ସରକାରଙ୍କ ବଡ ଯୋଜନା – ଆପ୍ଲାଏ କଲେ ମିଳିବ ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଗତ କାଲି ଆମେ ଆପଣ ମାନଙ୍କ ପାଇଁ କିଶାନ ଯୋଜନା ରେ ଆଉ କିଛି ନୂଆ ସ୍କିମ୍ ଆସିଛି ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ କାଲି କହିଥିଲୁ ସେମିତି ରେ ଆପଣ ମାନେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନା ଜାହାକୁ ଆମେ କିଶାନ ଯୋଜନା କହୁଛେ ସେଥିରେ ଆପଣ ମାନଙ୍କ ପାଇଁ ପୁଣି ପଇସା ଆସିବାକୁ ଯାଉଛି ।

pm Kisan

ତେବେ କେଉଁ ତାରିଖ ରେ ପଇସା ଆସିବ ଏବଂ ଏହା ସହିତ ଯେଉଁ ରହିଛି କେନ୍ଦ୍ର ସରକାର ଜାହା ଦୁଇ ଦିନ ପୂର୍ବରୁ ଲଞ୍ଚ କରିଥିଲେ । ଜାହାର ନାମ PM କିଶାନ FPO ଯୋଜନା ଜାହାକି ଫାର୍ମାର ପ୍ରଡ୍ୟୁସର ଅର୍ଗାନାଇଜେସନ । ତେବେ ଏହି ଯୋଜନା ରେ ଆପଣ ମାନେ କେମିତି ଆପ୍ଲାୟ କରିବେ ସେହି ବିଷୟ ରେ ଆମେ ଜାଣିବା । ପ୍ରଥମେ ତ ଆପଣ ମାନେ ଭାବୁଥିବେ ଏହି ନୂଆ ଲଞ୍ଚ ହୋଇଥିବା PM କିଶାନ FPO ଯୋଜନା କଣ ତେବେ ସୂଚନା ଦେବୁ କି ଏହି ଯୋଜନା ର ମୂଳ ଲକ୍ଷ୍ୟ ହେଲା କି କୃଷି କାର୍ଯ୍ୟ କୁ ବିଜନେସ୍ ସହିତ ଯୋଡିତ କରିବା ।

ଏହି ଯୋଜନା ର ଶୁଭାରମ୍ଭ ଆମ ଦେଶର ପ୍ରଧାନ ମନ୍ତ୍ରୀ ଆରମ୍ଭ କରିଛନ୍ତି । ଆଉ ଏହି ଯୋଜନା ମାଧ୍ୟମ ରେ ଚାଷୀ ମାନଙ୍କୁ 15 ଲକ୍ଷ୍ୟ ପର୍ଯ୍ୟନ୍ତ ସହାୟତା ମିଳି ପାରିବ । ତେବେ କେଉଁ ମାନଙ୍କୁ ମିଳିବ ଏବଂ କେଉଁ ମାନଙ୍କୁ ମିଳିବ କେମିତି ସଂଙ୍ଗଠନ ତିଆରି କରିବେ ଏଠାରେ ସୂଚନା ଦେବୁ । ତେବେ ଏହି ଯୋଜନା ରେ ଫାର୍ମାର ପ୍ରଡ୍ୟୁସର ଅର୍ଗାନାଇଜେସନ ଙ୍କୁ 15 ଲକ୍ଷ୍ୟ ଟଙ୍କାର ସହାୟତା ଦେବାକୁ ଧାର୍ଯ୍ୟ କରିଛନ୍ତି ।

Pm

ଏହି ସ୍କିମ୍ ର ଫାଇଦା ପାଇବା ପାଇଁ 11 ଜଣିଆ ସଂଙ୍ଗଠନ ତିଆରି କରିବା ପାଇଁ ପଡିବ ଏବଂ ଏଠାରେ ସେମାନଙ୍କୁ କିଣିବା ପାଇଁ ସାର ବିଷ ବା ବିହନ ଏହି ସବୁ କିଣିବା ପାଇଁ ସେମାନଙ୍କୁ ଦିଆଯିବ । ତେବେ ଆପଣ ମାନଙ୍କୁ ସୂଟନା ଦେବୁ କି ଏହି ଯୋଜନା ଟି ବର୍ତମାନ ସମୟ ରେ କେନ୍ଦ୍ର ସରକାର ଙ୍କ ଦ୍ୱାରା ଲଞ୍ଚ ହୋଇଥିବା ବେଳେ ଏହାର ଆପ୍ଲାୟ ବର୍ତମାନ ସମୟ ରେ ଆରମ୍ଭ ହୋଇନାହିଁ । ତେବେ ଆପଣ ମାନେ ସେତେବେଳେ ଆପ୍ଲାୟ କରିପାରିବେ ଯେତେବେଳେ ଆପଣ ମାନଙ୍କର ଆପ୍ଲାୟ ପଦ୍ଧଥି ଆରମ୍ଭ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *