ଜାଣନ୍ତୁ ହେଲର୍ଥ କାର୍ଡ ବିଷୟରେ ସବୁ କିଛି । ବନେଇଲେ ମିଳିବ ଏତିକି ଟଙ୍କାର ସୁବିଧା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ Health ID Card ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ । ଏମିତି କି ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ମାନେ ବନେଇ ସାରିଥିବେ । ଆଉ ଯଦି ବି ଆପଣ ମାନେ ବର୍ତମାନ ସଟମୟ ପର୍ଯ୍ୟନ୍ତ ବନେଇ ନାହାଁନ୍ତି ତେବେ ଏହାକୁ ଘରେ ବସି ଆପଣ ମାନେ ନିଜର ମୋବାଇଲ ଜରିଆରେ ବନେଇ ପାରିବେ ।

ସେଥି ପାଇଁ ଆମେ ଆପଣ ମାନଙ୍କୁ ଏହା ପୂର୍ବରୁ ଏହାର ଟପିକ୍ ଉପରେ ପୋଷ୍ଟ ଦେଇଛି କେମିତି ବନେଇ ପାରିବେ । ତେବେ ସେହି ପୋଷ୍ଟ ରେ ଆମକୁ ବହୁତ ସାରା କମେଣ୍ଟ ଆସୁଛି ଜାହା ବିଷୟ ରେ । ତେବେ ଆପଣ ମାନେ ଜାଣିଥିବେ ହେଲ୍ଥ ଆଇଡି ଯେଉଁ ଥିରେ ଆମର ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲେ ସେହି ସବୁ ଏହିଥିରେ ଏଣ୍ଟ୍ରୀ ରହିବ । ହେଲେ ଏହି ହେଲ୍ଥ ଆଇଡି ର ଶେଷ ତାରିଖ କେବେ ତେବେ ଜାଣି ରଖନ୍ତୁ ଏବେ କେବଳ ନୂଆ ପୋର୍ଟାଲ ଖୋଲୁଛି ।

Health Card

ବହୁତ ଟ୍ରାଫିକ୍ ଜାମ୍ ରହିଛି ଯେଉଁଥିରେ ବହୁତ ଲୋକ ମାନେ ଏହି କାର୍ଯ୍ୟ ରେ ଲାଗିଛନ୍ତି । ଏହହାକୁ ଲୋକ ମାନେ ପ୍ରତ୍ୟୋକ ଦିନ ବନାଉଛନ୍ତି । ତେବେ ବର୍ତମାନ ସମୟ ରେ ଏହାର ଶେଷ ତାରିଖ ଏନାଉନ୍ସ ହୋଇନାହିଁ । ଆମକୁ ଲାଗୁଛି ଯେଉଁ ପରି ଭାବେ ଆଧାର କାର୍ଡ ଏବଂ ଯେଉଁ ପରି ଭାବେ ଶ୍ରମ କାର୍ଡ ଯେତେ ବେଳେ ଚାହୁଁଛନ୍ତି ସେତେବେଳେ ବନେଇ ପାରୁଛନ୍ତି ।

ସେହି ପରି କ୍ଷେତ୍ର ରେ ଆପଣ ମାନେ ଏହି ହେଲ୍ଥ ଆଇଡି ମଧ୍ୟ ଯେତେ ବେଳେ ଚାହିଁବେ ସେତେ ବେଳେ ବନେଇ ପାରିବେ । ସେହି ପରି ଯେଉଁ ଫେମିଲି ର ଗୋଟିଏ ମୋବାଇଲ ନମ୍ବର ରହିଛି ତେବେ ସେହିଥିରେ ସେହି ଗୋଟିଏ ମୋବାଇଲ ନମ୍ବର ଦେଲେ ଚଳିବ କି ନା ଅଲଗା ଅଲଗା ନମ୍ବର ବ୍ୟବହାର କରିବା ପାଇଁ ପଡିବ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି । ସେଥି ପାଇଁ ଆପଣ ମାନେ ଗୋଟିଏ ମୋବାଇଲ ନମ୍ବର ଦେଲେ ଚଳିବ ।

Health ID Card

ଏହା ସହିତ ଏଥିରେ ବୟସ ଲିମିଟ୍ କେତେ ଯେଉଁ ଭଳି ଭାବେ ଶ୍ରମ କାର୍ଡ ରେ 16 ରୁ 59 ରହିଥିବା ବେଳେ ହେଲ୍ଥ କାର୍ଡ ରେ ଆପଣ ମାନେ ଯଦି ଜଣେ ଭାରତୀୟ ନାଗରିକ ତେବେ ଆପଣ ମାନେ ଏହିଥିରେ ଆପ୍ଲାୟ କରି ପାରିବେ । ସରକାର ଏଥିରେ କୈଣସି ବୟସ ଲିମିଟ୍ ରଖି ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *