କୁମ୍ଭ ରାଶି ବ୍ୟକ୍ତି 2ଟି କଥା ଜାଣିଲେ ଭାଗ୍ୟ ବଦଳିଯିବ ।

kumbha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଚର୍ଚ୍ଚା କରିବୁ କି କୁମ୍ଭ ରାଶି ବ୍ୟକ୍ତି ବିଶେଷ ଙ୍କ ପାଇଁ କେଉଁ ରଙ୍ଗ ଶୁଭ ହୋଇଥାଏ । କେଉଁ ଦିନ ଶୁଭ ହୋଇଥାଏ । ଏବଂ ଆପଣ ମାନଙ୍କୁ କେଉଁ ରଙ୍ଗ ପିନ୍ଧିବା ଆବଶ୍ୟକ । ଏବଂ କଣ ଏମିତି ଅଙ୍କ ରହିଥାଏ ଜାହା ଆପଣ ମାନଙ୍କ ପାଇଁ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।

kumbha rashi

ଦେଖନ୍ତୁ କୁମ୍ଭ ରାଶି ରାଶିଚକ୍ର ର 11 ତମ ରାଶି ଅଟେ । ଶନିଦେବ ଆପଣ ମାନଙ୍କ ରାଶିର ସ୍ୱାମୀ ଅଟନ୍ତି । ଶନିଦେବ ଏମିତି ଏକ ଗ୍ରହ ଅଟନ୍ତି ଯିଏ କି ଅଧିକ ସମୟ ନିଜର ରାଶି ଙ୍କୁ ପରିବର୍ତନ କରନ୍ତି । କୁମ୍ଭ ରାଶି ଏକ ବାୟୁ ତତ୍ୱ ର ରାଶି ଅଟେ ଏହି କୁମ୍ଭ ରାଶି ମାନଙ୍କ ପାଇଁ ଶନିବାର ଟି ବହୁତ ଶୁଭ ବୋଲି ମନାଯାଏ । ଏବଂ ଏହା ସହିତ ଶୁକ୍ରବାର ଟି ଏକ ଲକି ଦିନ ଭାବେ ବିବେଚନା ରହିଛି ।

ସେହି ପରି କୁମ୍ଭ ରାଶି ମାନଙ୍କ ପାଇଁ 4 ଏବଂ 8 ନମ୍ବର ଶୁଭ ହୋଇଥାଏ । ମାସର 4 ତାରିଖ 22 ତାରିଖ ଓ 31 ତାରିଖ ଆପଣ ମାନଙ୍କ ପାଇଁ ଶୁଭ ଅଟେ । ଏହା ସହିତ ଜିବନ ର 13 ବର୍ଷ ,22 ବର୍ଷ 31 ବର୍ଷ ଆପଣ ମାନଙ୍କ ପାଇଁ ଶୁଭ ହୋଇଥାଏ ଏହି ସମୟ ଆପଣ ମାନଙ୍କ ପାଇଁ ଉନ୍ନତି ର ସମୟ ଅଟେ । ଏହି ସମୟ ରେ ଆପଣ ମାନଙ୍କ ସାଥିରେ କିଛି ମହତ୍ୱ ପୂର୍ଣ୍ଣ ଘଟଣା ହୋଇପାରେ । ଆପଣ ମାନଙ୍କ ପାଇଁ ନୀଳ ରଙ୍ଗ ଏବଂ ଧଳା ରଙ୍ଗ ଶୁଭ ହୋଇଥାଏ ।

kumbha rasi

କୈଣସି ବି ମହତ୍ୱ ପୂର୍ଣ୍ଣ କାମ କରିବା ବା ଶୁଭ କାମ କରିବା ସମୟ ରେ ଆପଣ ମାନେ ଏହି ରଙ୍ଗର ବ୍ୟବହାର କରିପାରିବେ । ସେହି ପରି କୁମ୍ଭ ରାଶି ର ଲୋକ ମାନଙ୍କର ରତ୍ନ ବିଷୟ ରେ ଜାଣିବା ତେବେ ହୀରା ଏବଂ ନିଲମ୍ ଏମାନଙ୍କର ଶୁଭ ରତ୍ନ ଅଟେ । ହେଲେ କୈଣସି ବି ରତ୍ନ ବ୍ୟବହାର କରିବା ପୂର୍ବରୁ ନିଜର କୁଣ୍ଡଳୀ କୁ ଜାଣି ଆପଣ ମାନେ ଏହି ରତ୍ନ ପରିଧାନ କରନ୍ତୁ ଆପଣ ମାନଙ୍କ ପାଇଁ ଶୁଭ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *