ଆପଣ ସମସ୍ତ ଚାଷୀ ମାନଙ୍କୁ ଏଥିରେ ଲାଭ ମିଳିବ । ଏବଂ ଡାଇରେକ୍ଟ ଆପଣ ମାନଙ୍କ ବ୍ୟଙ୍କ୍ ଏକାଉଣ୍ଟ କୁ ପଇସା ଆସିବ ଜାହାକୁ ଆପଣ ମାନେ ବି ଆପ୍ଲାୟ କରିବେ ।

modi2

ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଆପଡେଟ୍ ଦେବୁ । ତେବେ ଆପଣ ମାନେ ଏଠାରେ ଦେଖିବାକୁ ପାଉଥିବେ କେମିତି ଭାବେ କାଲି ନ୍ୟୁଜ୍ ପବ୍ଲିସ୍ ହୋଇଛି ଯେଉଁଥିରେ 3 ବର୍ଷ ରେ ଚାଷୀ ମାନଙ୍କୁ 15 ଲକ୍ଷ୍ୟ ପର୍ଯ୍ୟନ୍ତ ମିଳିପାରିବ । ଏହି ଯୋଜନା ରେ ଫାର୍ମାର ପ୍ରଡ୍ୟୁସର ଅର୍ଗାନାଇଜେସନ ଙ୍କୁ 15 ଲକ୍ଷ୍ୟ ଟଙ୍କାର ସହାୟତା ଦେବାକୁ ଧାର୍ଯ୍ୟ କରିଛନ୍ତି ।

ଏହି ସ୍କିମ୍ ର ଫାଇଦା ପାଇବା ପାଇଁ 11 ଜଣିଆ ସଂଙ୍ଗଠନ ତିଆରି କରିବା ପାଇଁ ପଡିବ ଏବଂ ଏଠାରେ ସେମାନଙ୍କୁ କିଣିବା ପାଇଁ ବିହନ ସାର ଆଦି କିଣିବା ପାଇଁ ସେମାନଙ୍କୁ ଦିଆଯିବ । ଜାହାକୁ ସେମାନେ କେବଳ ଚାଷ କ୍ଷେତ୍ର ରେ ହିଁ ଲଗେଇ ପାରିବେ । ଯେଉଁଥିରେ ଆପଣ ମାନଙ୍କର ଜାହାବି ଚାଷ ହେବ ଆପଣ ମାନେ ସିଧା ସଳଖ ସରକାର ଙ୍କୁ ବିକ୍ରୀ କରିପାରିବେ ।

modi

ଯେଉଁ ଥିରେ ଆପଣ ମାନଙ୍କୁ କୈଣସି ମିଡିୟଟୋରୀ କିମ୍ବା , ନେତା , ବା ଦଲାଲ ଙ୍କୁ ଧରିବା ପାଇଁ ପଡିବ ନାହିଁ । ଆପଣ ମାନଙ୍କୁ ସିଧା ସଳଖ ଭାବେ ଏହି ଯୋଜନା ର ଲାଭ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *