( ପାନ ପତ୍ର ) ଭଲ କରେ ମୁଣ୍ଡବିନ୍ଧା,କାଶ,ଆଣ୍ଠୁଗଣ୍ଠି ବିନ୍ଧା,କବଚ | ୧୦୦ ରୋଗ ଭଲ କରେ |

pana patra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁବେଳେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟ ରେ ପାନ ପତ୍ର ର ପ୍ରୟୋଗ କରିଥାଉ ଅଧିକାଶଂ ଲୋକ ମାନେ ଖାଦ୍ୟ ଖାଇବା ପରେ ଏହି ପାନର ସେବନ କରନ୍ତି । ଏମିତି କରିଲେ ଖାଦ୍ୟ ଭଲ ଭାବେ ଜିର୍ନ ହୋଇଥାଏ । ଏବଂ ଆମର ପାଚନ ତନ୍ତ୍ର ସବୁ ବେଳେ ସୁସ୍ଥ ରହିଥାଏ । ପାନ ପତ୍ର ନା କେବଳ ଶୁଭ କାର୍ଯ୍ୟ ରେ ବ୍ୟବହାର ହୁଏ ବରଂ ଏହାକୁ ଆମେ ମାନେ ଅନେକ ରୋଗ ଭଲ କରିବା ପାଇଁ ବ୍ୟବହାର କରିଥାନ୍ତି ।

panapatra

 

ହଜାରେ ପ୍ରକାରର ରୋଗ ରୁ ଦୂରେଇ ରହିବା ପାଇଁ ଏହାର ବ୍ୟବହାର ହୋଇଥାଏ । ଯେଉଁ ମାନଙ୍କୁ କନଷ୍ଟିପେସନ ଭଳି ସମସ୍ୟା ରହିଛି ସେମାନେ ସକାଳୁ ଗୋଟିଏ ପାନ ପତ୍ର ଚୋବେଇ ଖାଆନ୍ତୁ । ଏହି ପାନପତ୍ର ରେ ଏଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ । ଜାହା ଆମର କାଶ ଭଳି ସମସ୍ୟା କୁ ଦୂର କରେ । ଏଥିରେ ଥିବା ଏଣ୍ଟି ସେଫଟିକ୍ ଗୁଣ ରହିଥାଏ ଜାହା ମୁହଁ ସମନ୍ଧିତ ଅନେକ ସମସ୍ୟା କୁ ଦୂର କରେ ।

ଆପଣଙ୍କ ଦାନ୍ତ ରେ କଷ୍ଟ ହେଉ କିମ୍ଭା ଦାନ୍ତ ରେ ପୋକ ଲାଗିଥାଉ ମାଢି ଫୁଲି ଥାଉ କିମ୍ଭା ବା ପାଇରିଆ ଭଳି କୈଁଣସି ରୋଗ ହେଉ ପାଟି ସମ୍ମନ୍ଧିୟ କୈଣସି ବି ରୋଗ ହେଲେ ଆପଣ ମାନେ ନିଶ୍ଚିତ ଭାବେ ଉପଚାର ପାଇବେ । ଆର୍ଥରେଟିସ୍ ବା ଜୟେଣ୍ଟ ପେନ୍ ଭଳି ସମସ୍ୟା ପାଇଁ ଆପଣ ମାନେ ପାନ ପତ୍ର ବା ଏହାର ରସ ସେବନ କରିପାରିବେ ।

ସେହି ପରି ଗୋଟିଏ ପାନ ପତ୍ର ରେ ଚିନି ଦାନା ସଦୃଶ ଚୂନ ମିଶେଇ ଆପଣ ମାନେ ପ୍ରତି ଦିନ ସେବନ କରିବେ ତେବେ ଆପଣ ମାନଙ୍କ ଶରୀର ରେ କ୍ୟଲସିୟମ୍ ର ଅଭାବ ମୋଟେ ବି ହେବ ନାହିଁ । ଯଦି ଆପଣ ମାନଙ୍କର ଗଳା ବସିଜାଇଛି ବା ପ୍ରୋଡ୍ ଇନଫେକ୍ସନ ହୋଇଛି ତେବେ ଆପଣ ମାନେ ଏକ ପାନ ପତ୍ର କୁ ଏକ ଗ୍ଲାସ୍ ପାଣିରେ ଫଉଟେଇ ଗ୍ରାଗ୍ଲିଂ କରିପାରିବେ । ସେହି ପରି ଆପଣ ମାନେ ତ୍ୱଚ୍ଛା ର ସମସ୍ୟା ଏବଂ ମୁହଁ ର ସମସ୍ୟା ପାଇଁ ବ୍ୟଟିଂ ପ୍ରଡୋକ୍ଟ ଭାବେ ଆପଣ ମାନେ ଏହାର ବ୍ୟବହାର କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *