ଏହି ସ୍ଥାନରେ ମାତ୍ର ୨୨ ଟଙ୍କାରେ ମିଳନ୍ତି ଯୁବତୀ ମାନେ , ସମ୍ପଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

women

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ପୃଥିବୀରେ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ମଣିଷକୁ ସବୁଠାରୁ ଶ୍ରେଷ୍ଠ ପ୍ରାଣି ବୋଲି କୁହାଯାଏ , କାରଣ ମଣିଷ ପାଖରେ ଭଲ ମନ୍ଦ ବିଚାର କରିବାର ଶକ୍ତି ରହିଥାଏ , ଯାହାକି ଅନ୍ୟ ପ୍ରାଣି ମାନଙ୍କ ପାଖରେ ନଥାଏ । ଆପଣମାନେ ତ ଜାଣିଥିବେ ମଣିଷ ବଞ୍ଚିବା ପାଇଁ ୩ଜିନୀଷ ଆବଶ୍ୟକ ହୋଇଥାଏ , ସେଗୁଡିକ ହେଲା ଖାଦ୍ୟ , ବସ୍ତ୍ର ଓ ବାସଗୃହ । ବସ୍ତ୍ର ଓ ବାସଗୃହ ବିନା ମଣିଷ କିଛି ଦିନ ବଞ୍ଚିପାରିବ , କିନ୍ତୁ ଖାଦ୍ୟ ବିନା ବଞ୍ଚିବା ବହୁତ କଷ୍ଟ ହୋଇଥାଏ । କାରଣ ଖାଦ୍ୟ ଖାଇବା ପରେ ହିଁ ଆମକୁ ବଞ୍ଚିବା ପାଇଁ ଶକ୍ତି ମିଳିଥାଏ ।

ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ୟେ ଏବେବି ଏପରି ସ୍ଥାନ ରହିଛି ଯେଉଁଠାରେ କି ଲୋକମାନେ ଖାଇବାକୁ ପାଉନାହାନ୍ତି । ଖାଦ୍ୟ ଖାଇବା ପାଇଁ ସେମାନେ ଏପରି କାର୍ଯ୍ୟ କରୁଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଫ୍ରିକୀୟ ଦେଶ ଅଙ୍ଗୋଲାରେ ଏପରି ଘଟଣା ଶୁଣିବାକୁ ମିଳିଛି ଯେ ପେଟର ଭୋକ ମେଣ୍ଟାଇବା ପାଇଁ ମାତ୍ର ୨୨ ଟଙ୍କାରେ ମହିଳା ମାନେ ଦେହ ବେପାର କରୁଛନ୍ତି ଓ କିଛି ଭଲ ଅବସ୍ଥାରେ ଥିବା ଝିଅ ମାନେ ୭୦-୮୦ ଟଙ୍କାରେ ଦେ‌ହ ବେପାର କରୁଛନ୍ତି ।

wo

ଏ ଘଟଣା ଶୁଣିବା ପରେ ହୁଏତ ଆପଣଙ୍କୁ ବିଶ୍ୱାସ ନଲାଗି ପାରେ , କିନ୍ତୁ ଏହି ଘଟଣାଟି ସତ । ଗୋଟିଏ ରିପୋର୍ଟ ଅନୁଯାୟୀ, ୱାର୍ଲ୍ଡ ଭିଜନ୍ କହିଛନ୍ତି ଯେ ଅଙ୍ଗୋଲାରେ କେବଳ ଭୋକ ଦାଉରୁ ଜୀବନ ରକ୍ଷା ପାଇବାକୁ ଝିଅ ମାନେ ନିଜ ଇଜ୍ଜତକୁ ମାତ୍ର ୨୦-୩୦ ଟଙ୍କାରେ ବିକ୍ରି କରି ଦେହ ବେପାର କରୁଛନ୍ତି। ୱାର୍ଲ୍ଡ ଭିଜନ୍ କହିଛି ଯେ ସେମାନଙ୍କ କର୍ମଚାରୀମାନେ ଗୋଟିଏ ସର୍ଭେ କରିଥିଲେ , ଯେଉଁଥିରେ ଅଙ୍ଗୋଲା ଏବଂ ଜିମ୍ବାୱେରେ ଦେହ ବ୍ୟବସାୟ ସଂଖ୍ୟା ବହୁତ ପରିମାଣରେ ବୃଦ୍ଧି ଘଟିଛି ତା ସହିତ ବାଲ୍ୟ ବିବାହ ପ୍ରତିଶତ ମଧ୍ୟ ବଢ଼ିବାରେ ଲାଗିଛି।

ଜିମ୍ବାୱେ ବିଷୟରେ କେୟାର ଇଣ୍ଟରନ୍ୟାସନାଲ ସଂଗଠନ ଏହା ମଧ୍ୟ ଏହିପରି କିଛି ତଥ୍ୟ ରଖି କହିଛି କି ମାତ୍ର ୧୪ ବର୍ଷ ବୟସର ବାଳିକାମାନେ ଦେହ ବ୍ୟବସାୟ କରୁଛନ୍ତି ଓ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଯେ ମାତ୍ର ୨୦ ଟଙ୍କାରେ ଦେହ ବ୍ୟବସାୟ ଚାଲିଛି। ଏପରି ହେବାର ପ୍ରମୁଖ କାରଣ ହେଉଛି ଏଠାକାର ଗରିବୀ ଏବଂ ଏଠାରେ ଦିନକୁ ଦିନ କାମୁଥିବା ଖାଦ୍ୟ ପଦାର୍ଥ ଉତ୍ପାଦନ ।

baa

ଗୋଟିଏ ରିପୋର୍ଟ ଅନୁସାରେ ୧୯୮୧ ମସିହା ପରଠାରୁ ଆଫ୍ରିକାର ଅନେକ ସ୍ଥାନରେ ସର୍ବନିମ୍ନ ବର୍ଷା ହୋଇଛି , ଯାହାଫଳରେ ଖାଦ୍ୟ ପଦାର୍ଥ ଉତ୍ପାଦନ କମିଯାଇଛି । ମିଳିତ ଜାତିସଂଘ ଏହା ପଛରେ ଜଳବାୟୁ ପରିବର୍ତ୍ତନକୁ ହିଁ ଦାୟୀ କରିଛି। ଜାମ୍ବିଆ, ମାଡାଗାସ୍କର, ନାମିବିଆ, ଲେସୋଥୋ ଏବଂ ଇସୱାଟିନି ଭଳି ଆଫ୍ରିକୀୟ ଦେଶ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ଖୁବ ପ୍ରଭାବିତ ହୋଇଛନ୍ତି , ଯାହାଫଳରେ ସେଠାକାର ଯୁବତୀ ମାନେ ପେଟକୁ ଖାଦ୍ୟ ଦେବା ପାଇଁ ଏଭଳି ବ୍ୟବସାୟ ଆପଣେଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *