ପାଖେଇ ଆସୁଛି ବାତ୍ୟା – 7 ଟି ଜିଲ୍ଲାକୁ ହାଇ ଆର୍ଲଟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦଶହରା ରେ ହେବ ବାତ୍ୟା ଏହିଥର ପାର୍ବଣ କୁ ଭିଜେଇବ ବର୍ଷା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିଂବଳୟ ପ୍ରଭାବ ରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଲଘୁଚାପ ରେ ପରିଣତ ହେବ ଅର୍ଥାତ୍ 4 ରୁ 5 ଦିନ ସମୁଦ୍ର ମଧ୍ୟରେ ବଳ ଗୋଟେଇବା ପରେ ସ୍ଥଳଭାଗ ଆଗକୁ ମୁହାଁଇବ । ଆଉ ଏହି 5 ଦିନ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ ଅଟେ ।

batya

ତେବେ ଏହାର ପରିଣାମ କଣ ରହିବ କଣ ରହିଛି ପାଣିପାଗ ବିଶେଷଜ୍ଞ୍ୟ ଙ୍କ ରିପୋର୍ଟ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା । କେନ୍ଦ୍ରିୟ ଏବଂ ଦକ୍ଷିଣ ବଙ୍ଗୋପସାଗର ସମୁଦ୍ର ପତନ ଏବଂ ଉପର ବାୟୁମଣ୍ଡଳ ସ୍ଥିତି ଏମିତି ରହିଛି ଯେ ଲଘୁଚାପ ଅବପାତର ରୂପ ନେଇ ଡିଫରେସନ ର ରୂପ ନେବ । ହେଲେ ବାତ୍ୟାର ସମ୍ଭାବନା ରହିବ ନାହିଁ । ଏବଂ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି 4 ରୁ 5 ଦିନ ମଧ୍ୟରେ ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ରେ ଏହା ସ୍ଥଳଭାଗ ଛୁଇଁବ ଫଳରେ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।

ତେବେ ଉପକୂଳ ଓଡିଶା , ଦକ୍ଷିଣ ଓଡିଶା , ଏବଂ ପଶ୍ଚିମବଙ୍ଗ ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତା 24 ରୁ 48 ଘଣ୍ଟା ମଧ୍ୟରେ ପ୍ରଷ୍ଟ ଚିତ୍ର ମିଳିବ । କିନ୍ତୁ ଏବେ ବଙ୍ଗୋପସାଗର ରେ ସ୍ଥିତି ଏବଂ ସ୍ଥଳଭାଗର ସ୍ଥିତି ବାତ୍ୟା ପାଇଁ ପୂରା ଅନୁକୂଳ ରହିଛି । ଏହା ସହିତ ରାଜ୍ୟ ରୁ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ର ପ୍ରତ୍ୟାବର୍ତନ ପକ୍ରିଆ ଆରମ୍ଭ ହୋଇସାରିଛି ।

batya

ଏହି ସ୍ଥିତି ରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱ ବର୍ତ୍ତି ଅଞ୍ଚଳ ରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରଭାବ ଏବେ ଯାଏ ଜାରି ରହିଛି । ଏବେ ସମୁଦ୍ର ପତନ ଠାରୁ 5.8 କିଲୋମିଟର ଉଚ୍ଚତା ରେ ବିସ୍ତାରିତ ହୋଇଛି । ଏହାର ପ୍ରଭାବ ରେ ପରବର୍ତି 24 ଘଣ୍ଟା ରେ ଏକ ଳଘୁଚାପ ଅଞ୍ଚଳରେ ପରିଣତ ହେବ । ତେବେ ଉପକୂଅ ଅଞ୍ଚଳ ମାନେ ମୟୁରଭଞୀ , ଢେଙ୍କାନାଳ ,କନ୍ଧମାଳ , ରାୟଗଡା , ମାଲକାନାଗିିରି , ନବରଙ୍ଗପୁର ଜିଲ୍ଲାରେ ରେ ବଜ୍ରପାତ ସହିତ ମଧ୍ୟମ ଧରମ ର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *