ହେ ଭଗବାନ – ଗୁଡଲି ରଥଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଜାହା ଏକ ବଡ ଖବର ଆସି ପହଁଚିଛି କି ସଂଙ୍ଗୀତ ନିର୍ଦ୍ଧେଶକ ଗୁଡୁଲି ରଥ ହୃଦଘାତ କାରଣ ହେତୁ ବର୍ତମାନ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଓଡିଆ ସିନେମା ଜଗତ ସହିତ ଓଡିଆ ସିରିଏଲ ଜଗତ ରେ ମଧ୍ୟ ସେ ବହୁତ ସଂଙ୍ଗୀତ ନିର୍ଦ୍ଧେଶନା ଦେଇଛନ୍ତି ।

Goodly Rath

ଏବେ ଏବେ କାଷ୍ଟିଂ ହୋଇଥିବା ନୂଆ ସିିରିଏଲ ଏବଂ ଚଳଚିତ୍ର ଜଗତ ରେ ଅନନ୍ୟ ଗୁଡଲୀ ହେଲେ ସେ ଏବେ ICU ରେ ବର୍ତ୍ତି ହୋଇଥିବାର ସୁଣିବା ପାଇଁ ମିଳିଛି । ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ ରେ ତାଙ୍କୁ 21 ତାରିଖ ରେ ଭର୍ତ୍ତି କରାଜାଇଛି । ତାଙ୍କୁ ହଠାତ୍ ହୃଦଘାତ ଜନିତ ସମସ୍ୟା ଦେଖା ଦେବାରୁ ସେ ସେଠାରେ ଭର୍ତ୍ତି ହୋଇଛନ୍ତି ।

ଗୁଡୁଲି ରଥ ଜଣେ କ୍ଷେତ ନାମା ସଂଙ୍ଗୀତ ନିର୍ଦ୍ଧେଶକ ସହିତ ଭଲ ସଂଙ୍ଗର ମଧ୍ୟ ଅନେକ ରିଆଲିଟି ସୋ ରେ ଜର୍ଜ ଭାବେ ଗୁଡୁଲି ରଥ କାମ କରିଛନ୍ତି । ଏବେ ଏବେ ପ୍ରସାରିତ ହୋଇଥିବା ଜି ସାର୍ଥକ୍ ର ସବୁଠାରୁ ଲୋକପ୍ରିୟ ଚଳଚିତ୍ର ଦୂର୍ଗତୀନାଶିନୀ 2 ରେ ମଧ୍ୟ ଗୁଡୁଲି ରଥ ଙ୍କୁ ସଂଙ୍ଗୀତ ନିର୍ଦ୍ଧେଶନା ଦେବାର ଦେଖିବା ପାଇଁ ମିଳିଥିଲେ । ଜାହାର ସଂଙ୍ଗୀତ ଗୁଡିକ ଲୋକ ମାନଙ୍କ ହୃଦୟ କୁ ବହୁତ ପରିମାଣରେ ଛୁଇଁଥିଲା ।

Goodly

ତେବେ ଗୁଡୁଲି ରଥ ଙ୍କ ଅସୁ୍ସ୍ଥତାର କାରଣ ଏବେ ପ୍ରଷ୍ଟ ହୋଇଥିଲେ ମଧ୍ୟ ଗୁଡୁଲି ରଥ ଏବେ କେମିତି ରହିଛନ୍ତି ତାହା ଏବେ ଯାଏ ଜଣା ପଡିନାହଁ । ତେବେ ସୁଣିବାକୁ ମିଳୁଛି ଗୁଡୁଲି ରଥ ଧିରେ ଧିରେ ସୁସ୍ଥ ହୋଇଆସୁଛନ୍ତି । ଏବଂ ତାଙ୍କର ହଠାତ୍ ହୃଦଘାତ ଜନିତ ସମସ୍ୟା ଦେଖା ଦେବାରୁ ସେ ହାଇଟେକ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଆମେ ମାନେ ଭଗବାନ ଙ୍କ ପାଖରେ ପାର୍ଥନା କରୁଛୁ କି ଗୁଡୁଲି ରଥ ବହୁତ ଜଲ୍ଦି ଭଲ ହୋଇଜାଆନ୍ତୁ ଏବଂ ପୁଣିଥରେ ଆମର ନିର୍ଦ୍ଧେଶନା କ୍ଷେତ୍ର କୁ ଫେରନ୍ତୁ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *