ସ୍କୁଲ ଖୋଲିବା ନେଇ ଆଉ କିଛି ବଡ଼ ଘୋଷଣା |

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ସରକାର ଙ୍କ ପକ୍ଷ୍ୟ ରୁ ଆଉ କିଛି ନୂଆ ଘୋଷଣା ଜାରି ହୋଇଛି । ଦଶହରା ଛୁଟି ପରେ ଖୋଲିବ ସ୍କୁଲ ଅଫଲାଇନ୍ ରେ ପାଠ ପଢିବେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନେ । ତେବେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଦଶହରା ଛୁଟି ପରେ ଅର୍ଥାତ୍ ଆସନ୍ତା 26 ତାରିଖ ପରେ ସ୍କୁଲ ଆସି ଅଫଲାଇନ୍ ରେ ପାଠ ପଢି ପାରିବେ ।

school

ସେମିତି ରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ୍ ଏବଂ ସର୍ଟଡାଉନ୍ ଲାଗି ରହିଥିଲା । ତେବେ ପାଖା ପାଖି 2 ବର୍ଷ ଧରି ସ୍କୁଲ ବନ୍ଦ ରହିଛି ପିଲା ମାନେ ଘରେ ରହି ଅନଲାଇନ୍ ରେ ପାଠ ପଢୁଛନ୍ତି । କିନ୍ତୁ ଦୂର୍ଗମ ଅଞ୍ଚଳ ରେ ନେଟୱାର୍କ୍ ନଥିବାରୁ ପିଲା ମାନେ ଅଫଲାଇନ୍ ପାଠ ପଢିବା ସହଜ ହେଉନାହିଁ । ଜାହା ଫଳ ରେ ପିଲା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଏପରି ସ୍ଥଳେ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ ରେ ରହିଥିବାରୁ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଦଶହରା ଛୁଟି ପରେ ଅର୍ଥାତ୍ ଆସନ୍ତା 26 ତାରିଖ ପରେ ସ୍କୁଲ ଆସି ଅଫଲାଇନ୍ ରେ ପାଠ ପଢା ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହି ପରି ପୂଜା ପରେ ଆହୁରୀ କୋଭିଡ୍ ସ୍ଥିତି ରେ ସୁଧାର ଆସିବ ତେବେ ପ୍ରାଥମିକ ସ୍କୁଲ ମଧ୍ୟ ଖୋଲିବ ।

school

ତେବେ ରାଜ୍ୟ ରେ କୋରନା କୋପ କମିବା ପରେ ପର୍ଯ୍ୟାୟ କର୍ମେ ଶିକ୍ଷାନୁଷ୍ଟାନ ଗୁଡିକୁ ଖୋଲିଛନ୍ତି । ପୂର୍ବରୁ ନବମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ । ଏବେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଅଫଲାଇନ୍ ରେ କରିବା ପାଇଁ ନିସ୍ପତି ନିଆଜାଇଛି । ତେବେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିସ୍ପତି ନେଇ ଥିବା ବେଳେ ଏହାକୁ ପୂଜା ଛୁଟି ପରେ ପରେ କଣ ରହିବ ସଂମ୍ପର୍ଣ୍ଣ ନିସ୍ପତି ତାହା ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *