ରାଶି ଅନୁଶାରେ ନବରାତ୍ରୀ ପୁଜା କେମିତି କରିବେ | ନବରାତ୍ରୀ ପୁଜ ବିଧି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଣପତି ଙ୍କ ପୂଜା ଠାରୁ ଆମରମ୍ବ ହୋଇଛି ପାର୍ବଣ ଋତୁ । ସରତ ଋତୁ ର କହଲା ପବନ ଏବଂ ସେହି ଋତୁ ରେ ଫୁଟିି ଉଠି ଥିବା କାଶ ତଣ୍ଡି ଫୁଲ ଦୂର୍ଗତି ନାଶୀନି ମାଆ ଦୂର୍ଗାା ଙ୍କ ଆଗମନ ର ସଂଙ୍କେତ ଦେଉଛିି । ଏବଂ ମାଆ ଙ୍କ ଆଗମନ ରେ ପ୍ରଫୁଲିତ ହୋଇ ଉଠିବ ସାରା ସଂସାର ଏହି ସମୟ ରେ ପ୍ରତ୍ୟେକ ଭକ୍ତ ମାନେ ମାଆ ଙ୍କ ପୂଜା ଅର୍ଚ୍ଚନା ରେ ଲାଗି ପଡିଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୂଖର ହୋଇ ଉଠିବ ଜାତୀ ବର୍ଣ୍ଣ ଏବଂ ନିର୍ବି ସେଷ ରେ ସମସ୍ତେ ମାଆ ଙ୍କୁ ପାଛୁଟି ଆଣିବେ।

Maa Durga

ହିନ୍ଧୁ ଧର୍ମ ରେ ମାଆ ଙ୍କର ପୂଜା ର ବିଶେଷ ମହତ୍ୱ ରହି ଥାଏ । ଦେବୀ ମାଆ ଙ୍କର ଏହି ନବରାତ୍ରୀ ପର୍ବ ରେ ମାଆ ଙ୍କର ନଅ ଟି ରୂପ ରେ ପାଳନ ହୋଇଥାଏ । ନବରାତ୍ରୀ ର ପ୍ରଥମ ଦିନରେ ଘଟ ସ୍ଥାପନା ସହିତ 9 ଦିନ ପାଇଁ ଦେବୀ ମାଆ ଙ୍କ ପୂଜା ଅର୍ଚ୍ଚନା କରାଜାଇଥାଏ । ଘଟସ୍ଥାପନା ପାଇଁ ଶୁଭ ମୂହୁର୍ତ୍ୱ ର ବିଶେଷ ରୂପେ ଧ୍ୟନ ରଖନ୍ତି । ଅକ୍ଟୋବର 7 ରେ ଘଟସ୍ଥାପନା ର ଶୁଭ ମୂହୁର୍ତ୍ୱ ସକାଳ 6.17 ମିନିଟ୍ ରୁ ସକାଳ 7.07 ମିନିଟ ପର୍ଯ୍ୟନ୍ତ ରହିଛି ।

ଏହି ସମୟ ରେ ଘଟସ୍ଥାପନା କରିବା ଦ୍ୱାରା ନବରାତ୍ରୀ ଫଳପ୍ରଦ ହୋଇଥାଏ । କେଉଁ ଦିନରେ କେଉଁ ରାଶିର ଲୋକ କେମିତି ପୂଜା କରିଲେ ବିଶେଷ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମେଷ ରାଶିର ଲୋକଏହି ଦିନରେ କମଳା ପୁଷ୍ପ , ଫଳ , ଏବଂ ଦୁବ ଦେଇ ପୂଜା କରିବେ । ବୃଷ ରାଶିର ଲୋକ ଏହି ଦିନରେ ମାତା ବ୍ରହ୍ମ ଚାରିଣୀ ଙ୍କ ଉପାଶନା କରିବେ । ସେତ୍ୱ ବସ୍ତ୍ର ପିନ୍ଧି ସ୍ୱେତ ରଙ୍ଗର ପଦ୍ମ ବେଲପତ୍ର ଫଳ ଆଦି ସମର୍ପଣ କରନ୍ତୁ ।

rasi

ମିଥୁନ ରାଶି ମାତା ଚନ୍ଦ୍ର ଘଣ୍ଟା ଏବଂ ମାତା କୁସ୍ମାଣ୍ଡା ର ଉପାଶନା କରିବେ । ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମାଆ ଙ୍କର ମିଶ୍ରିତ ରଙ୍ଗର ଫୁଲ , ଫଳ ଦେଇ ପୂଜା କରିବେ । କର୍କଟ ରାଶି ମାତା ସ୍କନ୍ଦ ମାତା ଙ୍କର ଉପାଶନା କରିବେ । ସିହଂ ରାଶି ରେ ମାତା କାତ୍ୟାୟନି ଏବଂ କନ୍ୟା ରାଶି ମାଆ କାଳରାତ୍ରୀ ଙ୍କର ଉପାଶନା କରିବେ । ତୁଳା ରାଶି ମାଆ ମହା ଗୈରୀ ଙ୍କର ପୂଜା କରିବେ ବିଛା ରାଶି ମାଆ ସିଦ୍ଧି ରାତ୍ରୀ ଙ୍କ ପୂଜା କରିବେ ।

ଧନୁ ରାଶି ବଜୟା ଦଶମୀ ରେ ଆପଣ ମାନେ ଦଶହରା ପାଳନ କରି ପାରିବେ । ମକର ରାଶି ଏହି ଦିନରେ ମାତା ବ୍ରହ୍ମ ଚାରିଣୀ ଙ୍କ ଉପାଶନା କରିବେ । ସେତ୍ୱ ବସ୍ତ୍ର ପିନ୍ଧି ସ୍ୱେତ ରଙ୍ଗର ପଦ୍ମ ବେଲପତ୍ର ଫଳ ଆଦି ସମର୍ପଣ କରନ୍ତୁ । କୁମ୍ଭ ରାଶି ବଜୟା ଦଶମୀ ରେ ଆପଣ ମାନେ ଦଶହରା ପାଳନ କରି ପାରିବେ । ମୀନ ରାଶି ବଜୟା ଦଶମୀ ରେ ଆପଣ ମାନେ ଦଶହରା ପାଳନ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *