( ଗଜଲକ୍ଷ୍ମୀ ପୂଜା ) October 19 – ଏହି ୫ଟି ରାଶିରେ ଧନର ବର୍ଷା |

gaja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଜଲକ୍ଷ୍ମୀ ପୂଜା ଆସିର୍ଣ୍ଣ ମାସର ପୂର୍ଣ୍ଣିମା ତିଥି ରେ କରାଜାଇଥାଏ । ଗଜଲଷ୍ମୀ ପୂଜା କୁ କିଛି କିଛି ସ୍ଥାନରେ ସରତ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଥର ଗଜଲଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା 19 ଓ କେତେକ ସ୍ତାନରେ 20 ଅକ୍ଟୋବର ଦିନ ପଡୁଛି । ଏବଂ ଏହି ଗଜଲଷ୍ମୀ ପୂଜା ଦିନରେ କୁମାର ପୂର୍ଣ୍ଣିମା ମଧ୍ୟ ପଡୁଛି ।

ବନ୍ଧୁଗଣ ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ ଏହି ପୂଜା ସାଧାରଣତଃ ସଂନ୍ଧ୍ୟା ପରେ ବା ଜହ୍ନ ଆଲୁଅ ରେ କରାଯାଏ । ସେମିତି ରେ ଏହି ଗଜଲକ୍ଷ୍ମୀ ପୂଜା ଠାରୁ ଏହି 5 ଟି ରାଶିରେ ଧନର ବର୍ଷା ହେବାକୁ ଯାଉଛି । ମାଆ ଲକ୍ଷ୍ମୀ କରିବେ ମାଲାମାଲ ମିଳିବ ଧନ ଏବଂ ମାନସମ୍ମାନ ଏହି ରାଶି ମାନଙ୍କର ଉପରେ ଏହି ଗଜଲଷ୍ମୀ ପୂଜା ରେ ମାତା ଲକ୍ଷ୍ମୀ ଙ୍କର କୃପା ବନୁଛି ।

ଏହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ ଏହି ଦିନରେ ସଠିକ୍ ସମୟ ରେ ଧନ ର ଆୟ ହେବ ।ଏହି ଦିନରେ ଆପଣ ମାନଙ୍କ ଉପରୁ ସବୁ କରଜ ର ଭାବ ଖସି ଯିବ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ର ଏହି ଦିନ ରେ ରହି ଥିବା ବହୁତ ଦିନ ର କାର୍ଯ୍ୟ କୁ ଆପଣ ମାନେ ସଫଳତା ପ୍ରାପ୍ତି କରି ପାରିବେ ବେରୋଜଗାର ଯୁବକ ମାନଙ୍କୁ ଚାକିରୀ କ୍ଷେତ୍ର ରେ ବହୁତ ସଫଳ ମିଳିବ । ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଆପଣ ମାନଙ୍କୁ ଅଚାନକ ଭାବେ ଧନ ପ୍ରାପ୍ତି ହେବା କାରଣ ରୁ ନିଜର ପରିବାର ଉପରେ ରହି ଥିବା ସବୁ ଦୁଖଃ ଦୂରେଇ ଯିବ ।

Maa Durga

ଆପଣ ମାନେ କୈଣସି ବି କାର୍ଯ୍ୟ କରୁଛନ୍ତି ତେବେ ନିଷ୍ଟାର ସହିତ କରନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିବ । ଆପଣ ମାନେ ଏହି ଗଜଲଷ୍ମୀ ପୂଜା ରେ ଯେଉଁ ଜିନିଷ କୁ ପାଇବା ପାଇଁ ଚାହିଁବେ ସେହି ଜିନିଷ କୁ ଆପଣ ମାନେ ନିଶ୍ଚିତ ଭାବେ ପାଇ ପାରିବେ । ଆପଣ ମାନେ ଏହି ଦିନ ରେ ଜିବନ ସମନ୍ଧିତ ସଫଳତା ରେ ସଂମ୍ପର୍ଣ୍ଣ ଭାବେ ସଫଳ ହାସଲ କରିବା ସହିତ ଆପଣ ମାନେ ବ୍ୟବସାୟ କ୍ଷେତ୍ର ରେ ଶତୃ କୁ ପରାସ୍ତ କରିବେ ।

ଆପଣ ମାନଙ୍କୁ ଶତୃ ଦେଖିଲେ ନିଶ୍ଚିତ ଭାବେ ଡରିବେ ବଡ ଲୋକ ମାନଙ୍କ ହାତ ଆପଣ ମାନଙ୍କ ଉପରେ ରହିବ । ତେବେ ବନ୍ଧୁଗଣ ଆମେ ଯେଉଁ ରାଶି ମାନଙ୍କ ବିଷୟ ରେ କହିଛୁ ସେମାନେ ହେଲେ ମେଷ ରାଶି , ବୃଷ ରାଶି , ସିହଂ ରାଶି , ବିଛାରାଶି , କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *