ଅଧକପାଳି ମୁଣ୍ଡବିନ୍ଧା ୨ମିନିଟ୍ ରେ ଭଲ ହେବ | ଆପଣାନ୍ତୁ ଏହି ସହଜ ଉପାୟ

ବନ୍ଧୁଗଣ ଅଧକପାଳି ମୁଣ୍ଡବିନ୍ଧା ଏଭଳି ଏକ ସମସ୍ୟା ଅଟେ ଯାହା ମୁଣ୍ଡର ଡାହାଣ କିମ୍ବା ବାମ ପ୍ରାଶ କୌଣସି ବି ଗୋଟିଏ ପାଖରେ ଭୟଙ୍କର ଯନ୍ତ୍ରଣା ଅନୁଭୁତ ହୋଇଥାଏ । ଏହା ଯନ୍ତ୍ରଣା ବହୁତ ହିଁ କଷ୍ଟ ଦାୟକ ହୋଇଥାଏ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଏଭଳି ସମସ୍ୟାର ବହୁତ ଦିନ ଧରି ସମ୍ମଖିନ ହେଉଚନ୍ତି ମୁଣ୍ଡବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାର ଔଷଧର ମଧ୍ୟ ସେବନ କରିଥାନ୍ତି ଏହା ଦ୍ୱାରା କିଛି ସମୟ ପାଇଁ ଆରାମ ମିଳିଥାଏ କିନ୍ତୁ ପୁଣିଥରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ ।

Headache

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରଇ ଉପଚାର ବିଷୟରେ କହିବୁ ଯାହାର ପ୍ରୟଗ ଦ୍ୱାରା ଆପଣ ଏହି ଅଧକପାଳି ମୁଣ୍ଡବିନ୍ଧା ରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବେ, ତେବେ ଆସନ୍ତୁ ଏହି ବିଷୟରେ ଜାଣିନେବା ସେଥିପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ବନ୍ଧୁଗଣ ମୁଣ୍ଡବିନ୍ଧା ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ କାବୁଲି ବାଦାମର ସବୁଠାରୁ ଅଧିକ ଆବ୍ୟକତା ରହିଛି ଆପଣ ଏଥିପାଇଁ ତିନିରୁ ଚାରଟି କାବୁଲି ବାଦାମ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ବାଟି ଦିଅନ୍ତୁ ଏହା ପରେ ଆପଣ ଏକ ଗ୍ରାଇଣ୍ଡର ଜକ୍ ନିଅନ୍ତୁ ସେଥିରେ ଏହି କାବୁଲି ବାଦାମ ବଟାକୁ ପକାଇ ଦିଅନ୍ତୁ, ଏହା ପରେ ଆପଣ ଅଢ଼େଇଶହ ଗାଈ କ୍ଷୀର ନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡର ଜକରେ ପକାନ୍ତୁ,

heach

ଏହା ପରେ ଆପଣ ଶେଷ ସାମଗ୍ରୀ ଛଟ ଖଣ୍ଡ ମିଶ୍ରି ଗ୍ରାଇଣ୍ଡର ଜକରେ ପକାଇ ଦିଅନ୍ତୁ ବର୍ତ୍ତମାନ ଏହି ସାମଗ୍ରୀ କୁ ଆପଣ ଭଲ ଭାବରେ ଗ୍ରାଇଡିଂ କରି ଦିଅନ୍ତୁ । ଏହା ପରେ ଆପଣ ସେହି ମିଶ୍ରଣ କୁ ଏକ ଗାଲ୍ସରେ ରଖନ୍ତୁ ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ହୋଇଗଲା, ଆପଣ ମାନେ ପ୍ରତିଦିନ ଏହି ଉପଚାର କୁ ପ୍ରସ୍ତୁତ କରି ପ୍ରୟଗ କରନ୍ତୁ ଆପଣ ଦେଖିବେ ବହୁତ ଅଳ୍ପ ଦିନ ଭିତରେ ଆପଣଙ୍କର ଅଧକପାଳି ମୁଣ୍ଡବିନ୍ଧା ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ଏବଂ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *