( ମଶା ) ଘର ଛାଡ଼ି ଚାଲିଯିବେ | କରନ୍ତୁ ଏହି ଘରୋଇ ଉପାୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରେ ମଶା ହେବା ଦ୍ୱାରା ଡେଙ୍ଗୁ , ମ୍ୟଲେରିଆ ଏବଂ ଚୁକୁନ ଗୁନୁଆ ଭଳି ଭୟଙ୍କର ରୋଗ ହେବାର ଆଶଂକା ରହିଥାଏ । ସେହିଥି ପାଇଁ ଆମେ ମାନେ ମାର୍କେଟ୍ ରେ ମିଳୁ ଥିବା କେମିକାଲ ଯୁକ୍ତ ପ୍ରଡୋକ୍ଟ ମାନ ବ୍ୟବହାର କରି ଥାନ୍ତି ହେଲେ ଏବଂ ପରେ ତାହାବି ଆମ ମାନଙ୍କ ପାଇଁ ଖରାପ ସାବ୍ୟସ୍ତ ହୋଇଥାଏ ।

ସେ ଲିକ୍ୟୁଡ୍ ହେଉ ବା କୟେଲ୍ ଏହା ସବୁ ସମୟ ରେ ଆମ ମାନଙ୍କ ସ୍ୱାସ୍ଥ ପାଇଁ ହାନୀ କାକର ହୋଇଥାଏ । ସେହିଥି ପାଇଁ ଆମେ ମାନେ ଆଜି ଆପଣ ମାନଙ୍କ ପାଇଁ କିଛି ଘୋରଇ ଉପାୟ ମାନ ନେଇ କରି ଆସିଛୁ ଜାହା ସଂମ୍ପର୍ଣ୍ଣ ଆୟୁରବେଦ ରେ ପ୍ରସ୍ତୁତ ଅଟେ ଏବଂ ଏହାର ବ୍ୟବବହାର ଆପଣ ମାନେ ଘରେ କରି ଏହି ମଶା ମାନଙ୍କୁ ଦୂରେଇ ଦେଇ ପାରିବେ ।

Mosquito

ତେବେ ଆସନ୍ତୁ ସେମିତି କିଛି ଉପାୟ ମାନଙ୍କ ବିଷୟ ରେ ଜାଣି ନେବା ପ୍ରଥମେ ରହିଛି ନଡିଆ ତେଲ ଏବଂ ଲବଙ୍ଗ । ମଶା ମାଛି କି ନଡିଆ ତେଲ ଏବଂ ଲବଙ୍ଗ ର ବାସ୍ନା ମୋଟେ ବି ଭଲ ଲାଗେ ନାହିଁ । ନଡିଆ ତେଲ ରେ ଲବଙ୍ଗ ର ତେଲ କୁ ମିକ୍ସ କରନ୍ତୁ । ଏହାକୁ ନିଜ ଶରୀର ରେ ଲଗାନ୍ତୁ । ମଶା ଆପଣ ଙ୍କ ପାଖକୁ ଆସିବ ନାହିଁ ଏହା ଓଜମସ୍ ପରି କାମ କରି ଥାଏ ।

ସେହି ପରି ଦୁଇ ରେ ହେଲା କର୍ପୂର ର ଧୂଆଁ ଘରୁ ମଶା ବାହାର କରିବା ପାଇଁ ଆପଣ ମାନେ ଏହି ଉପାୟ କୁ ଆପଣେଇ ପାରିବେ କାରଣ ମଶା ମାନଙ୍କୁ କର୍ପୂର ର ଦୂଆଁ ମୋଟେ ବି ପସନ୍ଧ ଆସେ ନାହିଁ ।

ସେହି ପରି ତିନି ରେ ହେଲା ଲେମ୍ବୁ ର ରସ ଏହାକୁ ଆପଣ ମାନେ ଏହି ଲେମ୍ବୁ ରସ କୁ ଲିକୁଇଡ୍ ବକ୍ସ ରେ ଭରି ଦିଅନ୍ତୁ ,ଏହାର ପ୍ରୋୟଗ କରିଲେ ମଶା ପଳେଇବେ ।

Mosquito

ସେହି ପରି ଚାରି ରେ ହେଲା ନିମ୍ବ ତେଲ, ଏହି ତେଲ କୁ ଆପଣ ମାନେ ଘର ର ସବୁ ସ୍ଥାନ ରେ ଟିକିଏ ଟିକିଏ କରି ଛିଞ୍ଚି ଦିଅନ୍ତୁ ତେବେ ଦେଖିବେ ନିଶ୍ଚିତ ଭାବେ ଆପଣ ମାନଙ୍କର ଘରୁ ସଂମ୍ପର୍ଣ୍ଣ ଭାବେ ମଶା ମାନେ ଦୂରେଇ ଯିବେ,

ଏହା ପରେ ରହିଛି ତୁଳସୀ ଗଛ ଏହା ଆମ ମାନଙ୍କ ଘରେ ନିଶ୍ଚିତ ଭାବେ ରହି ଥାଏ, ଏହି ତୁଳସୀ ପତ୍ର ର ବାସ୍ନା ରେ ମଶା ମାନେ ଦୂରେଇ ଜାଇ ଥାନ୍ତି । ଶରୀର ର ତୁଳସୀ ପତ୍ର ର ରସ ଲଗେଇଲେ ମଶା କାଟେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *