ଅକ୍ଟୋବର ୭ରୁ ଆରମ୍ଭ ନବରାତ୍ରି, ବଦଳିବ ଏହି ରାଶିର ଲୋକଙ୍କ ଭାଗ୍ୟ !

Maa Durga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅକ୍ଟୋବର ୭ରୁ ଆରମ୍ଭ ନବରାତ୍ରି, ଜାଣନ୍ତୁ ଘଟସ୍ଥାପନା ଶୁଭ ମୁହୂର୍ତ୍ତ କଣ ଅକ୍ଟୋବର 6 ରୁ ପିତୃପକ୍ଷ୍ୟ ଶେଷ ହୋଇଯିବ । ଅକ୍ଟୋବର 7 ରୁ ନବରାତ୍ରୀ ଆରମ୍ଭ ହୋଇଯିବ । ସେହି ପରି ଅକ୍ଟୋବର 14 ତାରିଖ ରେ ମହାନବମୀ ପାଳନ କରାଯିବ । ଏବଂ ଅକ୍ଟୋବର 10 ରେ ଦଶହରା ପାଳନ କରାଯିବ । ଅକ୍ଟୋବର14 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପର୍ବରେ ମାଆ ଦୂର୍ଗାଙ୍କର ବିଭିନ୍ନ ରୂପ ଏବଂ ପୂଜା ଅର୍ଚ୍ଚନା କରାଯାଏ ।

ଶାସ୍ତ୍ର ରେ ମାଆ ଦୂର୍ଗାଙ୍କର 9 ପ୍ରକାରର ରୂପ କୁ ବର୍ଣ୍ଣନା କରାଜାଇଛି । ନବରାତ୍ରୀ ସମୟ ରେ ମାଆ ଦୂର୍ଗାଙ୍କର ବିଭିନ୍ନ ରୂପ ବା ସ୍ୱରୂପ କୁ ପୂଜା କରିବା ଦ୍ୱାରା ବିଶେଷ ପୂର୍ଣ୍ଣ୍ୟ ଫଳ ମିଳେ । ବିଶ୍ୱାସ ରହିଛି କି ମାଆ ଦୂର୍ଗା ତାଙ୍କର ଭକ୍ତଙ୍କର ସବୁ ଅସୁବିଧା କୁ ଦୂର କରିଥାନ୍ତି । ନବରାତ୍ରୀ ର ପ୍ରଥମ ଦିନରେ ଘଟ ସ୍ଥାପନା ସହିତ 9 ଦିନ ପାଇଁ ଦେବୀ ମାଆ ଙ୍କ ପୂଜା ଅର୍ଚ୍ଚନା କରାଜାଇଥାଏ । ଘଟସ୍ଥାପନା ପାଇଁ ଶୁଭ ମୂହୁର୍ତ୍ୱ ର ବିଶେଷ ରୂପେ ଧ୍ୟନ ରଖନ୍ତି ।

Maa Durga

ଅକ୍ଟୋବର 7 ରେ ଘଟସ୍ଥାପନା ର ଶୁଭ ମୂହୁର୍ତ୍ୱ ସକାଳ 6.17 ମିନିଟ୍ ରୁ ସକାଳ 7.07 ମିନିଟ ପର୍ଯ୍ୟନ୍ତ ରହିଛି । ଏହି ସମୟ ରେ ଘଟସ୍ଥାପନା କରିବା ଦ୍ୱାରା ନବରାତ୍ରୀ ଫଳପ୍ରଦ ହୋଇଥାଏ । କେଉଁ ଦିନ କେଉଁ ମାଆ ଙ୍କୁ ପୂଜା କରିଲେ ବିଶେଷ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଅକ୍ଟୋବର ତାରିଖ ଦିନରେ ଆପଣ ମାନେ ମାଆ ଶୈଳି ପୁତ୍ରୀ ଙ୍କର ଉପାସନା କରି ପାରିବେ ।

ଏହା ସହିତ ଅକ୍ଟୋବର 8 ତାରିଖ ଦିନରେ ମାତା ବ୍ରହ୍ମ ଚାରିଣୀ ଙ୍କ ଉପାଶନା କରିବେ । ଅକ୍ଟୋବର 9 ରେ ମାତା ଚନ୍ଦ୍ର ଘଣ୍ଟା ଏବଂ ମାତା କୁସ୍ମାଣ୍ଡା ର ଉପାଶନା କରିବେ । ଅକ୍ଟୋବର 10 ରେ ମାତା ସ୍କନ୍ଦ ମାତା ଙ୍କର ଉପାଶନା କରିବେ । ଅକ୍ଟୋବର 11 ରେ ମାତା କାତ୍ୟାୟନି ଏବଂ ଅକ୍ଟୋବର 12 ତାରିଖ ରେ ମାଆ କାଳରାତ୍ରୀ ଙ୍କର ଉପାଶନା କରିବେ ।

Maa Durga

ଅକ୍ଟୋବର 13 ତାରିଖ ମାଆ ମହା ଗୈରୀ ଙ୍କର ପୂଜା କରିବେ ଅକ୍ଟୋବର 14 ତାରିଖ ରେ ମାଆ ସିଦ୍ଧି ରାତ୍ରୀ ଙ୍କ ପୂଜା କରିବେ । ଏବଂ ଅକ୍ଟୋବର 15 ବଜୟା ଦଶମୀ ରେ ଆପଣ ମାନେ ଦଶହରା ପାଳନ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *