ବୃଷ , ସିଂହ , ତୁଳା ଓ ମିଥୁନ ରାଶିର ଲୋକ ସାବଧାନ । ଅକ୍ଟୋବର 16 ଦଶହରା ପୁର୍ବରୁ ବିପତ୍ତରେ ପଡିବେ । ଜାଣନ୍ତୁ କେମିତି ପାଇବେ ମୁକ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଧର୍ମ ରେ ନବରାତ୍ରୀ ପର୍ବର କେତେ ମହତ୍ୱ ରହିଥାଏ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଏହି କାରଣ ପାଇଁ ଏହି ପର୍ବ କୁ ସାରା ଦେଶରେ ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଏ । ଏହି ଥର ନବରାତ୍ରୀ ପର୍ବ ରେ ସଂମ୍ପର୍ଣ୍ଣ ଶହେ ବର୍ଷ ପରେ ଏକ ବଡ ସଂଯୋଗ ବନୁଛି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ଥର ମହାରାଣୀ 6 ଟି ରାଶି ରହିଥିବା ଲୋକଙ୍କ ଉପରେ ନିଜର ଅସିମ କୃପାର ବର୍ଷା କରିବାର ରହିଛନ୍ତି , ତେବେ ଏହା ସହିତ 4 ଟି ରାଶି ଉପରେ ରହିଛି ଘୋର ବିପତ୍ତି , ତେବେ ସେହି ରାଶି ଗିଡିକ କଣ ଓ ଏହି ବିପତ୍ତିରୁ କେମିତି ପାଇବେ ମୁକ୍ତି ପାଇବେ ଜାଣିବା ପାଇଂ ଶେଷ ଯାଏ ପଢନ୍ତୁ ।

rashi

ବୃଷ , ସିଂହ , ତୁଳା ଓ ମିଥୁନ ରାଶିର ଲୋକ ସାବଧାନ

ବୃଷ – ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ର ଆଞ୍ଚ ଆସିପାରେ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କଲେ ମଧ୍ୟ ପ୍ରଶଂସିତ ହେବେନି । ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହେବାର ଥିଲେ ମଧ୍ୟ କୌଣସି କାରଣ ପାଇଁ ତାହା ମିଳିବନି । ଫଳରେ ଆର୍ଥିକ କ୍ଷେତ୍ରରେ ଦୁଃଖିତ ହେବ । କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ ଅଭାବ ଦେଖାଦେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ ।

ସିଂହ – ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ହ୍ରାସ ହେବ । କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ମିଳିବ । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ।ବୟସ୍କଙ୍କ, ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ନିଶ୍ଚୟ ମିଳିବ । ପ୍ରତିକୂଳ ପରିସ୍ଥତିରେ କାର୍ଯ୍ୟର ଚାପ ଅଧିକ ରହିବ ତଥାପି ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଅପକୃତ ହେବେ ।

Astrology

ତୁଳା – ପରିସ୍ଥିତି ଓ ପରିଣାମକୁ ଆଖି ଆଗରେ ରଖି କାମ କଲେ ସଫଳତା ମିଳିବ , ହେଲେ ବିଫଳତାର ସ୍ୱାଦ ଚାଖି ପାରନ୍ତି । କୌଣସି ସୁଯୋଗ ନ ମିଳିବା ହେତୁ ଧନ କ୍ଷତି ହେବ । ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ରହିବ । ଅଫିସରେ କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ । ପରୋକ୍ଷ ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ । ବିବାଦୀୟ ପରିସରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାରେ ଅସମର୍ଥ ହେବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ କ୍ଷତି ହେବ । ସାହିତ୍ୟ, କଳା, କାରିଗରୀ ପ୍ରତି ରୁଚି ବଳିବ ।

ମିଥୁନ – ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବାର ଥିଲେ ମଧ୍ୟ ହୋଇପାରିବନି। ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ । ଭବିଷ୍ୟତର ଯୋଜନା ବିଷୟରେ ଆପଣ ଚିନ୍ତା କରି ପାରିବେ । ଏହି ବର୍ଷ ସମସ୍ତ ପ୍ରକାରର ସମସ୍ୟା ଜୀବନରେ ଲାଗି ରହିବ । ଏହାର ସମାଧାନର ବାଟ ଖୋଜୋନ୍ତୁ ।

ଏହି ସବୁ ବିପତ୍ତିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ ଏହି ନବ ରାତ୍ରୀରେ ଅଷ୍ଟମୀ ରେ ମା ଦୁର୍ଗାଙ୍କ ସୁମରଣା କରିବା ସହିତ ଜୟ ମା ଦୁର୍ଗା ସୁମରଣ କରି ମାଙ୍କ ପାଇଁ ଗୋଟିଏ ଲାଇକ କରି ଦିଅନ୍ତୁ । ଦେଖିବେ ସବୁ ସମସ୍ୟ ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *