PM FPO ଯୋଜନା 2021 | ଆବେଦନ କଲେ ମିଳିବ 15 ଲକ୍ଷ ଟଙ୍କା ।

PM FPO

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୋଜନା ଉପରେ ଯୋଜନା ଆସୁଛି ବର୍ତମାନ ଆଉ ଗୋଟିଏ ନୂଆ ଯୋଜନା ଆସୁଛି । PM FPO ଯୋଜନା ତେବେ ଏହି ଯୋଜନା କଣ , କେତେ ଟଙ୍କା ମିଳିବ , କେଉଁ ମାନେ ପାଇପାରିବେ । ତାହା ଆମେ ଏଠାରେ ଡିଟେଲ୍ସ ଭାବେ କହିବୁ । ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

pm k

ତେବେ ବର୍ତମାନ ସମୟ ରେ ଆମ କେନ୍ଦ୍ରସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଜାହା ନାମ PM FPO ଯୋଜନା ରହିଛି । ଏହି ଯୋଜନା ର ମୂଳ ଲକ୍ଷ୍ୟ ହେଲା କି କୃଷି କାର୍ଯ୍ୟ କୁ ବିଜନେସ୍ ସହିତ ଯୋଡିତ କରିବା । ଏହି ଯୋଜନା ର ଶୁଭାରମ୍ଭ ଆମ ଦେଶର ପ୍ରଧାନ ମନ୍ତ୍ରୀ ଆରମ୍ଭ କରିଛନ୍ତି । ଆଉ ଏହି ଯୋଜନା ମାଧ୍ୟମ ରେ ଚାଷୀ ମାନଙ୍କୁ 15 ଲକ୍ଷ୍ୟ ପର୍ଯ୍ୟନ୍ତ ସହାୟତା ମିଳି ପାରିବ ।

ତେବେ କେଉଁ ମାନଙ୍କୁ ମିଳିବ ଏବଂ କେଉଁ ମାନଙ୍କୁ ମିଳିବ କେମିତି ସଂଙ୍ଗଠନ ତିଆରି କରିବେ ଏଠାରେ ସୂଚନା ଦେବୁ । ତେବେ ଏହି ଯୋଜନା ରେ ଫାର୍ମାର ପ୍ରଡ୍ୟୁସର ଅର୍ଗାନାଇଜେସନ ଙ୍କୁ 15 ଲକ୍ଷ୍ୟ ଟଙ୍କାର ସହାୟତା ଦେବାକୁ ଧାର୍ଯ୍ୟ କରିଛନ୍ତି । ଏହି ସ୍କିମ୍ ର ଫାଇଦା ପାଇବା ପାଇଁ 11 ଜଣିଆ ସଂଙ୍ଗଠନ ତିଆରି କରିବା ପାଇଁ ପଡିବ ଏବଂ ଏଠାରେ ସେମାନଙ୍କୁ କିଣିବା ପାଇଁ ଫଟିଲାଇଜର , ବିଜ , ସାର ଏବଂ ବିହନ ଏହି ସବୁ କିଣିବା ପାଇଁ ସେମାନଙ୍କୁ ଦିଆଯିବ ।

Pm

ସେହି ପରି ଓଡିଶା ରେ ଏଣିତି ଏକ ଯୋଜନା ଆରମ୍ଭ ହୋଇଥିଲା ଜାହାର ନାମ ଥିଲା ବଳରାମ ଯୋଜନା କିନ୍ତୁ ତାହା ଫେଲ ମାରିଥିଲା । ଯେମିତି କି 10 ଜଣ ଲୋକଙ୍କୁ ନେଇ ବଳରାମ ଯୋଜନା ରେ ସାମିଲ କରାଯିବ ଏବଂ ଏହି ସହାୟତା ମିଳିବାର ରହିଥିବା ବେଳେ ଏହା ଆମ ଅଞ୍ଚଳ ରେ କାମ କରୁନାହିଁ । ତେବେ ରାଜ୍ୟସରକାର ଙ୍କ ଯୋଜନା ଟି ବର୍ତମାନ ସମୟ ରେ ଫେଲ ମାରିଛି । ତେବେ ଏହାକୁ ନେଇ ଆପଣ ମାନଙ୍କ ମନରେ କଣ ରହିଛି ନିହାତି ଜଣେଇ ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *