ଭୁବନେଶ୍ବରରେ ଡେଲିଭେରୀ ବୟ ଭାବେ ବୁଲୁଛନ୍ତି ପ୍ଲେ-ବୟ, ଘରେ ପଶି ମେଣ୍ଟାଉଛନ୍ତି ଝିଅମାନଙ୍କ ଭୋକ, ଜାଣନ୍ତୁ ପୂରା ଖବର ।

Delivery

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆମ ସମାଜରେ ଏବେ ଦିନକୁ ଦିନ ଅପରାଧ ମୂଳକ କାର୍ଯ୍କଳାପ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଲୋକମାନଙ୍କ ଅପରାଧ ମୂଳକ କାଯ୍ୟକଳାପ କୁ ରୋକିବା ପାଇଁ ଯେତେ ପ୍ରୟାସ କରାଗଲେ ମଧ୍ୟ ସେମାନେ ନୂଆ ନୂଆଢଙ୍ଗରେ ଅପରାଧ ବଢାଇ ଚାଲିଛନ୍ତି । ଆପଣମାନେ ଜାଣିଥିବେ ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ଅନୈତିକ କାର୍ଯ୍ୟ ବଢ଼ି ଚାଲିଛି।

କରୋନା ମହାମାରୀ ସମୟରେ ଲକଡାଉନରେ ମଧ୍ୟ ଏଠାରେ ବେଧଡକ୍ ଭାବରେ ଦେ-ହ ବ୍ୟା-ପା-ର ଚାଲିଛି । ଆଗରୁ ତ ଭୁବନେଶ୍ୱରରେ କେବଳ ମହିଳା ଦେ-ହ-ଜୀ-ବୀ ଦେଖିବାକୁ ମିଳୁଥିଲେ କିନ୍ତୁ ଏବେ ପୁ-ରୁ-ଷ ବେ-ଶ୍ୟା ଅଥବା ଜି-ଗୋ-ଲୋ ମାନେ ମଧ୍ୟ ମାତିଛନ୍ତି । ସେଥିପାଇଁ ବର୍ତ୍ତମାନ ସମୟରେ ଲକଡାଉନ ଚାଲିଛି , ସେଥିପାଇଁ ଏହି ଜି-ଗୋ-ଲୋ-ମାନେ ନିଜର ଦେ-ହ ବ୍ୟ-ବ-ସାୟ କରିବା ପାଇଁ ଏକ ଭିନ୍ନ ଉପାୟ ବାଛିଛନ୍ତି ।

loves

ଯାହାଫଳରେ ସେମାନଙ୍କୁ କେହି ସନ୍ଦେହ କରୁନାହାନ୍ତି ଓ ସେମାନେ ରାଜଧାନୀର ମହି-ଳାଙ୍କ ଦେ-ହର ଭୋ-କ ମେଣ୍ଟାଉଛନ୍ତି ଅନଲାଇନ୍ ପ୍ଲେ-ବ-ୟ। ପ୍ଲେ-ବ-ୟ ଚାହୁଁଥିବା ମହିଳାମାନେ ପ୍ରଥମେ ମୋବାଇଲରେ ଜରିଆରେ ସେମାନଙ୍କ ସହିତ କଥା ହେଉଛନ୍ତି ତା ପରେ ସେମାନଙ୍କୁ ତାଙ୍କର ଲୋକେସନ ସେୟାର କରୁଛନ୍ତି ।

ଲୋକେସନ ପାଇବାର କିଛି ସମୟ ପରେ ମ-ହି-ଳାଙ୍କର ଦେ-ହ-ର ଭୋକ ମେଣ୍ଟେଇବାକୁ ପହଞ୍ଚି ଯାଆନ୍ତି ସୁନ୍ଦର ସୁନ୍ଦର ଯୁବକ। ପ୍ରାୟତଃ ବାଇଶି ରୁ ବତିଶି ବୟସର ହୋଇଥିବା ଏହି ଯୁବକମାନେ ମହିଳାମାନଙ୍କ ଦେ-ହ-ର ଭୋକ ମେଣ୍ଟାଇବା ପାଇଁ ୨୦୦୦ ରୁ ୫୦୦୦ ଟଙ୍କା ନେଇଥାନ୍ତି ଓ ପୁରା ରାତି ପାଇଁ ସେମାନେ ପ୍ରାୟ ୧୦,୦୦୦ ଟଙ୍କା ସେହି ମହିଳାଙ୍କ ଠାରୁ ରୋଜଗାର କରିଥାନ୍ତି।

ll

ତେବେ ପ୍ଲେ-ବ-ୟ-ମାନେ ଯୁବତୀଙ୍କ ଘରେ କେତେବେଳେ ସିକ୍ୟୁରିଟି ଗାର୍ଡ ତ କେତେବେଳେ ଡେଲିଭରି ବୟ ଭାବରେ ଆସିଥାନ୍ତି , ଯାହାଫଳରେ ସେମାନଙ୍କୁ କେହି ସନ୍ଦେହ କରିନଥାନ୍ତି ଓ ସେମାନେ ସେମାନଙ୍କ ବ୍ୟବସାୟ କରିଥାନ୍ତି । ଅନେକ ସମୟରେ ତ ସେମାନେ କେବଳ ନକଲି ପାର୍ସଲ୍ ବୟ ନୁହେଁ ବରଂ ଯୁବତୀଙ୍କ ସମ୍ପର୍କୀୟର ପରିଚୟ ଦେଇ ଘର ଭିତରକୁ ଯାଇଥାନ୍ତି । ଏହିପରି ଭାବରେ ପ୍ଲେ–ବୟ ମାନେ ଭୁବନେଶ୍ୱର ବଜ଼ାରରେ ନିଜର ଦେହ ବ୍ୟବସାୟ ବଢ଼ାଇ ଚାଲିଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *