ନବମ ପରୀକ୍ଷାକୁ ନେଇ ବଡ ଖବର – ଏହି ତାରିଖରୁ ହେବ ପରୀକ୍ଷା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥର ନୂଆ ଢାଞ୍ଚା ରେ ହେବ ନବମ ଏବଂ ଦଶମ ଶ୍ରେଣୀ ପରିକ୍ଷା ଏହା ସହିତ ନଜର ଶ୍ରେଣୀ ର ପରିକ୍ଷା ତାରିଖ ଘୋଷଣା କରିଲା ବୋର୍ଡ । ଏମିତି କି ପଗ୍ରାମ୍ ମଧ୍ୟ ଆସିସାରିଛି କେଉଁ ତାରିଖ ରେ କଣ ପରିକ୍ଷା ରହିବ । ତେବେ ଆସନ୍ତୁ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଏହି ବିଷୟ ରେ ଜାଣିନେବା ।

school

ଏଣିକି ନୂଆ ଢାଞ୍ଚା ରେ ନବମ ଏବଂ ଦଶମ ଶ୍ରେଣୀ ର ପରିକ୍ଷା ହେବ । ଏହି ନେଇ ବୋର୍ଡ ସମ୍ବାଦିକ ସମ୍ବିଳନୀ କରିଛି । ତେବେ ନବମ ଏବଂ ଦଶମ ଶ୍ରେଣୀ ପରିକ୍ଷା ପଦ୍ଧଥୀ ରେ ପରିବର୍ତନ କରାଜାଇଛି । ବର୍ଷକୁ ଚାରୋଟି ଫର୍ମାଟିକ୍ ଆସୋସିମେଣ୍ଟ ହେବ ଏହା ସହିତ ଫର୍ମାଟିକ୍ ଆସୋସିମେଣ୍ଟ ମାର୍କ କୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ଦାମାସିସ୍ ହାଜିରା ସୂଚନା ଦେଇଛନ୍ତି ।

ତେବେ ନବମ ଶ୍ରେଣୀ ର ସେମେଟିଭ୍ 1 ପରିକ୍ଷା ତାରିଖ ଘୋଷଣା କରିଛି ବୋର୍ଡ ନଭେମ୍ବର 22 ରୁ 24 ତାରିଖ ମଧ୍ୟରେ ସମେଟିଭ୍ ପରିକ୍ଷା କରାଯିବ ବୋଲି ବୋର୍ଡ ପକ୍ଷ୍ୟ ରୁ ସୂଚନା ଦିଆଜାଇଛି । ଏଥିରେ 40 ମାର୍କ ର ପରିକ୍ଷା ହେବ 20 ମାର୍କ ର ସବଜେକ୍ଟିଭ୍ ଏବଂ 20 ମାର୍କ ରେ ଅବଜେକ୍ଟଭ୍ ରହିଛି ଏବଂ ଏହାର ୱେଟେଜ୍ 30 ପ୍ରତିଶତ ରହିବ । ଦିନକୁ ଦୁଇଟି ସିଟିଂ ପରିକ୍ଷା ହେବ ସକାଳ 9.00 ରୁ 10.00 ଏବଂ 11.00 ଟା ରୁ 12.00 ଯାଏ ସିଟିଂ ରହିଛି ।

school

ତେବେ ପରିକ୍ଷା ପାଇଁ ବୋର୍ଡ ପ୍ରଶ୍ନ ପତ୍ର ଦେବ ଏବଂ ଏହି ପରିକ୍ଷା ନିଜର ସ୍କୁଲ ରେ ହିଁ ହେବ ବୋଲି ସୂଚନା ପ୍ରଦାନ କରିଛି ବୋର୍ଡ । ହେଲେ ଖାତା କିନ୍ତୁ ଅନ୍ୟ ସ୍କୁଲ ମାନଙ୍କରେ ଦେଖା ହେବ ବୋଲି କୁହାଜାଇଛି । ତେବେ 23 ତାରିଖ ରୁ ପରିକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି କୁହାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *