ବାତ୍ୟା କୁ ନେଇ ଆସିଲା ବଡ଼ ଖବର | ଏହି ତାରିଖରେ ଓଡିଶାରେ ହେବ ମାଡ

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 17 ତାରିଖ ରେ ଆସୁଛି ଆଉ ଏକ ବାତ୍ୟା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଅକ୍ଟୋବର ମାସରେ ମାଡି ଆସୁଛି ଆଉ ଏକ ବଡ ବାତ୍ୟା ତେବେ ବାତ୍ୟା କୁ ନେଇ ବଡ ଆପଡେଟ୍ ବର୍ତମାନ ସମୟ ରେ ଆସି ପହଁଚିଜାଇଛି । ତେବେ ବାତ୍ୟା ହେବ ନା ନାହିଁ ଆସନ୍ତୁ ଜାଣିନେବା । ତେବେ ବନ୍ଧୁଗଣ ପୂଜା ସମୟ ରେ ଯେଉଁ ବାତ୍ୟା ଆସିବାର ଥିଲା ତାହାର ବିପଦ ବର୍ତମାନ ସମୟ ରେ ଟଳିଜାଇଛି । ପୂଜାରେ କେବଳ ବର୍ଷା ହେବ ହେଲେ ବାତ୍ୟା ହେବ ନାହିଁ ।

batya

ସେହି ପରି 17 ତାରିଖ ବେଳକୁ ବାତ୍ୟାର ସମ୍ଭାବନା ଅଳ୍ପ ମାତ୍ରାରେ ରହିଛି । ପାଣିପାଗ ବିଶେଷଜ୍ଞ୍ୟ ଏମିତି ପୂର୍ବାନୁମାନ କରିଛନ୍ତି । ପୂର୍ବରୁ ଦୁଇଟି ବାତ୍ୟା ର ପୂର୍ବାନୁମାନ କରାଜାଇ ଥିବା ବେଳେ ଏହି ସିଷ୍ଟମ୍ ଟି ଲଘୁଚାପ ର ରୂପ ନେଇ ଅବପାତ ର ରୂପ ନେବ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ଦ୍ୱତୀୟ ସିଷ୍ଟମ୍ ବେଳକୁ 17 ତାରିଖ ବେଳକୁ ଆଉ ଏକ ବାତ୍ୟା ହେବ ବୋଲି ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଥିଲା କି 10 ତାରିଖ ରେ ଆଣ୍ଡାମାନ ସାଗର ରେ ଘୂର୍ଣ୍ଣିଁ ବଳୟ ସୃଷ୍ଟି ହେବ ଫଳ ରେ 11 ତାରିଖ ରେ ଉତ୍ତର ଆଣ୍ଡାମାନ ସାଗର ରେ ଳଘୁଚାପ ରେ ପରିଣତ ହେବ । କେନ୍ଦ୍ରିୟ ଏବଂ ଦକ୍ଷିଣ ବଙ୍ଗୋପସାଗର ସମୁଦ୍ର ପତନ ଏବଂ ଉପର ବାୟୁମଣ୍ଡଳ ସ୍ଥିତି ଏମିତି ରହିଛି ଯେ ଲଘୁଚାପ ଅବପାତର ରୂପ ନେଇ ଡିଫରେସନ ର ରୂପ ନେବ ।

rain

ହେଲେ ବାତ୍ୟାର ସମ୍ଭାବନା ରହିବ ନାହିଁ । ଏବଂ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି 4 ରୁ 5 ଦିନ ମଧ୍ୟରେ ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ରେ ଏହା ସ୍ଥଳଭାଗ ଛୁଇଁବ ଫଳରେ ରାଜ୍ୟରେ 14 ଏବଂ 15 ତାରିଖ ଏବଂ 16 ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । 14 ତାରିଖ ବେଳକୁ ପୁରୀ ରୁ ଦକ୍ଷିଣ ଏବଂ 16 ତାରିଖ ବେଳକୁ ସମଗ୍ର ଉପକୂଳ ଓଡିଶା ରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *