ଠିକ୍ ଏହି ଦଶହରା ପରେପରେ ମା ଦୂର୍ଗାଙ୍କ ଆର୍ଶୀବାଦ ରେ ବଦଳିଯିବ ଏହି 6 ଟି ରାଶିର ଭାଗ୍ୟ

Durga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନବରାତ୍ରୀ ର ପବିତ୍ର ପର୍ବ ଦଶହରା ଏହା 10 ଅକ୍ଟୋବର ରୁ ଆରମ୍ଭ ହୋଇଥିବା ବେଳେ ହିନ୍ଧୁ ଧର୍ମ ରେ ଏହି ପର୍ବରେ ବହୁତ ମହତ୍ୱ ରହିଛି । ଏହିଥିରେ ମାତା ଙ୍କର 9 ଦିନ ଧରି ପର୍ବ ଚାଲିଥାଏ । ଏହି ବର୍ଷ 7 ଅକ୍ଟୋବର ଠାରୁ ତାରିଖ ରୁ ଏହି ନବରାତ୍ରୀ ଆରମ୍ଭ ହେଉ ଥିବା ବେଳେ ହିନ୍ଧୁ ଧର୍ମ ରେ ମାଆ ଙ୍କର ପୂଜା ର ବିଶେଷ ମହତ୍ୱ ରହି ଥାଏ ।

ଦେବୀ ମାଆ ଙ୍କର ଏହି ନବରାତ୍ରୀ ପର୍ବ ରେ ମାଆ ଙ୍କର ନଅ ଟି ରୂପ ରେ ପାଳନ ହୋଇ ଥାଏ , ମାଆ ଙ୍କର ଶୋହଶ ପୁତ୍ରୀ ବ୍ରହ୍ମ ଚାରିଣୀ ଚନ୍ଦ୍ର ଘଣ୍ଟା କୁଶଣ୍ଡା କ୍କନ୍ଦ ମାତା , କାତ୍ୟାୟନୀ କାଳ ରାତ୍ରୀ ମହାଗୈରୀ ଏବଂ ସିଦ୍ଦି ରାତ୍ରୀ ପରି ନଅ ଟି ଅଲଗା ଅଲଗା ରୂପ ରହିଛି । ନବ ରାତ୍ରୀ ର ପ୍ରଥମ ଦିନ ରେ ଘଟ ସ୍ଥାପନା କରା ଜାଇ ଥାଏ , ଏହି ନବରାତ୍ରୀ ରେ ଲୋକ ମାନେ ନଅ ଦିନ ଯାଏ ବ୍ରତ ରଖି ଥାନ୍ତି , ଅଶ୍ଟମି ଏବଂ ନବମୀ ଦିନ ରେ କନ୍ୟା କୁ ପୂଜା କରାଜାଇ ଥାଏ ।

Maa Durga

ସେମିତି ରେ ଏହି ଦଶହରା ରେ 6 ଗୋଟି ରାଶି ମାନଙ୍କ ଉପରେ କୃପା ବର୍ଷେଇବା ପାଇଁ ଯାଉଛନ୍ତି ମାଆ ଦୂର୍ଗା । ଆମେ ସେହି 6 ଗୋଟି ରାଶି ମାନଙ୍କ ବିଷୟ ରେ ସୂଚନା ଦେବୁ। ଆପଣ ମାନଙ୍କୁ ନିଜର ମନ ଚାହୁଁ ଥିବା ଲୋକ ମାନଙ୍କ ସହିତ ଏହି ଦିନ ରେ ପ୍ରେମ ହେବ ଏବଂ ତାହା ସଂମ୍ପର୍ଣ୍ଣ ଭାବେ ସଫଳ ମଧ୍ୟ ହେବ ,ଏହି ରାଶି ମାନଙ୍କର ଉପରେ ମାତା ଦୂର୍ଗା ଙ୍କର କୃପା ବନୁଛି ।

ଏହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ ଏହି ଦିନରେ ସଠିକ୍ ସମୟ ରେ ଧନ ର ଆୟ ହେବ । ଏହି ଦିନରେ ଆପଣ ମାନଙ୍କ ଉପରୁ ସବୁ କରଜ ର ଭାବ ଖସି ଯିବ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ର ଏହି ଦିନ ରେ ରହି ଥିବା ବହୁତ ଦିନ ର କାର୍ଯ୍ୟ କୁ ଆପଣ ମାନେ ସଫଳତା ପ୍ରାପ୍ତି କରି ପାରିବେ । ଆପଣ ମାନଙ୍କ ଉପରେ କୁବେର ଦେବ ଙ୍କ ଆଶିଷ ବି ବହୁତ ପରିମାଣ ରେ ରହି ଥିବାରୁ ଆପଣ ମାନେ ଏହି ଦିନ ରେ ଏମିତି କିଛି କାର୍ଯ୍ୟ ରେ ହାତ ଦେବାକୁ ଜାଉଛନ୍ତି ଜାହା ଆପଣ ମାନଙ୍କୁ ଆଗାମୀ ଦିନ ରେ ବହୁତ ପରିମାଣ ରେ ସଫଳତା ପାଇବେ ।

Maa Durga

ଆପଣ ମାନଙ୍କୁ ଆମେ ଏଠାରେ ଯେଉଁ 6 ଗୋଟି ରାଶି ମାନଙ୍କ ବିଷୟ ରେ କହୁଛୁ ସେହ ରାଶି ମାନେ ହେଲେ ମିଥୁନ ରାଶି , କର୍କଟ ରାଶି , ବୃଷ ରାଶି , ମୀନ ରାଶି , କନ୍ୟା ରାଶି , ମେଷ ରାଶି ର ବ୍ୟକ୍ତି ଙ୍କ ପାଇଁ ମାତା ଦୂର୍ଗା ଙ୍କ ଦ୍ୱାର ଖୋଲା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *