ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର , ଜାଣନ୍ତୁ କିଏ ସେ ଅଭିନେତ୍ରୀ ।

Pupinder

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ସୋସିଆଲ ମିଡିଆରେ ଅଭିନେତା ଓ ଅଭିନେତ୍ରୀ ମାନେ ସବୁ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ସେ ବିବାହ ହେଉ ବା ନିଜର ଷ୍ଟାଇଲ ପାଇଁ ବା ଅନ୍ୟାନ୍ୟ କିଛି କାମ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଓଡ଼ିଆ ଫିଲ୍ମ ଜଗତର ସେହିପରି ଜଣେ ଅଭିନେତା ଙ୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ । ଓଲିଉଡ ଅଭିନେତା ପୁପିନ୍ଦରଙ୍କୁ ଆପଣମାନେ ତ ସମସ୍ତେ ଜାଣିଥିବେ , ଯିଏକି ବହୁତ ଗୁଡ଼ିଏ ଓଡ଼ିଆ ଚଳଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି।

ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ଅପ୍ରତିଦ୍ଵନ୍ଦୀ କଳାକାର କହିଲେ ମଧ୍ୟ ଭୁଲ ହେବ ନାହିଁ , କାରଣ ପୁପିନ୍ଦର ଆଙ୍କରିଂ ହେଉ କି ଓଡ଼ିଆ ଆଲବମ ହେଉ କି ଓଡ଼ିଆ ଚଳଚ୍ଚିତ୍ର ସବୁଥିରେ ସେ ଲୋକମାନଙ୍କ ହୃଦୟରେ ସ୍ଥାନ ତିଆରି କରିପାରିଛନ୍ତି । ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର ,ରିଅଲ ଲାଇଫରେ ନୁହେଁ ବରଂ ଆଖି ବୁଜିଦେଲେ ତୁ ଚଳଚିତ୍ରରେ ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର ।

Pupinder

ଏଥିରେ ଦୁଇ ନବାଗତା ଅଭିନେତ୍ରୀ ମାନଙ୍କୁ ନିଆଯାଇଛି ଓ ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯାଇଛି ‌। ପ୍ରଥମ ନାୟିକା ହେଉଛନ୍ତି ଦୀପିକା ତ୍ରିପାଠୀ ତାଙ୍କୁ ଆପଣମାନେ ଜି ସାର୍ଥକରେ ପ୍ରସାରିତ ହେଉଥିବା ଫେମସ ସର୍ଗମ ଧାରାବାହିକରେ ଲିଡ଼ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି। ତାଙ୍କ ଅଭିନୟ ଯେତିକି ସୁନ୍ଦର ସେ ମଧ୍ୟ ଦେଖିବାକୁ ସେତିକି ସୁନ୍ଦର। ଦୀପିକା ଆଗରୁ ଚଳଚିତ୍ର ରେ ଲିଡ ନାୟିକା ଭାବରେ କୌଣସି ଚଳଚିତ୍ରରେ ଦେଖା ଦେଇନଥିଲେ ।

ଦ୍ବିତୀୟ ଅଭିନେତ୍ରୀ ହେଉଛନ୍ତି ମିଲି ମଡେଲ ଦୁନିଆରେ ବେଶ ପରିଚିତ ଓ ସେ ଜଣେ ଯୁବ କଳାକାର ଅଟନ୍ତି। ସେ ଦେଖିବାକୁ ମଧ୍ୟ ବେଶ ସୁନ୍ଦର ଅଟନ୍ତି। ସେ ଅଭିନୟରେ ତାଙ୍କର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି । ମିଲି ଆଗରୁ ମଧ୍ୟ ଇନଷ୍ଟାଗ୍ରାମ ରେ ଫେମସ ହୋଇ ସାରିଛନ୍ତି। କିନ୍ତୁ ଏବେ ଦେଖିବାକୁ ରହିଲା ସେ ତାଙ୍କର ଅଭିନୟରେ କେମିତି ଲୋକଙ୍କ ହୃଦୟ ଜିତି ପାରୁଛନ୍ତି ।

pu

ତେବେ ସାଙ୍ଗମାନେ ଆପଣ ମାନଙ୍କୁ ଆଖି ବୁଜିଦେଲେ ତୁ ଚଳଚ୍ଚିତ୍ର ସମସ୍ତ ଚରିତ୍ର କିପରି ଲାଗନ୍ତି ତାହା ମୋତେ ଜଣାଇବେ। ତେବେ ସାଙ୍ଗମାନେ ଏହି ଚଳଚିତ୍ରଟି ସମ୍ପୂର୍ଣ ନୂଆ ଧରଣର ଚଳଚ୍ଚିତ୍ର ହୋଇଥିବା ବେଳେ ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ମଧ୍ୟ ପାରଙ୍ଗମ ଅଟନ୍ତି। ସୂଚନା ଅନୁସାରେ ତେବେ ଓଲିଉଡ ଚଳଚ୍ଚିତ୍ର ଜଗତରେ ଆଗରୁ ଏଭଳି ଭିନ୍ନ ଧରଣର ଫିଲ୍ମ କେବେ ହୋଇନଥିଲା ଓ ଏହା ପ୍ରଥମ ଥର ପାଇଁ ଏଭଳି ଅନଦାଜର ଦେଖିବାକୁ ମିଳିବେ ଅଭିନେତା ଓ ଅଭିନେତ୍ରୀ ମାନେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *