ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତଜ୍ଞ ଗୁଡୁଲି ରଥ । ବଡ ଦୁଃଖ ଖବର

Goodly Rath

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆସିଜାଇଛି ବହୁତ ବଡ ଦୁଖଃ ଖବର ଓଲିଉଡ ର ଲୋକପ୍ରିୟ ସଂଙ୍ଗୀତ ନିର୍ଦ୍ଧେଶକ ଗୁଡୁଲି ରଥ ହୃଦଘାତ କାରଣ ହେତୁ ବର୍ତମାନ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆପଣ ମାନେ ଗୁଡୁଲି ରଥ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ବହୁତ ସାରା ସଂଙ୍ଗୀତରେ ନିର୍ଦ୍ଧେଶନା ଦେଇଥାନ୍ତି ଗୁଡୁଲି ରଥ ।

Goodly

ତେବେ ଏହି ହୃଦଘାତ ପୂର୍ବରୁ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସେଥିପାଇଁ ତାଙ୍କୁ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ନିଆଁ ଜାଇଥିଲା । ଏବଂ ବର୍ତମାନ ସମୟ ରେ ସେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ହିଁ ଚିକିତ୍ସିତ ହେଉଛନ୍ତି । ଏହି ଖବର ଆଜି ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଶ୍ରୀତମ୍ ଦାସ ଏହି ଖବର ଟି ଜଣେଇଛନ୍ତି ।

ସେମିତି ରେ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଓଲିଉଡ ର ସଂଙ୍ହୀତ ଜଗତ ପାଇଁ ବହୁତ ବଡ ଦୁଖଃର ଖବର ଆସିଥିଲା ଯେଉଁଥିରେ ତପୁମିଶ୍ର ମୃତ୍ୟୁ ବରଣ କରିଥିଲେ । ଏହା ପରେ ବର୍ତମାନ ସମୟ ରେ ଅନ୍ୟ ଏକ ଦୁଖଃ ଖବର ଆସିଜାଇଛି । ଯେଉଁଠାରେ ଓଲିଉଡ ର ସଂଙ୍ଗୀତଜ୍ଞ୍ୟ ଗୁଡଲୀ ରଥ ଅସୁସ୍ଥ ହୋଇପଡିଛନ୍ତି ।

Goodli rath.

ବର୍ତମାନ ସମୟ ରେ ତାଙ୍କୁ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ନିଆଁ ଜାଇଛି । ଆମେ ମାନେ ଭଗବାନ ଙ୍କ ପାଖରେ ପାର୍ଥନା କରୁଛୁ କି ଗୁଡୁଲି ରଥ ବହୁତ ଜଲ୍ଦି ଭଲ ହୋଇଜାଆନ୍ତୁ ଏବଂ ପୁଣିଥରେ ଆମର ନିର୍ଦ୍ଧେଶନା କ୍ଷେତ୍ର କୁ ଫେରନ୍ତୁ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *