କଣ ଶର୍ମ କାର୍ଡ ବନେଇଲେ କାଳିଆ ଜୋଯନା ପଇସା ଆସିବ ନାହିଁ । ବଡ ଖବର ପଢନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଶ୍ରମ କାର୍ଡ କଣ ଜାଣି ସାରିଥିବେ । ଏମିତି କି ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ମାନେ ଶ୍ରମ କାର୍ଡ ବନେଇ ସାରିଥିବେ । ଆଉ ଯଦି ବି ଆପଣ ମାନେ ବନେଇ ନାହାଁନ୍ତି ତେବେ ତାହାକୁ ଆପଣ ମାନେ ଘରେ ରହି ବନେଇ ପାରିବେ ସେହି ବିଷୟ ରେ ଆମେ ଆଗରୁ କହି ସାରିଛୁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଶ୍ରମ କାର୍ଡ ବିଷୟ ରେ କିଛି ନୂଆ ଆପଡେଟ୍ ଦେବା ପାଇଁ ଚାହିଁବୁ ଜାହା ଆପଣ ମାନେ ନିହାତି ଜାଣି ରଖିବା ଜରୁରୀ ଅଟେ ।

ତେବେ ଆପଣ ମାନେ ଜାଣିଥିବେ ଶ୍ରମ ଆମକୁ ଯେଉଁ ମାନେ 16 ରୁ 59 ବର୍ଷ ବୟସ ମଧ୍ୟରେ ହୋଇଥିବେ ସେମାନେ ଏହି ଶ୍ରମ କାର୍ଡ ବନେଇ ପାରିବେ । ଏହାକୁ କେନ୍ଦ୍ର ସରକାର ଙ୍କ ତରଫ ରୁ ଏବଂ ରାଜ୍ୟ ସରକାର ଙ୍କ ତରଫ ରୁ ଲେବର କାର୍ଡ ରହିଛି । ଆପଣ ମାନେ ବହୁତ ଲୋକଙ୍କର ଡାଉଟ ରହିଛି କି ଶ୍ରମ କାର୍ଡ କରିଲେ ଲେବର କାର୍ଡ କଟିଯିବ କି ତେବେ ସେମିତି ମୋଟେ ବି ହେବ ନାହିଁ ।

card

ଲେବର କାର୍ଡ ଆମର ରାଜ୍ୟ ସରକାର ଙ୍କ ପକ୍ଷ୍ୟ ରୁ ରହିଥିବା ବେଳେ ଶ୍ରମ କାର୍ଡ ଆମର କେନ୍ଦ୍ର ସରକାର ଙ୍କ ତରଫ ରୁ ତେବେ ବହୁତ ଲୋକଙ୍କର ଡାଉଟ୍ ରହିଛି କି ଯଦି ଆମେ ମାନେ ଶ୍ରମ କାର୍ଡ ବନେଇ ଦେଉଛେ ତେବେ ଆମର ଯେଉଁ କାଳିଆ ଯୋଜନା ପଇସା ଆସୁଛି ତାହା କଟିଯିବ କି । ତେବେ ଏହି ଉପରେ ବି ଆମେ କହିବୁ କି ଶ୍ରମ କାର୍ଡ ବନେଇଲେ ଆପଣ ମାନଙ୍କର କୈଣସି ବି କାଳିଆ ଯୋଜନା ପଇସାରେ ଅସୁବିଧା ଆସିବ ନାହିଁ ।

ତେବେ ଯେମିତି ଜାହାର ନାମ ରହିଛି ଜାହାର ଯେମିତି ପଇସା ଆସୁଛି ସେମିତି ଆସିବ । ସେହି ପରି ଲୋକଙ୍କର କୋନଫ୍ୟୁଜ୍ ରହିଛି କି କାଳିଆ ଯୋଜନା ରେ ଆମେ ଜଣେ ଚାଷୀ ହେଲେ ଏହି ଶ୍ରମ କାର୍ଡ ରେ ଆମେ କିଛି ଅଲଗା ଦେଇଦେଇଛେ ତେବେ ସେମିତି କ୍ଷେତ୍ର ରେ ବି କିଛି ଅସୁବିଧା ନାହିଁ କାରଣ ଆପଣ ମାନେ କୈଣସି ଥିରେ କିଛି ବି କାର୍ଡ ରହିଛି ସେହିସବୁ ଆପଣଙ୍କର କଟିବ ନାହିଁ ।

shram card

ତେବେ ଶ୍ରମ କାର୍ଡ ବନେଇଲେ ରାସନ କଟିବ ନାହିଁ କି କଳିଆ ଯୋଜନା କଟିବ ନାହିଁ । ଏହା ସହିତ ବରଂ ଏହି ଶ୍ରମ କାର୍ଡ ରେ ଆପଣ ମାନଙ୍କୁ 2 ଲକ୍ଷ୍ୟ ପର୍ଯନ୍ତ ଲାଭ ମିଳି ପାରୁଛି । ଯଦି ଆପଣ କରି ନାହାଁନ୍ତି ତେବେ ଜଲ୍ଦି କରି ନିଅନ୍ତୁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *