ମାଡ଼ି ଆସୁଛି ୨ଟି ଲଘୁଚାପ ବାତ୍ୟା ରୂପ ନେବ |

rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ୍ ଜରିଆରେ ଆଉ କିଛି ନୂଆ ସୂଚନା ଜାରି କରିଛି । ଯେଉଁ ଥିରେ ଆଣ୍ଡାମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହି ଲଘୁଚାପ କ୍ଷେତ୍ର ଟି ଅଧିକ ଘନିଭୂତ ହେବା ସହିତ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ଆଗାମୀ 3 ରୁ 4 ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଉପକୂଳ ଅନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଖଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

rains

ଏଥି ପାଇଁ କେଉଁ ସବୁ ଜିଲ୍ଲା ମାନଙ୍କୁ ଆଲର୍ଟ ଜାରି ହୋଇଛି । ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା । ତେବେ ଏହି ଲଘୁଚାପ ପ୍ରଭାବ ରେ ଏବେ ଉତ୍ତର ପୂର୍ବ ଦିଗରେ ସମୁଦ୍ର ପତନ ଠାରୁ 3.1 କିଲୋମିଟର ଉଚ୍ଚତା ରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି । ଏହି ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟର ବହୁତ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ବିଜୁଳୀ ଏବଂ ଘଡଘଡି ର ବି ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ସୂଚନା ଦେଇଛି ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ୍ୟ ରୁ ଜାରି ସତର୍କ ସୂଚନା ଅନୁଜାଇ ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନାଗିରି , କୋରାପୁଟ , ରାୟଗଡା ,କଳାହାଣ୍ଡି , କନ୍ଧମାଳ , ଗଜପତି , ଗଞାମ୍ , ସୁନ୍ଦରଗଡ , କେଉଁଝର , ଏବଂ ମୟୁରଭଞୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଥି ପାଇଁ ଏହି ସମସ୍ତ ଜିଲ୍ଲା ମାନଙ୍କ ପାଇଁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rain

ଏହା ସହିତ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଦେଇଛନ୍ତି । କି ଏହିଥର ଦଶହରା ରେ ହେବ ପ୍ରବଳ ବର୍ଷା । ଭିଜିବ ସାରା ଓଡିଶା ହେଲେ 17 ତାରିଖ ବେଳକୁ ବାତ୍ୟାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *