ବଡ଼ ଖବର,ଦ୍ୱିତୀୟ ବିବାହ କଲେ ହିରୋ ଦେବାଶିଷ

hero Debasish

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଜାହା ଗୋଟିଏ ଖବର ସାମ୍ନା କୁ ଆସିଛି ଦ୍ୱୀତିୟ ବିବାହ କରିଛନ୍ତି ଆପଣ ମାନଙ୍କର ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରିୟ ଅଭିନେତା ଦେବାସିସ୍ ପାତ୍ର ତେବେ କଣ ରହିଛି ଏହା ପଛର କାରଣ ବର୍ତମାନ ସମୟ ରେ ଏହି ଖବର ସୋସିଆଲ ମିଡିଆ ନିଆଁ ପରି ଭାଇରଲ ହେବାରେ ଲାଗିଛି । ଆସନ୍ତୁ ଜାଣିନେବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ବିବରଣି ।

Debasish

ଯେଉଁ ମାନେ ଦେବାସିସ୍ ଙ୍କର ଅଭିନୟ କୁ ବହୁତ ପସନ୍ଦ କରନ୍ତି ସେମାନେ ନିଶ୍ଚିତ ଭାବେ ଲାଇକ୍ କରିବେ । ବନ୍ଧୁଗଣ ଦ୍ୱତୀୟ ଥ ପାଇଁ ବିବାହ କରିଛନ୍ତି ଦେବାସିସ୍ ସେମିତି ରେ ଆପଣ ମାନେ ଜାଣିଥିବେ ଦେବାସିସ୍ ପାତ୍ର ମୋନାଲିସା ଙ୍କୁ ବିବାହ କରିଥିଲେ । ମୋନାଲିସା ଜଣେ ଆଲବମ୍ ଜଗତ ର ହିରୋଇନ୍ ଥିଲେ ଏବଂ ସେ ବହୁତ ଗୁଡିଏ ଆଲବମ୍ ରେ ଅଭିନୟ କରିଥିଲେ ।

ହେଲେ ଦେବାସିସ୍ ପାତ୍ର ଙ୍କୁ ବିବାହ କରିବା ପରେ ସେ ଅଭିନୟ ଜଗତ ଠାରୁ ଦୂରେଇ ରହିଥିଲେ । ନିଜର ପରିବାର ସହିତ ସମୟ କାଟୁଥିଲେ । ଦେବାସିସ୍ ପାତ୍ର ଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ବର୍ତମାନ ସମୟ ରେ ସେମାନେ ବଡ ହୋଇଗଲେଣି ବର୍ତମାନ ସମୟ ରେ ଯଦି ଦେଖିବେ ମୋନାଲିସା ଏବଂ ଦାବାସିସ୍ ଙ୍କର କିଛି ଫୋଟ ବେସ୍ ଚର୍ଚ୍ଚା ର ବିଷୟ ପାଲଟିଛି ।

Debasish patra

ତେବେ ମିଳିଥିବା ସୂଚନା ଅନୁସାରେ ବାବାସିସ୍ ଏବଂ ମନାଲିସା ଙ୍କର ଆସିବାକୁ ଯାଉଛୁ ଏକ ନୂଆ ଚଳଚିତ୍ର ଜାହାର ନାମ ରହିଛି । ଅର୍ଦ୍ଧାଙ୍ଗିନି ବନ୍ଧୁଗଣ ରିଏଲ ଲାଇଫ୍ ଯୋଡି କୁ ଆପଣ ମାନେ ଟିଭି ପରଦା ରେ ପ୍ରଥମ ଥର ପାଇଁ ଦେଖିବା ପାଇଁ ପାଇବେ । ତାହା ପୁଣି ଚଳଚିତ୍ର ମାଧ୍ୟମରେ ଦିର୍ଘଦିନ ର ବ୍ୟବଧାନ ପରେ ମୋନାଲିସା ଅଭିନୟ ଜଗତ ରେ ପାଦ ଦେଇଛନ୍ତି । ତେବେ ଏହି ଯୋଡି ଙ୍କୁ ଆପଣ ମାନେ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *