ଜଙ୍ଗଲ ରେ ନବ ବିବାହିତ ଦମ୍ପତି ବିନା କ-ପ-ଡା କପଡାରେ କରୁଥିଲେ ଫଟୋ ସୁଟ । ତା ପରେ ଜାହା ହେଲା

photo

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଘଟଣା ସବୁ ଭାଇରାଲ ହୋଇଥାଏ । ଲୋକମାନେ ଆଜିକାଲି ଫୋଟ ଉଠାଇବାକୁ ବହୁତ ପସନ୍ଦ କରୁଛନ୍ତି , ସେଥିପାଇଁ ସେମାନେ ଫୋଟ ଉଠାଇବା ପାଇଁ ସୁନ୍ଦର ସ୍ଥାନକୁ ଯାଇ ଫୋଟ ଉଠାଉଛନ୍ତି । ଏପରିକି କିଛି ଲୋକଙ୍କର ଫୋଟ ଉଠାଇବାକୁ ଏତେ ସଉକ ରହିଥାଏ କି ସେମାନେ ଫୋଟ ଉଠାଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । ପ୍ରାୟତଃ ଏବେ ବିବାହ ପୂର୍ବରୁ ଏବଂ ବିବାହ ପରେ ଫଟୋସୁଟ କରିବା ଏକ ବଡ଼ କ୍ରେଜ ଅଛି | ନବ ବିବାହିତ ସୁନ୍ଦର ସ୍ଥାନକୁ ଯାଇଥାନ୍ତି ଓ ବିଭିନ୍ନ ଉପାୟରେ ଫଟୋସୁଟ୍ କରିଥାଆନ୍ତି |

ବେଳେବେଳେ ସେମାନେ ଏମିତି ଫୋଟ ଉଠାଇଥାନ୍ତି ଯାହା ସବୁଆଡେ ଚର୍ଚ୍ଚା ହୋଇଥାଏ ସାଧାରଣରୁ କିଛି ଅଲଗା ପ୍ରକାରର ଫୋଟ ଉଠାଇଥାନ୍ତି । ଆଜି ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସହ ଏହିପରି ସମାନ ଘଟଣା ଘଟିଛି । କେରଳର ରୁଷୀ ଏବଂ ଲକ୍ଷ୍ମୀ ମଧ୍ୟ ଏହିପରି ଫୋଟ ଉଠାଇଥିଲେ ଯେ , ଯାହା ପରେ ସେହି ଫୋଟ ଏବେ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି ।

pho

ସୂଚନା ଅନୁସାରେ ରୁଷୀ କାର୍ତ୍ତିକେୟନ୍ 16 ସେପ୍ଟେମ୍ବରରେ ଲକ୍ଷ୍ମୀ ଙ୍କୁ ବିବାହ କରିଥିଲେ । ସେମାନେ ଦୁଇ ଜଣ ତାଙ୍କ ବିବାହକୁ ଉପୋଭୋଗ ଓ ରୋମାଞ୍ଚକର କରିବା ପାଇଁ, ସେମାନେ ଏକ ଫଟୋସୁଟ କରିବାକୁ ସ୍ଥିର କରିଥିଲେ । ସେଥିପାଇଁ ଦମ୍ପତି କେରଳରେ ଥିବା ଚା ବଗିଚାରେ ଫୋଟ ସୁଟ କରିବା ପାଇଁ ନିଷ୍ପତ୍ତି ନେଲେ , ତାପରେ ସେ ତାଙ୍କର ଫଟୋଗ୍ରାଫର ସାଙ୍ଗକୁ ନେଇ ସେହି ଚା କ୍ଷେତକୁ ନେଇଗଲେ | ଚା ’ବଗିଚାରେ ଏହି ଦମ୍ପତିମାନେ ଏମିତି ଫୋଟ ଉଠାଇଥିଲେ ଯେ , ସେହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଉଭୟ ଦମ୍ପତି ଚା ବଗିଚାରେ ସେମାନଙ୍କ ଦେହରେ ଧଳା ରଙ୍ଗର ଚାଦର ଘୋଡାଇ ହୋଇ ରୋମାନ୍ସ କରୁଥିବା ଦେଖାଯାଉଛି । ତେବେ ଭାଇରାଲ ହୋଇଥିବା ଦମ୍ପତିଙ୍କର ଏହି ଫୋଟକୁ ପସନ୍ଦ କରିଥିବା ବେଳେ କେତେକ ଲୋକମାନେ ଏହି ଫୋଟ କୁ ବହୁତ ନିନ୍ଦା କରିଛନ୍ତି । ସେହି ଦମ୍ପତିଙ୍କର ଫୋଟ ଭାଇରାଲ ହେବାପରେ କିଛି ଉପଭୋକ୍ତା ଏପରିକି କହିଥିଲେ ଯେ ତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ଏହିପରି ଚିତ୍ରଣ କରିବା ଭୁଲ୍ ଅଟେ ।

photo

ଆଉ କିଛି ଲୋକମାନେ ମତ ଦେଇଥିଲେ ଯେ ଏହିପରି ଫଟୋସୁଟ୍ କରିବା ମଧ୍ୟ ଅନୁଚିତ ଅଟେ । ଏକ ରିପୋର୍ଟ ଅନୁଯାୟୀ, ଏହି ଫଟୋକୁ କହିଛନ୍ତି ଯେ , ଏହିପରି ଫଟୋସୁଟ ଅଭଦ୍ର ତଥା ଅନୁପଯୁକ୍ତ , ସେଥିପାଇଁ ସେମାନଙ୍କୁ ଅନେକ ଲୋକ ଭାଇରାଲ ହୋଇଥିବା ତାଙ୍କ ଫଟୋ ପାଇଁ ସେମାନଙ୍କୁ ସମାଲୋଚନା କରିଛନ୍ତି ।

କେବଳ ଏତିକି ନୁହେଁ, ଫୋଟ ଭାଇରାଲ ହେବାପରେ କିଛି ଲୋକ ପଚାରିଥିଲେ ଯେ ସେ ଚାଦର ତଳେ କିଛି ପିନ୍ଧିଛନ୍ତି କି ନାହିଁ । ସେଥିପାଇଁ ଆମେ ଆପଣମାନଙ୍କୁ ଏତିକି ଜଣାଇଛୁ କି ଆପଣ ଆପଣଙ୍କର ଏଭଳି କିଛି ବ୍ୟକ୍ତିଗତ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *