13 ଅକ୍ଟୋବର – ଦୁର୍ଗାଷ୍ଟମୀ ରୁ ବଦଳିବ 4 ରାଶିର ଭାଗ୍ୟ ।

4rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନବରାତ୍ରୀ 2021 ଅକ୍ଟୋବର 7 ରୁ ଆରମ୍ଭ ହେଉ ଥିବା ବେଳେ ବହୁତ ଲୋକ ମାନେ ଏହି ନବରାତ୍ରୀ ର ଅପେକ୍ଷା ବହୁତ ଉତ୍ସାହ ର ସହିତ କରିଥାନ୍ତି । ଏହି ନବରାତ୍ରୀ ରେ ମାତା ଦୂର୍ଗା ଙ୍କ ନଅ ଟି ରୂପ ର ପୂଜା କରା ଜାଇଥାଏ । ଏହି ଦିନ ରେ ମାତା ଦୂର୍ଗା ଙ୍କୁ ପ୍ରଶନ୍ନ କରିବା ପାଇଁ ବହୁତ ପରିମାଣ ରେ ଚେଷ୍ଟା କରି ଥାନ୍ତି । ଜାହା ଦ୍ୱାରା ମାତା ଦୂର୍ଗା ଆପଣ ମାନଙ୍କ ମନସ୍କାମନା ବହୁତ ଜଲ୍ଦି ହିଁ ପୂରଣ କରନ୍ତି ।

ଏହି ଥର ନବରାତ୍ରୀ ପର୍ବ ରେ ଅଷ୍ଟମୀ ଦିନ ସଂମ୍ପର୍ଣ୍ଣ ଶହେ ବର୍ଷ ପରେ ଏକ ଶୁଭ ସଂଯୋଗ ବନୁଛି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ଥର ମହାରାଣୀ 4 ଟି ରାଶି ରହିଥିବା ଲୋକଙ୍କ ଉପରେ ନିଜର ଅସିମ କୃପାର ବର୍ଷା କରିବାର ରହିଛନ୍ତି । ହୋଇପାରେ ଏମାନଙ୍କ ମଧ୍ୟରୁ ଆପଣଙ୍କ ସେହି ଭାଗ୍ୟଶାଳୀ ରାଶି ହୋଇପାରେ ।

rashi

ବୃଷ ରାଶି -, ଏହି ଦିନ ରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଯୋଗୁଁ ଆପଣ ମାନଙ୍କୁ ଏହି ଦିନ ରେ ବହୁତ ବଡ ଧନ ଲାଭ ମିଳିବା ପାଇଁ ଯାଉଛି ଏବଂ ଆପଣ ମାନେ କୋଟି ପତି ହେବାକୁ ଯାଉଛନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅସେଷ କୃପା ରହି ଥିବାର ଦେଖିବା ପାଇଁ ମିଳିବ । ଏହି ଦିନ ରେ ଆପଣ ମାନଙ୍କ ଉପରୁ ସବୁ କରଜ ଭାର ଦୂର ହେବାକୁ ଯାଉଛି ପାରିବାରିକ ତରଫ ରୁ ଆପଣ ମାନଙ୍କୁ ବହୁତ ବଡ ଖୁସୀ ଖବର ଦେଖିବା ପାଇଁ ମିଳିବ ।

ସିହଂ ରାଶି – ଏହି ଦିନ ରେ କୋର୍ଟ କଚେରୀ ମାମଲା ରେ ଆପଣ ମାନଙ୍କୁ ସଫଳତା ହାସଲ ହେବ । ଆପଣ ମାନେ ଏହି ଦିନ ରେ ନିଜର ପରିଶ୍ରମ ରୁ ହିଁ କିଛି ନୂଆ କରି ଦେଖେଇବେ ସିହଂ ରାଶି ଏହି ଦିନ ରେ ବେ-ରୋଜଗାର ଯୁବକ ମାନଙ୍କୁ ଚାକିରୀ ର ମୈକା ମିଳିବା ପାଇଁ ଯାଉଛି । ନୂଆ କାର୍ଯ୍ୟ ରେ ଆସୁ ଥିବା ବିଘ୍ନ ଆପଣ ମାନଙ୍କ ଉପରୁ ଏହି ଦିନ ରେ ଉଠି ଯିବ ।

ମିଥୁନ ରାଶି – ଏହି ଦିନ ରେ ଯଦି ଆପଣ ମାନେ କୈଣସି ବ୍ୟବସାୟ ବ୍ୟତିତ କାର୍ଯ୍ୟ ରେ ହାତ ଲଗାନ୍ତି ତେବେ ତାହା ବହୁତ ସୁଫଳ ହେବ । ଏବଂ ଏହି ବ୍ୟକ୍ତି ମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି । ବ୍ୟକ୍ତିଗତ ଜିବନ ରେ ଆପଣ ମାନେ ଆନନ୍ଦ ପାଇବେ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ।

rashi

କୁମ୍ଭ ରାଶି – ଜିବନ ସାଥୀ ଏବଂ ସନ୍ତାନମାନଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ଏବଂ କୈଣସି କାର୍ଯ୍ୟ ରେ ଯଦି ବିଫଳତା ସାମ୍ନା କୁ ଆସେ ତେବେ ତୁରନ୍ତ ହିଁ ଟଳି ଯିବ ଆଜିର ଦିନ ରେ ଯୋଜନା ମାନଙ୍କର ପୂର୍ଣ୍ଣ ବ୍ୟକ୍ତ କରା ଜାଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ । ନିଜ ରାଶି , ଜାତକ , ଭାଗ୍ୟ ଓ ଭବିଷ୍ୟ ବିଷୟରେ ସବୁବେଳେ ଟିକନିକ ଖବର ପଢିବାକୁ ଚାହୁଁଥିଲେ ଏବେ ହିଁ ଗୋଟିଏ ଲାଇକ କରନ୍ତୁ । ଲାଇକ କଲେ ହିଁ ଆପଣ ସେହି ବିଷୟରେ ପଢି ପାରିବେ ।

Leave a Reply

Your email address will not be published. Required fields are marked *