ଦୁର୍ଗା ପୂଜା 2021 | ଘରକୁ ନେଇଆସନ୍ତୁ ଏହି (୫ଟି ଜିନିଷ ) ଧନର ବର୍ଷା ହେବ |

Durga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନବରାତ୍ରୀ 2021 ଅକ୍ଟୋବର 7 ରୁ ଆରମ୍ଭ ହେଉ ଥିବା ବେଳେ ବହୁତ ଲୋକ ମାନେ ଏହି ନବରାତ୍ରୀ ର ଅପେକ୍ଷା ବହୁତ ଉତ୍ସାହ ର ସହିତ କରିଥାନ୍ତି । ଏହି ନବରାତ୍ରୀ ରେ ମାତା ଦୂର୍ଗା ଙ୍କ ନଅ ଟି ରୂପ ର ପୂଜା କରା ଜାଇଥାଏ । ଏହି ଦିନ ରେ ମାତା ଦୂର୍ଗା ଙ୍କୁ ପ୍ରଶନ୍ନ କରିବା ପାଇଁ ବହୁତ ପରିମାଣ ରେ ଚେଷ୍ଟା କରି ଥାନ୍ତି । ଜାହା ଦ୍ୱାରା ମାତା ଦୂର୍ଗା ଆପଣ ମାନଙ୍କ ମନସ୍କାମନା ବହୁତ ଜଲ୍ଦି ହିଁ ପୂରଣ କରନ୍ତି ।

Maa Durga

ନଅ ଦିନ ରେ ବ୍ରତ ରଖି ମାତା ଦୂର୍ଗା ଙ୍କୁ ପ୍ରଶନ୍ନ କରା ଜାଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟ ରେ କହିବୁ ଯେଉଁ ଥିରେ ଆପଣ ମାନେ ଜାଣି ପାରିବେ କି କେଉଁ ପରି ଭାବେ ଆପଣ ମାନେ ନିଜ ଘରକୁ ସୁଖ ସମୃଦ୍ଧି ଆଣି ପାରିବେ ଏବଂ ମାଆ ଙ୍କ ଆଶ୍ରୀବାଦ ପାଇ ପାରିବେ । ତେବେ ଏହି ନବରାତ୍ରୀ ଚାଲୁ ଥିବା ସମୟ ରେ ଆପଣ ମାନେ ଏହି ସବୁ ଜିନିଷ ଘରକୁ ଆଣିବେ ତେବେ ମାତା ଙ୍କର କୃପା ଆପଣ ମାନଙ୍କ ଉପରେ ରହିବ ଏହା ସହିତ ଘରେ ଧନର ବର୍ଷା ହେବ ।

ତେବେ ଆସନ୍ତୁ ସେହି ଜିନିଷ ବିଷୟ ରେ ଆସନ୍ତୁ ଜାଣି ନେବା ପ୍ରଥମେ ଜାହା ରହିଛି ପଦ୍ମ ଫୁଲ ଆପଣ ମାନେ ଘରକୁ ଯଦି ଏହି ଦିନ ରେ ପଦ୍ମ ଫୁଲ ଆଣନ୍ତି ତେବେ ମାତା ଦୂର୍ଗା ବହୁତ ପ୍ରଶନ୍ନ ହୋଇ ଥାନ୍ତି ଏମିତି ରେ ଏହା ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ଜିନିଷ ହୋଇ ଥିବା ବେଳେ ଘରକୁ ଆଣିଲେ ମାତା ଙ୍କ ଆଗମନ ହୋଇ ଥାଏ ।

Maa Durga

ସେହି ପରି ଦୁଇ ରେ ରହିଛି ସୁନା କିମ୍ବା ରୂପା ର ମୁଦ୍ରା ଘରେ ସୁନା କିମ୍ବା ରୂପା କୁ ରଖିବା ବହୁତ ଶୁଭ ବୋଲି ମନାଯାଏ। ଏବଂ ଏହା ନବରାତ୍ରୀ ସମୟ ରେ ଘର କୁ ଆଣିଲେ ଆହୁରି ବି ଶୁଭ ପ୍ରତିତ ହୋଇଥାଏ । କାରଣ ମାଆ ଲକ୍ଷ୍ମୀ ଙ୍କ ଏହା ଅତି ପ୍ରିୟ ହୋଇ ଥାଏ ।

ସେହି ପରି ତିନିରେ ରହିଛି ମାତା ଲକ୍ଷ୍ମୀ ଙ୍କର ଫୋଟ ଆପଣ ମାନେ ଘରକୁ ଆଣି ପାରିବେ ଜାହା ଫଳ ରେ ଆପଣ ମାନଙ୍କ ଘରେ ରହି ଥିବା ସବୁ ନାକାରାତ୍ମକ ଶକ୍ତି ଏବଂ ସବୁ ଖରାପ୍ ଉର୍ଜା ଆପଣ ମାନଙ୍କ ଘରୁ ବାହାରି ଯିବେ ଏବଂ ଏହି ଦିନ ରେ ଆପଣ ମାନଙ୍କ ପରିବାର ଉପରେ ମାତା ଦୂର୍ଗା ଙ୍କ କୃୃପା ଲାଗି ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *